Latest Odisha News

BREAKING NEWS

Browsing Category

ଫିଚର

କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କରୋନା କାୟା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି କରୋନା । ଗଞ୍ଜାମ, ଗଜପତି ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଆଠ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୩୩ ଜଣ । କେବଳ ଜୁଲାଇରେ ବାହାରିଛନ୍ତି ୪୦୬…

ଓଡିଶାରେ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୭୩୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଦିଲ୍ଲୀରେ ବର୍ଷା ପାଣିରେ ବୁଡ଼ିଲା ବସ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ସକାଳୁ ରାଜଧାନୀ ଦିଲ୍ଲୀରେ ମୂଷଳ ଧାରାରେ ବର୍ଷା ହୋଇଛି । କେଇ ଘଣ୍ଟାର ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ ଜଳାର୍ଣ୍ଣବ । ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି । ଉଛୁଳିଛି ଡ୍ରେନ୍ । ମିଣ୍ଟୋ ବ୍ରିଜ ତଳେ ଜମିଥିବା ପାଣି ରାଜଧାନୀର ଡ୍ରେନେଜ୍ ସିଷ୍ଟମର ପୋଲ୍ ଖୋଲି…

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୮୯୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେରେ ବସ୍ ଓଲଟି ୫ ମୃତ, ୨୦ ଆହତ

କନୌଜ: ଉତ୍ତରପ୍ରଦେଶ କନୌଜ ନିକଟ ଆଗ୍ରା-ଲକ୍ଷ୍ନୌ ଏକ୍ପପ୍ରେସ ଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ବସ୍ । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି…

ଭୁବନେଶ୍ୱରରେ ମହିଳା ଏସଆଇଙ୍କୁ କରୋନା

ଭୁବନେଶ୍ୱର: ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଅଫିସରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ମହିଳା ସବ୍-ଇନିସପେକ୍ଟର କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଏସପି ପ୍ରସନ୍ନ ଆଚାର୍ଯ୍ୟ । ଦୁଇ ଦିନ ତଳେ ଖୋର୍ଦ୍ଧା…

AIIMS କରିବ କରୋନାର ସ୍ୱଦେଶୀ ଟିକା କୋଭାକସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ଆଶା ବଢୁଛି । ଖୁବଶୀଘ୍ର ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମସ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ । ଗତକାଲି ଏମସର ଏଥିକାଲ କମିଟି ଏହାକୁ ଅନୁମତି ଦେଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କ ଦେହରେ…

ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଜୁଲାଇ ୧୯ ରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୁଳ…

ମହାରାଷ୍ଟ୍ରରେ ୩ ଲକ୍ଷ ଟପିଲା କରୋନ୍ କେସ୍, ମୁମ୍ୱାଇରେ ଲକ୍ଷେ

ମୁମ୍ୱାଇ: ଦେଶରେ କରୋନାର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ । ୩ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ମହାରାଷ୍ଟ୍ରରୁ ୮ ହଜାର ୩୪୮ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ…

ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାମ

ଅଯୋଧ୍ୟା: ଅଗଷ୍ଟ ମାସରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ । ଆସନ୍ତା ଅଗଷ୍ଟ ୩ କିମ୍ବା ୫ ତାରିଖରେ ହୋଇପାରେ ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ତାଙ୍କୁ ଦୁଇଟି ତାରିଖ ପ୍ରସ୍ତାବ ଦିଆଯାଇଛି । ଶ୍ରୀରାମ ଜନ୍ମଭୂମି…