Latest Odisha News

BREAKING NEWS

Browsing Category

ଫିଚର

ଓଡିଶାର ୧୯ ଜିଲ୍ଲାରୁ ନୂଆ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୭୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଦେଶରେ ୮ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮,୨୦,୯୧୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ମୁମ୍ବାଇର ଧାରାଭୀ ବସ୍ତି କରୋନା ମୁକାବିଲାରେ ବିଶ୍ୱ ପାଇଁ ମଡେଲ

ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ…

ସମ୍ବଲପୁରରେ ଲାଗୁ ହେଲା ଦୁଇ ଦିନିଆ ସାପ୍ତାହିକ ସଟ୍ ଡାଉନ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍‌ପି ଟ୍ୱିଟ୍ କରି ସୂଚନା…

ଡାଇମଣ୍ଡ ମାସ୍କ, ଦାମ ଦେଢ଼ ଲକ୍ଷରୁ ଚାରି ଲକ୍ଷ

ଗୁଜରାଟ: କରୋନା ଯୋଗୁ ମାସ୍କର ଚାହିଦା ବଢ଼ିଛି । ଘରୁ ବାହାରିଲେ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଡାଇମଣ୍ଡ ମାସ୍କ କଥା କେବେ ଶୁଣି ନଥିବେ କି ଦେଖି ନଥିବେ । କିନ୍ତୁ ଏଭଳି ମାସ୍କ ତିଆରି କରି ବିକ୍ରି କରୁଛନ୍ତି ଗୁଜରାଟ ସୁରତରେ ଜଣେ ହୀରା ବ୍ୟବସାୟୀ ।…

ସ୍ମାର୍ଟଫୋନରୁ ଟିକଟକ୍ ଡିଲିଟ କରିବାକୁ କର୍ମଚାରୀଙ୍କୁ କହିଲା ଆମାଜନ୍

ଟିକଟକ ପାଇଁ ପୁଣି ଏକ ଅଶୁଭ ଖବର । ଭାରତ ବ୍ୟାନ କରିବା ପରେ ଟିକଟକ ପାଇଁ ଲଗାତାର ଖରାପ ଖବର ହିଁ ସାମାନକୁ ଆସୁଛି । ଏହି ଚାଇନିଜ ଭିଡିଓ ସେୟାର ଆପକୁ ନିଜ ସ୍ମାର୍ଟଫୋନରୁ ହଟାଇବା ପାଇଁ କର୍ମଚାରୀଙ୍କୁ କହିଛି ଆମାଜନ୍ । ସୁରକ୍ଷା କାରଣରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ଯେଉଁ ସବୁ…

ସମ୍ବଲପୁରରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର : ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ ଅପହରଣକାରୀମାନେ ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ ଙ୍କୁ ଅପହରଣ କରି ନେଇଛନ୍ତି । ଆଜି ବ୍ୟବସାୟୀ ନରେଶ କାରରେ ତାଙ୍କର ଡ୍ରାଇଭର ସହ ଯାଉଥିବା ବେଳେ ଶାସନ…

ବର୍ଷ ୨୦୧୫ ଓ ୨୦୧୬ ପାଇଁ ୨୨ ଜଣ ସାହିତ୍ୟିକ ପାଇବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର :୨୦୧୫ ଓ ୨୦୧୬ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୨ ଜଣ ସାହିତ୍ୟିକଙ୍କୁ ମିଳିବ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଏ ନେଇ ଆଜି ଏକାଡେମୀ ପକ୍ଷରୁ ନାମ ଘୋଷଣା କରାଯାଇଛି । ଉଭୟ ବର୍ଷ ପାଇଁ ୯ଟି ବର୍ଗରେ ୧୧ଜଣ ଲେଖାଏଁ ମୋଟ ୨୨ ଜଣଙ୍କୁ ପୁରସ୍କାର…

ପୂର୍ବତନ ର’ ଅଧିକାରୀଙ୍କ ଚାଂଚଲ୍ୟକର ବୟାନ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ ଗ୍ୟାଙ୍ଗର ହାତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ଶୁକ୍ରବାର ପୂର୍ବତନ ର’ ଅଧିକାରୀ ଏନକେ ସୁଦ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରିଛନ୍ତି ।  ‘ର’ ଅଧିକାରୀଙ୍କ ଏହି…

ଦୁଇ ଦିନ ପାଇଁ ବନ୍ଦ ରହିବ ପୋଲିସ ଲୋକସେବା ଭବନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଭୁବନେଶ୍ୱରର ପୋଲିସ ଲୋକସେବା ଭବନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୧ ଓ ୧୨ ତାରିଖ ଏହା ବନ୍ଦ ରହିବ । ୧୧ ତାରିଖ ଶନିବାର ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ଏହି କଟକଣା ବଳବତ୍ତର…