Latest Odisha News

BREAKING NEWS

Browsing Category

ଫିଚର

କ୍ୟାମ୍ପେନ୍‌ ବେଳେ ବସ୍‌ରୁ ଖସି ପଡ଼ିଲେ ମନ୍ତ୍ରୀ, BRSର ପ୍ରଚାର ପାଇଁ ବସ୍‌ ଉପରେ ଚଢି କରୁଥିଲେ ରୋଡ୍ ଶୋ’

ହାଇଦ୍ରାବାଦ: ପାଖେଇ ଆସିଲାଣି ତେଲେଙ୍ଗାନା ନିର୍ବାଚନ। ଏଥିଲାଗି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ଏହି ପ୍ରଚାର ଭିତରେ ଏକ ଖବର ସାମ୍ନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁସାରେ ତେଲେଙ୍ଗାନାରେ ବିଆରଏସର ନିର୍ବାଚନ ପ୍ରଚାର ପାଇଁ ବସ୍‌ ଉପରେ ଥିଲେ…

ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ତିନି ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗୁରୁବାର ତିନି ଜଣ ନୂଆ ବିଚାରପତିଙ୍କୁ ମିଳିଛି ନିଯୁକ୍ତି । ନୂଆ ଜଜଙ୍କୁ ମଶାଇ ଏବେ ସୁପ୍ରିମ କୋର୍ଟରେ ଜଜଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସୋସିଆଲ ମିଡିଆ ଏବଂ ଏକ୍ସରେ ଜଜଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା…

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କେନ୍ଦ୍ରାପଡା: ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ। କେନ୍ଦ୍ରାପଡାରେ ଆଜି ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଟାଉନ ଥାନା ଅଧୀନରେ ଥିବା ସଡିପୁରରେ ଚଢାଉ କରି…

ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟରେ ଏନଆଇଏର ଚଢ଼ଉ, ୪୪ ଗିରଫ

ନୂଆଦିଲ୍ଲୀ: ମାନବ ଚାଲାଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ ) ୧୦ଟି ରାଜ୍ୟରେ ଚଢାଉ କରି ୪୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନଆଇଏ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାନବ ଚାଲାଣ ନେଟୱାର୍କକୁ ଭାଙ୍ଗିବା ପାଇଁ ଏନଆଇଏ ବିଏସଏଫ ଏବଂ ରାଜ୍ୟ ପୋଲିସର ମିଳିତ…

ହସ୍ପିଟାଲ ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢଉ: ୧୬ଟି ପ୍ଲଟ, ୩ଟି ବହୁତଳ କୋଠା ସହ ୫୦ ଲକ୍ଷ ଠାବ

ବଲାଙ୍ଗିର: ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ଼ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ଅଧ୍ୟକ୍ଷଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା ଏବଂ ୫୦ ଲକ୍ଷ ଟଙ୍କା ଠାବ କଲା ଭିଜିଲାନ୍ସ। ସୂଚନା ଅନୁସାରେ ଆୟ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ନେତାଙ୍କ ନାଁରେ ଥିବା ମାମଲାର ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।…

ଡିପଫେକର ଶୀକାର ହେଲେ ସାରା-ଶୁଭମନ

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶୀକାର ହୋଇଛନ୍ତି । ଯୁବ କ୍ରିକେଟର ଶୁଭମନ ଗିଲଙ୍କ ସହ ସାରାଙ୍କ ଫଟୋ ଯୋଡି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏବେ ଏହା ଭାଇରଲ ହୋଇଛି । ପ୍ରକୃତ ଫଟୋରେ ସାରା ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକର ସହ ଫଟୋ…

ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆରମ୍ଭ ହୋଇଛି ବିବାଦ। କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ…

ଆଗ୍ନେୟ ଉଦଗୀରଣ ଯୋଗୁ ପାଣି ଭିତରେ ସୃଷ୍ଟି ହେଲା ନୂଆ ଦ୍ୱୀପ

ଟୋକିଓ: ପ୍ରଶାନ୍ତ ମହାସାଗରେ ହଠାତ ଏକ ନୂତନ ଦ୍ୱୀପର ସୃଷ୍ଟି ହୋଇଛି । ପାଣି ମଧ୍ୟରେ ଆଗ୍ନେୟଗିରି ଉଦଗୀରଣ ଯୋଗୁ ଏହା ସମ୍ଭବ ହୋଇଛି । ଟୋକିଓଠାରୁ ୧୨୦୦ କିଲୋମିଟର ଦକ୍ଷିଣରେ ଥିବା ଇୱେଟୋ ଦ୍ୱୀପ ନିକଟରେ ଏହା ସୃଷ୍ଟି ହୋଇଛି । ପାଣି ସଂସ୍ପର୍ଶରେ ମେଗ୍ମା ଆସିବା ଯୋଗୁ ପ୍ରତି ମୂହର୍ତରେ…

ଆଇଡିଏଫର ଦାବୀ ହମାସର ୬୦ କମାଣ୍ଡର ମାରିଛୁ

ତେଲ ଅବୀବ: ହମାସର ୬୦ କମାଣ୍ଡରଙ୍କୁ ମାରି ସାରିଲୁଣି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବୀ କରିଛି । ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ ତୀବ୍ର କରାଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜାରେ ହମାସ ଚିଫ ୟାହ୍ନା ସିନୱାରଙ୍କୁ ବଙ୍କର ମଧ୍ୟରେ ଅନ୍ୟମାନଙ୍କଠାରୁ…