Latest Odisha News

BREAKING NEWS

Browsing Category

ଫିଚର

ଟ୍ରମ୍ପ କହିଲେ ଚାହିଁକି ଚୀନ୍ ଉପରେ ତାଙ୍କର ରାଗ ବଢୁଛି ?

ୱାଶିଂଟନ୍: ଆମେରିକାରେ କେବାକୁ କରୋନା । ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ଉପରେ ରାଗି ଖପ୍ପା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ଏମିତି ସଂକ୍ରମଣ ବଢ଼ିଲେ ହୁଏତ ଆଗକୁ ଦେଶରେ କରୋନା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପକ୍ଷେ ସମ୍ଭବ…

ସୁଦର୍ଶନଙ୍କ ବାଲୁକା କଳାରେ ଚକା ଆଖି, ତିନି ରଥ ଓ ଶ୍ରୀଜିଉ

ପୁରୀ : କରୋନା ସଂକ୍ରମଣ ପାଇଁ ଭକ୍ତକୁ ବଡ ଦାଣ୍ଡ ମନା । ଗୁଣ୍ଡିଚା ପରି ବାହୁଡାରେ ବି ରଥ ଉପରେ ସେଇ ଚକା ଆଖିକୁ ଦେଖିବାର ସୁଯୋଗ ନାହିଁ । ସେପଟେ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଚକା ଆଖି, ତିନି ରଥ ଓ ତିନି ଠାକୁରଙ୍କୁ ଦର୍ଶାଇଛନ୍ତି । ବାହୁଡା ଯାତ୍ରା ଅବସରରେ…

ବାହୁଡ଼ା ରୀତିନୀତି ପୂର୍ବରୁ ସେବାୟତଙ୍କ ହେଲା ଥର୍ମାଲ ସ୍କ୍ରିନିଂ

ପୁରୀ: ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ବାହୁଡ଼ା ଯାତ୍ରା ହେଉଛି । କେବଳ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଜି ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ସେବାୟତମାନଙ୍କର ଯାଞ୍ଚ କରାଯାଇଥିଲା ।…

୨୪ ଘଣ୍ଟାରେ ୧୮,୬୫୩ ଆକ୍ରାନ୍ତ; ଦେଶରେ ସାଢେ ୫ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସିଙ୍କୁ ବରଖାସ୍ତ କଲେ ପୋଲିସ ଡିଜି

ଭୁବନେଶ୍ୱର: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି, ଆଇଆଇସିଙ୍କ ଆଚରଣ…

ବିନା ଭକ୍ତରେ ଜନ୍ମଦେବୀରୁ ରତ୍ନ ବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ :କରୋନା ସଂକ୍ରମଣ ଭୟ ଯୋଗୁଁ ଆଜି ବି ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିନି ବଡ ଦାଣ୍ଡରେ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯିବ । ଘରେ…

ଦିଲ୍ଲୀ ଆସିଲେ ଚୀନ୍ ନାଗରିକଙ୍କୁ ମିଳିବନି ଟାକ୍ସି ସେବା

ନୂଆଦିଲ୍ଲୀ: ଗଲଓ୍ୱାନ ଘାଟି ସଂଘର୍ଷ ପରେ ସାରା ଦେଶରେ ଚୀନ ବିରୋଧରେ ହାଓ୍ୱା ବହୁଛି । ତେଜିବାରେ ଲାଗିଛି ଚୀନ ସାମଗ୍ରୀ ବର୍ଜନ ନାରା । ଏତିକିବେଳେ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ । ଚୀନ୍ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି । ଘୋଷଣା କରିଛି, ଚୀନ୍…

ଟିକଟକକୁ ଟକ୍କର ଦେଉଛି ରୋପୋସୋ, ଗୋଟିଏ ଦିନରେ ରେକର୍ଡ ଡାଉନଲୋଡ୍

ଟିକଟକ୍ ବ୍ୟାନ ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜବରଦସ୍ତ ହିଟ୍ ହେବାରେ ଲାଗିଛି ଭିଡିଓ ସେୟାରିଂ ଆପ୍ ରୋପୋସୋ । ଗତକାଲି ସୁଦ୍ଧା ୪୮ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍ କରି ସାରିଛନ୍ତି । ଆଶା କରାଯାଉଛି ଦିନେ ଦୁଇ ଦିନ ଭିତରେ କୋଟିଏ ନୂଆ ୟୁଜର୍ସ ସାମିଲ ହେବେ । ଭିଡିଓ ସେୟାରିଂ ଆପ୍…

ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ । ସକାଳ ୮ଟାରୁ…

ଆଜିଠୁ କାଉଣ୍ଟରରେ ମିଳିଲା ମଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅଫଲାଇନରେ ଆରମ୍ଭ ହୋଇଛି ମଦ ବିକ୍ରି । ଖୋଲିଛି କାଉଣ୍ଟର । ସିଧାସଳଖ ମଦ କିଣିପାରିବେ ଗ୍ରାହକ । କିନ୍ତୁ କିଛିଟା କଟକଣା ମାନିବାକୁ ହେବ । ଉଭୟ ଗ୍ରାହକ ଓ ଦୋକାନୀଙ୍କ ପାଇଁ କିଛି ନିର୍ଦ୍ଦେଶାନାମା ଜାରି ହୋଇଛି । ନିମୟ ଭାଙ୍ଗିଲେ ସିଲ୍ ହେବ ମଦ ଦୋକାନ ।…