Latest Odisha News

BREAKING NEWS

Browsing Category

ଫିଚର

ମରାଠା ସଂରକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଉଦ୍ଧବ ଠାକରେଙ୍କୁ ଡାକିଲେନି

ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା ମରାଠା ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳନ । ଦାବି ପୂରଣ ପାଇଁ ଲୋକେ ହିଂସାମାର୍ଗକୁ ଓହ୍ଳାଇ ପଡିଛନ୍ତି । ତେବେ ହିଂସା ଅନ୍ୟପ୍ରତି ନୁହେଁ, ନିଜ ପ୍ରତି ହିଂସା ଆଚରଣ କରୁଛନ୍ତି ଲୋକେ । ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆନ୍ଦୋଳନ କରେ…

ପିଆଜ ଦରରେ ଲାଗୁନି ବ୍ରେକ୍, ୮୦ ଟପିଲା ଖୁଚୁରା ବଜାର ଦର

ଭୁବନେଶ୍ଵର: କୁହନ୍ତି ପିଆଜ କାଟିଲେ  ଆଖିରେ ଲୁହ ଆସିଯାଏ । କିନ୍ତୁ ବର୍ତ୍ତମାନ ପିଆଜ ନ କାଟୁଣୁ ମଧ୍ୟ ଆଖିରେ ଲୁହ ଆସିଯାଉଛି । କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ…

ଡବଲ ମର୍ଡର ଘଟଣା: ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ। ଗତକାଲି…

ମୋବାଇଲ ହ୍ୟାକ ଉଦ୍ୟମ: ସାମ୍ନାକୁ ଆସିଲା ଆମେରିକା ବ୍ୟବସାୟୀ ଜର୍ଜ ସୋରେଶଙ୍କ ସଂପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ମୋବାଇଲ ହ୍ୟାକ ଉଦ୍ୟମକୁ ଦେଖା ଦେଇଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି । ବିରୋଧୀଙ୍କ ମୋବାଇଲ ବିଜେପି ହ୍ୟାକ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ଦଳର ନେତା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ବିଜେପି ଏପରି ଅଭିଯୋଗକୁ ଖଣ୍ଡନ କରିଛି ।  ଆପଲ କମ୍ପାନୀ ମଧ୍ୟ ଏପରି…

୨୦୨୪ ସୁଦ୍ଧା ଭାରତରେ ଡାକ୍ତରଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ନମ୍ବର!

ନୂଆଦିଲ୍ଲୀ: ଦେଶର ସମସ୍ତ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରିବା ପାଇଁ ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଆସନ୍ତା ଦୁଇ ମାସ ମଧ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବ। ଏହି ପ୍ରକ୍ରିୟାକୁ ଛଅ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତରେ ପ୍ରାକ୍ଟିସ…

ବିଜେଡି-ବିଜେପି ମିଶି ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ: କଂଗ୍ରେସ ନେତା

ବଲାଙ୍ଗୀର: ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ଆଖି ଆଗରେ ରଖି ଜଣେ କଂଗ୍ରେସ ନେତା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଉଭୟ ଦଳ ହାତ ମିଳାଇଛନ୍ତି, ସେମାନଙ୍କ ଲକ୍ଷ୍ୟ କିଭଳି ଭି,କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଦୁଇ ଦଳ…

ମନ୍ତ୍ରୀଙ୍କ କଥା ନକଲ କରି ହସ୍ପିଟାଲ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ସାଇବର ଠକ ଗିରଫ

ଭୁବନେଶ୍ୱର: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ ବୋଲି ପରିଚୟ ଦେଇ ଜଣେ ସାଇବର ଠକ କଟକର ଜଣେ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କଠାରୁ ୪୬ ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ କିଶୋରନଗରର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା। ସୌମ୍ୟରଞ୍ଜନ ପ୍ରଧାନ…

ନୋଟ୍ ବଦଳ ପଛରେ କିଏ? ଆରବିଆଇ ଆଗରେ ଛିଡା ହୋଇଥିବା ଲୋକଙ୍କୁ ଇଓଡବ୍ଲ୍ୟୁର ପଚରାଉଚରା

ଭୁବନେଶ୍ବର: ଅକ୍ଟୋବର ୭ ତାରିଖରେ ବ୍ୟାଙ୍କ ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଓ ବଦଳାଇବାର ସମୟ ସୀମା ଶେଷ ହୋଇସାରିଥିବା ବେଳେ ସୋମବାରଠୁ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ନୋଟ୍ ବଦଳାଇବା ପାଇଁ ଭଲ ଭିଡ଼ ଜମୁଛି। କିନ୍ତୁ ଯେଉଁମାନେ ନୋଟ୍…

ମନୋଜଙ୍କ ସମର୍ଥନରେ ପଦ୍ମଶ୍ରୀ ହଳଧର ନାଗ: ଓଡ଼ିଆ ସିନେ ଆର୍ଟିଷ୍ଟଙ୍କୁ କଲେ ବିରୋଧ

ଭୁବନେଶ୍ବର : ଦୀର୍ଘଦିନ ଧରି କଳାକାରଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି  । ଏହାକୁ ରାଜନୀତିକରଣ ମଧ୍ୟ କରାଯାଉଛି  । ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମେନାଜ ମିଶ୍ରଙ୍କୁ ସମର୍ଥନ କରିଥିବାବେଳେ ଆଜି କଳାକାରଙ୍କ କଳିରେ ପଶିଛନ୍ତି ପଦ୍ବଶ୍ରୀ ହଳଧର ନାଗ  । ସେ…

ଶଙ୍ଖ ମଲମଲ ପଥରରେ ତିଆରି ହେବ ରାମଲଲାଙ୍କ ସିଂହାସନ; ଲାଗିବ ସୁନାର ପ୍ଲେଟ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି । ରାମଲଲା ଯେଉଁଠି ବିରାଜମାନ କରିବେ ତାହାର ନିର୍ମାଣ ଚାଲିଛି । ଏକ ସୁଦୃଶ୍ୟ ସିଂହାସନରେ…