Latest Odisha News

BREAKING NEWS

Browsing Category

ଫିଚର

ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ମାସ ପରେ ସିଇଓ ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଜୋହରି ଗତବର୍ଷ ଡିସେମ୍ବର ୨୭ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେତେବେଳେ ତାହା ଗ୍ରହଣୀୟ ହୋଇ ନଥିଲା । ବିସିସିଆଇର ଅନ୍ତରୀଣ ସିଇଓ ଭାବରେ କାର୍ଯ୍ୟ…

ଆସନ୍ତୁ ଖାଇବେ ମାସ୍କ ପରାଠା

ମାଡ୍ରାସ:କରୋନା ମହାମାରୀରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ବସ୍ତୁ ହେଉଛି ମାସ୍କ । ତାମିଲନାଡୁର ମଦୁରାଇ ଅଂଚଳର ଏକ ହୋଟେଲ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଶୈଳୀ ଆପଣାଇଛି । ଏହି ହୋଟେଲରେ ମାସ୍କ ଶୈଳୀରେ ଲୋଭନୀୟ ପରାଠା ପ୍ରସ୍ତୁତ କରାଯାଉଛି । ଯାହାକି ବେଶ୍ ଗ୍ରହଣୀୟ ହେଉଛି ।…

ବେଲଜିୟମରେ ଲୋକପ୍ରିୟ ହେଉଛି ଟ୍ରି ଟେଂଟ, ସାମାଜିକ ଦୂରତା ଆଉ ମଉଜ ଏକାଠି

ଆଟେଂୱର୍ପ: କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାର ମୁକାବିଲା କରିବା ସହ କିପରି ଭଲରେ ସମୟ ଅତିବାହିତ କରିହେବ ସେ ନେଇ ବିଭିନ୍ନ କୌଶଳର ପ୍ରୟୋଗ ଆରମ୍ଭ ହୋଇଛି । ବେଲଜିୟମର ଆଟେଂୱର୍ପରେ ଟ୍ରି ଟେଂଟ (ଗଛ ଉପରେ ଝୁଲନ୍ତା ତମ୍ବୁ) ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି ।…

ଏସିଆ କପ୍ କ୍ରିକେଟ ୨୦୨୧କୁ ଘୁଂଚିଲା, ଶ୍ରୀଲଙ୍କା ଆୟୋଜକ ହେବ

ମୁମ୍ବାଇ: ଦିନକ ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏସିଆ କପ ବାତିଲ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଗୁରୁବାର ଏସିଆନ୍ କ୍ରିକେଟ କାଉନସିଲ ବୈଠକରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ୨୦୨୧ରେ ଶ୍ରୀଲଙ୍କା ଏହା ଆୟୋଜିତ ହେବ । ପୂର୍ବରୁ…

୨ ଦିନ ସମ୍ବଲପୁର ସଟଡାଉନ୍‌

ସମ୍ବଲପୁର: ଦୁଇ ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । କରୋନା ସଂକ୍ରମଣ ଯୋଗୁଁ ସମ୍ବଲପୁର ଜିଲ୍ଲାକୁ ୨ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ପୁରା ସଟ୍‌ଡାଉନ୍ ହେବ । ଏହି ସମୟରେ ଜରୁରୀକାଳିନ ସେବା ଅବ୍ୟାହାତ ରହିବ। ଏନେଇ ଜିଲ୍ଲା…

ଚକ୍ ଦେ ଇଣ୍ଡିଆର ୧୩ ବର୍ଷ ପରେ ଶିମତ ଅମିନଙ୍କ ଫିଲ୍ମରେ ଅଭିନୟ କରିବେ ଶାହାରୁଖ !

ମୁମ୍ବାଇ: ଆନନ୍ଦ ଏଲ ରାୟଙ୍କ ଜିରୋ ଫିଲ୍ମ ପରେ ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ତାଙ୍କର ପରବର୍ତୀ ଫିଲ୍ମ କଣ ହେବ ସେ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ଚକ୍ ଦେ ଇଣ୍ଡିଆ ଫିଲ୍ମର ୧୩ ବର୍ଷ ପରେ ଶାହାରୁଖ ଓ ନିର୍ଦ୍ଦେଶକ ଶିମତ ଅମନୀ ଏକତ୍ର ଫିଲ୍ମ କରିବା ପାଇଁ…

ବାହାଘର ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ

କେନ୍ଦୁଝର : ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ । ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏହି ଅଘଟଣ । ଚତୁର୍ଥୀ ପୂର୍ବରୁ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ । ଆଜି ପୁଅ ସୁନୀଲର ବିବାହର ଚତୁର୍ଥୀ ଥିଲା । ତେବେ ବାହାଘର ବେଳେ ବାପା କୁଶ ନାଏକ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଖୁସି ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ଆଜି …

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ଟାଇଟଲ ଟ୍ରାକ୍‌ର ଟିଜର

ମୁମ୍ବାଇ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ରିଲିଜ ହୋଇଛି ଟାଇଟଲ ଟ୍ରାକ୍‌ର ଟିଜର । ଏହା ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର…

ଆତ୍ମନିର୍ଭର ଭାରତ ଯୋଜନାର ହିସାବ ଦେଲା ବିଜେପି

ଭୁବନେଶ୍ୱର: ଆତ୍ମନିର୍ଭର ଭାରତରେ ଓଡିଶାର ଭାଗକୁ ନେଇ ହିସାବ ଦେଲା ବିଜେପି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ହିସାଵ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ ଓଡିଶାର ଗୋଟିଏ ପରିବାର ମାସକୁ ପାଇବେ ୧୧୦୬୭ ଟଙ୍କା । ଏଥିରେ…