Latest Odisha News

BREAKING NEWS

Browsing Category

ଫିଚର

ଏନକାଉଣ୍ଟରରେ ଟଳିଲା କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟରେ କେସରେ ପୋଲିସକୁ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କରିଛି ପୋଲିସ । ତା ନାଁ ଅମର ଦୁବେ । ଆଜି ସକାଳୁ ହମିରପୁରରେ ତାକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶର ଏସଟିଏଫ୍ । ଅମର ଖସି ଯିବାକୁ ଚେଷ୍ଟ କରୁଥିଲା ।…

ଜନସାଧାରଣଙ୍କୁ ମନା ପୁରୀ ସରକାରୀ କାର୍ଯ୍ୟାଳୟ

ପୁରୀ: କରୋନା ମୁକାବିଲା ଯୋଗୁଁ ଆଗାମୀ ୧୫ ଦିନ ଯାଏଁ ପୁରୀର ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଥାନା ଏବଂ ଡାକ୍ତରଖାନା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…

ବ୍ରାଜିଲ ରାଷ୍ଟ୍ରପତି କରୋନା ପଜିଟିଭ୍

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଏହି ସୂଚନା ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଚତୁର୍ଥ ଥର ନୁମନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ବାହାରିଛି । ବୋଲସୋନାରୋ କହିଛନ୍ତି, ସେ ଏବେ ଠିକ୍ ଅଛନ୍ତି । ତାଙ୍କଠାରେ କେବଳ ସାମାନ୍ୟ…

ସରୋଜ ଖାନଙ୍କ ଉପରେ ବାୟୋପିକ କରିବେ ରେମୋ

ଅଫେରା ରାଇଜର ବାଟୋଇ ହୋଇ ଚାଲିଗଲେ ବଲିଉଡ କୋରିଓଗ୍ରାଫର ସରୋଜ ଖାନ । ତାଙ୍କୁ ଝୁରୁଛି ବଲିଉଡ । ସମସ୍ତେ ଶୋକରେ ଥିବା ବେଳେ କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜା ସରୋଜ ଖାନଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଚାହୁଛନ୍ତି । ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ବୋଲି ରେମୋ…

୧୨ ତାରିଖ ଯାଏ ସଟଡାଉନରେ ରହିବ କଟକ, ବଢ଼ିଲା ଅବଧି

କଟକ: ମହାନଗର ନିଗମ ଅଞ୍ଚଳରେ ଆଉ ଦୁଇ ଦିନ ବଢ଼ିଲା ସଟଡାଉନ । ଆସନ୍ତା ୧୦ ମଧ୍ୟରାତ୍ରି ଯାଏ ସମୟସୀମା ବଢ଼ାଇଛି ପ୍ରଶାସନ । କରୋନା ସ୍ଥିତି ବିଗିଡ଼ିବା ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି । ଟ୍ୱିଟ୍ କରି ସିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୦ ତାରିଖ ଶୁକ୍ରବାର । ତାପରେ ଶନିବାର…

କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ଆରଟିଓ-୧ ଅଫିସ ବନ୍ଦ

ଭୁବନେଶ୍ୱର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)-୧ରୁ କରୋନା ସଂକ୍ରମିତ ଚିହ୍ନଟ । ଏହାପରେ ଆଚାର୍ଯ୍ୟ ବିହାର ନିକଟସ୍ଥ ଆରଟିଓ ଅଫିସକୁ ବନ୍ଦ କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । ଟ୍ୱିଟ କରି ଏହି ସୂଚନା ଦେଇଛି ବିଏମସି । ଏହାସହ ଅଫିସ ପରିସରରେ ବନ୍ଦ ନେଇ ନୋଟିସ୍ ଲାଗିଛି ।…

କୋଭିଡ ପାଇଁ ଖର୍ଚ୍ଚ କାଟ୍, ୨ ବର୍ଷ ଯାଏଁ ନୂଆ ଚାକିରି ନାହିଁ

ଭୁବନେଶ୍ୱର: କରୋନା ପାଇଁ ଆର୍ଥିକ ସଂକଟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ବଡ ଘୋଷଣା କରିଛନ୍ତି । ଆସନ୍ତା ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ । ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କେବଳ ସ୍ୱାସ୍ଥ୍ୟ ଓ ପରିବାର…

କାଲିଠୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁରୀ: କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ । ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। ପୁରୀ…

ବିଶ୍ୱର ଅଧିକ ବର୍ଷ ଯାଏ ବଂଚି ରହିଥିବା ଯମଜ ଯୋଡା ଭାଇଙ୍କର ପରଲୋକ

ଡେଟନ: ଆମେରିକାରେ ଉହିଓରେ ରହୁଥିବା ରୋନୀ ଓ ଡୋନୀ ଗେଲନ ଯୋଡାଭାଇଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସେମାନଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ସବୁଠାରୁ ଅଧିକ ବୟସ ବଂଚିବାରେ ଏହି ଯମଜ ଯୋଡା ଭାଇ ରେକର୍ଡ କରିଥିଲେ । ଗୋଟିଏ ପେଟରେ ଦୁଇ ଭାଇଙ୍କ ଶରୀର ଯୋଡି ହୋଇ ରହିଥିଲା । ୨୮…

ଖୁସି ଖବର: ଚଳିତ ମାସରୁ ଉପଲବ୍ଧ ହେବ କରୋନା ଔଷଧ

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ ଉପଲବ୍ଧ ହେବ କରୋନା ଔଷଧ । ଏନେଇ ଔଷଧ ତିଆରି କମ୍ପାନି ମାଇଲନ୍ ଏନ୍‌ଭି ଘୋଷଣା କରିଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ମାଇଲନ୍ ଏନ୍‌ଭି ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାରକୁ ଛାଡ଼ିବ । ଏ ନେଇ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।…