Latest Odisha News

BREAKING NEWS

Browsing Category

ଫିଚର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ରହିଛି ୧୧ଟି ଘର ଓ ୧୬ଟି ଫ୍ଲାଟ !

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏନ୍‌କାଉଂଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ତାଲିକା । ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ ଓ ଥାଇଲ୍ୟାଣ୍ଡରେ ଏକାଧିକ ଘର କିଣିଛନ୍ତି। ତା’…

ଢ଼େଙ୍କାନାଳକୁ ୮ ଜିଲ୍ଳାର ଲୋକଙ୍କ ପ୍ରବେଶ ମନା

ଢ଼େଙ୍କାନାଳ: କରୋନା ପାଇଁ ଚାରିଆଡେ ବଢ଼ୁଛି କଟକଣା । ଢ଼େଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୮ ଜିଲ୍ଲାର ଲୋକଙ୍କ ପ୍ରବେଶ ବ୍ୟାନ୍ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ, ଅନୁଗୁଳ ଆଦି ଜିଲ୍ଲାର ଲୋକଙ୍କୁ ଢ଼େଙ୍କାନାଳ ଆସିବାକୁ…

ମହାନଦୀ ଜଳ ବିବାଦ ମାମଲା, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂରେ ଶୁଣାଣି କରିଛନ୍ତି । ମହାନଦୀ ସହିତ ଜଡିତ ମୁଖ୍ୟ…

ରହୁନି ତାଳମେଳ, ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି…

ଦାବି ମୁତାବକ ଜଳ ମଳିବା ଜରୁରୀ: ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଛତିଶଗଡରୁ ବାହାରିଛି ସତ ହେଲେ ଏହାର ଅଧିକାଂଶ ଭାଗ ଓଡିଶାରେ ପ୍ରବାହିତ ହେଉଛି । ତେଣୁ ନ୍ୟାର୍ଯ୍ୟ ଦାବି ମୁତାବକ ଓଡିଶାକୁ ମହାନଦୀ ପାଣି ମଳିବା ଆବଶ୍ୟକ ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମୌସୁମୀ ସମୟରେ ପାଣି ପାଇଁ କୌଣସି ଅସୁବିଧା ହେଉନାହିଁ,…

କୋଭିଡ ରୋଗୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ନୀଳଗିରି ଏବଂ ସାଲେପୁର ବିଧାୟକଙ୍କ ସହ ଶନିବାର ଦିନ ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଏଥିସହିତ ସେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ…

ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ମନା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ପ୍ରବେଶ ମନା । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି କଟକଣା ଜାରି କରିଚନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଗଂଜାମ, କଟକ, ଭଦ୍ରକ, ଖୋର୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା,…

ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ର ହେଉଛି କରୋନା ସ୍ଥିତି । ପ୍ରତିଦନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ବିଏମସି…

ଯାଜପୁର ଓ ଗଞ୍ଜାମବାସୀଙ୍କୁ ଅନୁଗୁଳ ମନା

ଅନୁଗୁଳ: ଗଞ୍ଜାମ ଓ ଯାଜପୁର ଫେରନ୍ତାଙ୍କୁ ଅନୁଗୁଳ ଜିଲ୍ଲା ଆସିବା ଉପରେ ରୋକ ଲଗାଇଲେ ସ୍ଥାନୀୟ ଜିଲ୍ଲାପାଳ। ଏହି ଦୁଇ ଜିଲ୍ଲାରୁ ଆସୁଥିବା ଲୋକ ଅନୁଗୁଳରେ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି। ସେ ଏକ ନିର୍ଦେଶନାମା ଜାରି କରିବା ସହ ଅତି ଜରୁରୀ…

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୬୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କେନ୍ଦ୍ରାପଡାରୁ…