Latest Odisha News

BREAKING NEWS

Browsing Category

ଫିଚର

ମେସି କ୍ୟାରିୟରର ଶେଷ ପର୍ଯ୍ୟନ୍ତ ବାର୍ସିଲୋନା ପକ୍ଷରୁ ଖେଳିବେ

ବାର୍ସିଲୋନା:ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ବାର୍ସିଲୋନା ଛାଡିବା ଖବର ଗୁଜବ ବୋଲି କ୍ଲବ ସଭାପତି ଯୋଶେଫ ମାରିଆ ବାର୍ତେମିଓ କହିଛନ୍ତି । କ୍ୟାରିୟରର ଶେଷ ପର୍ଯ୍ୟନ୍ତ ମେସି ବାର୍ସିଲୋନା ପକ୍ଷରୁ ଖେଳିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ରବିବାର ଲା ଲିଗ ଏକ ମୁକାବିଲାରେ…

ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା

ଭବନେଶ୍ୱର: ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା । ଏନ୍‌ଏଚ୍‌-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା…

୩୦% କମିଲା ସିବିଏସ୍‌ଇ ସିଲାବସ୍

ନୂଆଦିଲ୍ଲୀ: କମିଲା ସିବିଏସ୍‌ଇ ସିଲାବସ୍ । ସିବିଏସ୍‌ଇ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ହ୍ରାସ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇ ଦିଆଯିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା…

୧୦ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ବାହୁଡିବା ପାଇଁ କହିଲେ ଟ୍ରମ୍ପ ସରକାର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସ ସଂକ୍ରମଣକୁ ନେଇ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି । ଏବେ ଅନ ଲାଇନରେ ପାଠ ପଢ଼ାଯାଉଥିବାରୁ ଏଠାରେ ନ ରହି ନିଜ ନିଜ ଘରକୁ…

ଅତ୍ୟାବଶ୍ୟକ ସାମଗ୍ରୀ ଲିଷ୍ଟରୁ ହଟିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ଲିଷ୍ଟରୁ ବାଦ୍ ପଡିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର । ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ଭାରତ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ ଏସେନସିଆଲ୍ କମୋଡିଟିସ୍ ଆକ୍ଟରେ…

ପୁଣି ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏଥିସହ ସୁସ୍ଥ ହାର ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ପୁଣି ରାଜ୍ୟରେ ୨୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ଆରୋଗ୍ୟ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଛି । 5 from Angul & Cuttack 4 each…

୯ରୁ ୧୩ ଗଞ୍ଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍‌

ବ୍ରହ୍ମପୁର: ରାଜ୍ୟରେ ଜାରି ରହିଛି କରୋନାର ଆତଙ୍କ । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏଁ ଗଂଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍ ରହିବ । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି…

ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ସାର: ୟୁଜିସି

ନୂଆଦିଲ୍ଲୀ: ସେପ୍ଟେମ୍ବର ଶେଷ ସୁଦ୍ଧା ଯୁକ୍ତ ୩ ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାର । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟର କୂଳପତିମାନଙ୍କୁ ପତ୍ର ଲେଖିଛି ୟୁଜିସି । ଏପ୍ରିଲ ଗାଇଡ଼ଲାଇନ ଅନୁସାରେ ପୂର୍ବ ନିଷ୍ପତ୍ତି ନିଆଯାଇଥିଲା। ଯାହା ପରିବର୍ଦ୍ଧିତ କମିଟି,…

ସୁଶାନ୍ତଙ୍କ ଦିଲ ବେଚାରା ୟୁଟ୍ୟୁବରେ ଚହଳ ପକାଉଛି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ପରଲୋକରେ ଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ମନେ ରଖିଛନ୍ତି । ଦିଲ ବେଚାରା ଟ୍ରେଲରରୁ ଏହା ସ୍ପଷ୍ଟ ପ୍ରମାଣିତ । ମାତ୍ର ୨୪ ଘଂଟା ମଧ୍ୟରେ ଏହା ୟୁଟ୍ୟୁବରେ ରେକର୍ଡ ସଂଖ୍ୟକ ଦର୍ଶକ ଜୁଟାଇଛି କହିଲେ ଭୁଲ ହେବନି । ସୋମବାର ଅପରାହ୍ନ…

ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ି ଚାଲିଛି କରୋନା । ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ଏହାକୁ ନଜରରେ ରଖି ପୂର୍ବତଟ ରେଲୱେ ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ କରିଛି । ରାଜ୍ୟ ରାଜ୍ୟ ଭିତରେ ଚାଲୁଥିବା ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌-ସମ୍ବଲପୁର…