Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱକପ ଫାଇନାଲ ପାଇଁ ହେବ ଭବ୍ୟ ଆୟୋଜନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ପାଇଁ ଭବ୍ୟ ଆୟୋଜନ…

ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସଙ୍କ ଉପରେ ଆକ୍ରମଣ

ଇମ୍ଫାଲ: ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସ ସୈନିକଙ୍କୁ ଆକ୍ରମଣ କରାଯାଇଛି। ଉଗ୍ରବାଦୀମାନେ ପ୍ରଥମେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବିସ୍ଫୋରଣ କରିଥିଲେ। ତା’ପରେ ଆସାମ ରାଇଫଲ୍ସର ଏକ କଣ୍ଟିଜେଣ୍ଟ ଉପରେ ଆକ୍ରମଣ କରିଥିଲେ। ମଣିପୁର ଟେଂଗ୍ନୋପାଲ ଜିଲ୍ଲାରେ…

ବିଶ୍ୱକପ ପରେ ପଦ ଛାଡିବେ ଡ୍ରାଭିଡ, ନୂତନ ଚୁକ୍ତି ନେଇ ହେଇନି କୌଣସି ଆଲୋଚନା

ମୁମ୍ବାଇ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ତେବେ ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ କୋଚ ରାହୁଲ ଡ୍ରାଭିଡଙ୍କୁ ଏବେ ସମସ୍ତ ଶ୍ରେୟ ଯାଉଛି । ପ୍ରଥମେ ତାଙ୍କ କୋଚିଂ ଶୈଳୀକୁ ନାପସନ୍ଦ କରାଯାଉଥିଲା ।…

ମିଲରଙ୍କ ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୩ ରନର ଲକ୍ଷ୍ୟ

କୋଲକାତା:ଇର୍ଡେନ୍ ଗାର୍ଡେନ୍‌ରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି । ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ୧୧୬ଟି ବଲ୍ ସାମ୍ନା କରି ୮ଟି…

ତେଲେଙ୍ଗାନାରେ କଂଗ୍ରେସ ଜିତିଲା ସେମିଫାଇନାଲ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଚୂଡାନ୍ତ ତାଲିକା ପଦାକୁ ଆସିଛି। ରାଜ୍ୟର କେଉଁ ସିଟରେ କିଭଳି ଲଢେଇ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରାର୍ଥୀପତ୍ର ଦାଖଲ ପରେ ବିଦ୍ରୋହୀଙ୍କ ପାଇଁ ଚିନ୍ତାରେ ଥିବା…

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ !

ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ…

UPIକୁ ନେଇ ବଡ଼ ଅପଡ଼େଟ, ନୂଆ ବର୍ଷରୁ ଏହି ଲୋକମାନେ କରିପାରିବେନି ବ୍ୟବହାର

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ୟୁପିଆଇ (UPI) ସମ୍ବନ୍ଧରେ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛି। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ଫୋନ୍ ପେ’ ଓ ଗୁଗଲ ପେ’ ପରି ଥାର୍ଡ ପାର୍ଟି ଆପ୍ସ ଓ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁଥିରେ ୟୁପିଆଇ ଆଇଡିରେ…

କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ ।  ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି  କିମ୍ସର ଡାକ୍ତରୀ ଟିମ ।  ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର।  କିମ୍ସ  ସୁପର ସ୍ପେଶାଲିଟି ହସ୍ପିଟାଲର…

ଛଟ୍ ପୂଜା ପୂର୍ବରୁ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଛଟ୍ ପୂଜା ପୂର୍ବରୁ କମିଲା ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ କରିଛନ୍ତି। ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି…

ଜରୁରୀ ମୋବାଇଲ ଆପ୍, ସ୍କାନ କରି କହିଦବ ଖାଦ୍ୟରେ ଅଛି କି ନାହିଁ କୀଟାଣୁ

ନୂଆଦିଲ୍ଲୀ: କେବଳ ସ୍ମାର୍ଟଫୋନ୍ ନୁହେଁ ମୋବାଇଲ୍ ଆପ୍ ମଧ୍ୟ ବର୍ତ୍ତମାନ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ ହୋଇପାରିଛି। ଅପଗ୍ରେଡ୍ ବୈଶିଷ୍ଟ୍ୟ ସହିତ ଆସୁଥିବା ଆପଗୁଡ଼ିକ ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବାରେ ସାହାଯ୍ୟ କରୁଛି। ଆପଣ ଜାଣନ୍ତି କି ବଜାରରେ ଏପରି ଏକ ମୋବାଇଲ୍ ଆପ୍ ଅଛି ଯାହା…