Latest Odisha News

BREAKING NEWS

Browsing Category

ଫିଚର

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ଖବର ମିଥ୍ୟା

ନୂଆଦିଲ୍ଲୀ: ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ମିଳିଛି । ପ୍ରକାଶ ପାଇଥିବା ତାରିଖ ତଥ୍ୟଟି ଠିକ ନୁହେଁ ବୋଲି ସୂଚନା ଦେଇଛି ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୧୧ ଓ ୧୩ରେ…

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମହିଳା ଥାନାରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଇପିସି ୩୫୪(ଡି) ଏବଂ ୬୭ ଆଇଟି ଆକ୍ଟ…

ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଯାଜପୁର: ଦିନ ଦିପହରେ ହତ୍ୟାକାଣ୍ଡ । ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଅନ୍ୟ ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଶିକ୍ଷୟିତ୍ରୀ ଜଣକ ବାଇକ୍‌ରେ…

ସିବିଏସ୍‌ଇ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ସିବିଏସ୍‌ଇ ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହୋଇଛି ।  ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଆଗାମୀ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ । ଏଥିସହ ଦ୍ୱାଦଶ ଶ୍ରେଣୀର ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବା ନେଇ…

ଭାରତରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମେ ଗୋଷ୍ଠୀ ସଂକ୍ରମଣ ଷ୍ଟେଜକୁ ଯାଇନେ । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଭାରତରେ କେହି ମଧ୍ୟ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇ ନାର୍ହି…

ହାଇକୋର୍ଟ ସାମ୍ନାରେ ପରିବା ବିକିଲେ ଆଇନଜୀବୀ

କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ । ପରିବା ବିକିଲେ ଆଇନଜୀବୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହାଇକୋର୍ଟ ସାମ୍ନାରେ । ମହାମାରୀ କରୋନା ଯୋର୍ଗୁ ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଭୁସୁଡି ଯାଇଛି । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା ଅପଣାଇଛନ୍ତି ଆଇନଜୀବୀ ।…

କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ: ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଟିକା ଆସିପାରେ । କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ । ଏନେଇ ଆଜି ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମୋଦୀ କହିଛନ୍ତି, ଆମ ବୈଜ୍ଞାନିକ…

ଆଇଏଏସ୍ ଭିନିଲ୍ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ ମିଳିଛି । ସିଏମ୍‌ଓ କୋଭିଡ ପାରିଚାଳନାର ଓଏସ୍‌ଡି ହୋଇଛନ୍ତି ଭିନିଲ୍ । ଏଥିସହ ପୂର୍ବଭଳି ଓଏମସି ଏମଡ଼ି ଓ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର‌୍ୟ୍ୟ କରିବେ। ସେହିପରି…

ସବୁ ମେଡିକାଲରେ ଇନଫ୍ରାରେଡ୍ ଥର୍ମୋମିଟର ବ୍ୟବସ୍ଥା ହେଉ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପ୍ରସଙ୍ଗରେ ଆଜି ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ବସିଛି । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ହସପିଟାଲ ଓ ସହରାଂଚଳ ହସପିଟାଲରେ ଇନଫ୍ରାରେଡ୍ ଥର୍ମୋମିଟର ଲଗାଯାଉ । ଫଳରେ କାହାର କେତେ ଜ୍ୱର ଅଛି…

ଅଗଷ୍ଟରେ ସ୍ଥିତି ଦେଖି ପାଠ୍ୟକ୍ରମ କମ୍ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛି । ଆମ ରାଜ୍ୟରେ ମଧ୍ୟ ପାଠ୍ୟକ୍ରମ କେତେ ପ୍ରତିଶତ କମିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।…