Latest Odisha News

BREAKING NEWS

Browsing Category

ଫିଚର

ଓଡିଶାରେ ଆଉ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୯୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ବଢୁଛି ଚିନ୍ତା: ଦେଶରେ ୨୪ ଘଣ୍ଟାରେ ୨୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୨୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯, ୫୫୩…

ନାନାବତୀ ହସ୍ପିଟାଲ ଡାକ୍ତରଙ୍କୁ କଣ କହିଲେ ବିଗ ବି, ଟ୍ୱିଟରରେ ଭିଡିଓ ଭାଇରାଲ୍

କରୋନା ପଜିଟିଭ ଚିହ୍ନଟ ପରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହାରି ଭିତରେ ବିଗ୍ ବିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ…

କଟକ ସହରରେ ବଢ଼ିବନି ସଟ୍‌ଡାଉନ୍‌ ଅବଧି

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ । ଆଜି ଏହି ସଟଡାଉନ ଅବଧି ସରୁଥିବା ବେଳେ ଏହା ଆଗକୁ ଆଉ ବୃଦ୍ଧି ହେବନାହିଁ ବୋଲି ସୂଚନା ଦେଇଛି କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରର ରଖି ଗତ ସୋମବାରଠାରୁ ୨ଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଲାଗୁ…

କାଲିଠୁ ତିନି ଦିନ ବନ୍ଦ ରହିବ ଆରଜିଏଚ୍ ଓପିଡି

ରାଉରକେଲା: ସହରରେ ଥିବା ସରକାରୀ ହସ୍ପିଟାଲରେ ଲାଗିଲା କଟକଣା । ଆସନ୍ତାକାଲିଠୁ ତିନି ଦିନ ପାଇଁ ବନ୍ଦ ରହିବ ଓପିଡି । ଆସନ୍ତା ୧୫ ତାରିଖ ଯାଏ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଆରଜିଏଚ୍ ନିର୍ଦ୍ଦେଶକ । କେବଳ ଗୁରୁତର ରୋଗୀଙ୍କୁ ଓପିଡି ଆସିବାକୁ ଅନୁମତି ମିଳିବ । ଅନ୍ୟମାନେ…

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା: ଏହିସବୁ ଜିଲ୍ଲାକୁ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ୨ ଦିନ ହେବ ଲଘୁଚାପ ଜନିତ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ…

ଅଟୋରେ ଶ୍ମଶାନକୁ ନିଆଗଲା କରୋନା ଆକ୍ରାନ୍ତଙ୍କ ମୃତଦେହ

ତେଲେଙ୍ଗାନା: କୋଭିଡ୍ ନିୟମକୁ ଫୁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ । କରୋନା ଆକ୍ରାଙ୍କ ମୃତଦେହକୁ ଅଟୋରେ ନିଆଗଲା ଶ୍ମଶାନ । ଏଭଳି ଚିତ୍ର ଆସିଛି ତେଲେଙ୍ଗାନରୁ । ନିଜାମାବାଦର ସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ଶେଷକୃତ୍ୟ ପାଇଁ ମର ଶରୀରକୁ ଅଟୋରେ…

ବଢୁଛି କରୋନା ସୁସ୍ଥତା ହାର: ରାଜ୍ୟରେ ୮୦୦୦ ଟପିଲା ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ କରୋନା ସ୍ଥିତି ସଙ୍ଗିନ ଆଡକୁ ଗତି କରୁଥିବା ବେଳେ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨ ହଜାର ଟପିଥିବା ବେଳେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ଦିନ ରାଜ୍ୟରେ ସର୍ବାଧିକ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ…

ପ୍ରଥମ ଥର ମାସ୍କ ପିନ୍ଧିଥିବା ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: କରୋନା ମହାମାରୀ ଭିତରେ ପ୍ରଥମ ଥର ମୁହଁରେ ମାସ୍କ ପିନ୍ଧିଛନ୍ତି ଆମେରିକା ରାଷ୍ଚ୍ରପତି । ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ମାସ୍କ ସହ ନଜର ଆସିଛନ୍ତି । ଗତକାଲି ଏକ ହସ୍ପିଟାଲ ଗସ୍ତ କରିବା ସମୟରେ ଏଭଳି ଗେଟଅପରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଡୋନାଲ୍ଡ…

ହୋମ୍ ଆଇସୋଲେସନରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ରାଜଭବନ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି ରାଜ୍ୟପାଳ ଭଗତ ସିଂହ କୋସିୟାରି । ଆଗାମୀ କିଛି ଦିନ ପାଇଁ ସେ କାମ କରିବେ ନାହିଁ । ମହାରାଷ୍ଟ୍ର ରାଜଭବନର ପାଖାପାଖି ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି…