Latest Odisha News

BREAKING NEWS

Browsing Category

ଫିଚର

ପ୍ଲାଜମା ଦାନ ପାଇଁ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ଲାଜମା ଦାନ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟୁଇଟ କରି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏନଡିଆରଏଫ, ହୋମଗାର୍ଡ , ଅଗ୍ନିଶମବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି…

ଭୁବନେଶ୍ୱରରେ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯ ସୁସ୍ଥ

ଭୁôବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଅନ୍ୟ ୧୮ ଜଣ ସ୍ଥାନୀୟ ସଂକ୍ରମିତ । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ଆଜି ଭୁବନେଶ୍ୱରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । Update on…

ଭୁବନେଶ୍ୱରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆଇଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଜାଗାରେ ଏହା କରାଯାଉଛି । ପୁରୀରେ ଶେଷ ହୋଇଛି । ସରକାରଙ୍କୁ ରିପୋର୍ଟ ବି ଦିଆସରିଛି । ଭୁବନେଶ୍ୱରରେ ଏହା ଦ୍ୱିତୀୟ ପର୍ଯ୍ୟାୟରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି…

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ: ଆଇଏମଏ ଓଡିଶା ଚାପ୍ଟର

ଭୁବନେଶ୍ୱର: ଯେତେବେଳେ ଆକ୍ରାନ୍ତଙ୍କର କୌଣସି କଂଟାକ୍ଟ ଟ୍ରେସିଂ ହୋଇପାରେନି ସେତେବେଳେ ତାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ । ଓଡିଶାରେ ସଙ୍ଗରୋଧ କେନ୍ଦ୍ରରେ ଯେଉଁ ସ୍ଥାନୀୟ ଆକ୍ରାନ୍ତ ବାହାରୁଛନ୍ତି, ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଇପାରୁଛି । ତେଣୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା…

ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର: ଓଡିଶାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇଛି ପ୍ଲାଜମା ଥେରାପି । ବର୍ତ୍ତମାନ ପ୍ଲାଜମା ଥେରାପିରେ ଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଇଛି । ସେମାନେ ପୂର୍ବରୁ ଅମ୍ଲଜାନ ସହାୟତା ଆବଶ୍ୟକ କରୁଥିଲେ, ହେଲେ…

କୋଭିଡ୧୯ ଔଷଧ ଗବେଷଣା ଟିମରେ ଓଡିଆ ଗବେଷକ

ଭୁବନେଶ୍ୱର: କୋଭିଡ୧୯ ସବୁଠି କାୟା ମେଲାଇଥିବା ବେଳେ ଏହାର ଔଷଧ ବାହାର କରିବା ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । ଏଭଳି ଏକ କରୋନା ଔଷଧ ଗବେଷଣାରେ ସାମିଲ ହୋଇଛନ୍ତି ଓଡିଆ ଗବେଷକ ଆଦିତ୍ୟ ପାଢୀ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାପାନର ରିକେନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ…

ଘରେ ପଶିଲା ଚିତା ବାଘ, କୁକୁରକୁ ମାରି ସାଙ୍ଗରେ ନେଇଗଲା

ଉତ୍ତରାଖଣ୍ଡ: ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ହାତୀଙ୍କ ଉତ୍ପାତ ତ କେବେ ଘରେ ପଶିଲାଣି ବାଘ । ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି ଉତ୍ତରାଖଣ୍ଡରୁ । ଘରେ ପଶିଲା ଚିତା ବାଘ । କୁକୁରକୁ ଆକ୍ରମଣ କଲା । ମାରି ସାଙ୍ଗରେ ନେଇଗଲା । ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି…

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ଭୂମି ପୂଜନ, ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ସ୍ଥିର ହେଲା ଭୂମି ପୂଜନ ତାରିଖ । ଅଗଷ୍ଟ ୫ ତାରିଖ ଅଯୋଧ୍ୟାରେ ଭୂମି ପୂଜନ ହେବ । ଆସିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ…

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୯୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମରୁ ୩,…

ଭାଇରାଲ୍ ପୋଷ୍ଟମୋର୍ଟମ୍: କାହିଁକି ଝାଡଖଣ୍ଡରେ ଉଠିଥିଲା ପାକିସ୍ତାନ ଓ ବଙ୍ଗଳାଦେଶକୁ ନେଇ ଝଡ ?

ଭୁବନେଶ୍ୱର: ଆମେ ରହୁଛନ୍ତି ଭାରତରେ ହେଲେ ଶିଖିବା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ! କଥାଟା ଅଖାଡୁଆ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି ଝାଡଖଣ୍ଡରେ । ଏ ଘଟଣାଟା କେତେଦୂର ସତ । ଆସନ୍ତୁ ଜାଣିବା ଆଜିର ଭାଇରାଲ୍ ପୋଷ୍ଟମୋର୍ଟମ୍‌ରେ । ଏହି ସମସ୍ତ  ଖବର କାଗଜ ଉପରେ ଟିକେ…