Latest Odisha News

BREAKING NEWS

Browsing Category

ଫିଚର

ଗଣଶିକ୍ଷା ବିଭାଗକୁ ଘାରିଲା ମାଟ୍ରିକ୍ ପିଲାଙ୍କ ଚିନ୍ତା: ରାଜ୍ୟ ସରକାର ଆଣିଲେ ‘ଜିରୋ ଏଫ୍ ମିଶନ’

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା। ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ନହେବେ ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ। ମାଟ୍ରିକରେ କେହି ଫେଲ ହେବେନି ତେଣୁ ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ…

ସଚିନ-ସାରା ଏବେ ଅଲଗା: ଲୁଚାରେ ପ୍ରେମ, ବିବାହ ଆଉ ଶେଷରେ ବିଚ୍ଛେଦ

ଜୟପୁର: ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ରାଜସ୍ଥାନର ପୂର୍ବ ଉପ ମୂଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ସାରାଙ୍କ ପ୍ରେମ କାହାଣୀର ଅନ୍ତ ଘଟିଛି । ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଦେଇଥିବା ଆଫିଡେଭିଟରେ ପାଇଲଟ ପତ୍ନୀଙ୍କ ନାମ ସ୍ଥାନରେ ଡାଇଭର୍ସଡ ଲେଖିଛନ୍ତି । ଯାହାକି ଏକ ଆଲୋଚନାର କେନ୍ଦ୍ରବିନ୍ଦୁ…

ରାଜ୍ୟର ସର୍ବବୃହତ ପରିବା ମଣ୍ଡି ଆରମ୍ଭ, ଏଣିକି ଛତ୍ର ବଜାର ନୁହେଁ ଅର୍ବାନ ହାଟରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେଲା ଅର୍ବାନ ହାଟ। ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ। ପ୍ରାୟ ଦେଢଶହ ବର୍ଷର ଛତ୍ରବଜାର ପରିବା ହାଟ, ଆଜି ଏକ ନୂଆ ପରିଚୟ ପାଇଛି। ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ…

ହେବନି ବସ ଧର୍ମଘଟ, ନିଷ୍ପତ୍ତିରୁ ଓହରିଲା ସଂଘ

ଭୁବନେଶ୍ବର: ବସ ଧର୍ମଘଟରୁ ଓହରିଲ ଘରୋଇ ବସ ମାଲିକ ସଙ୍ଘ । ନଭେମ୍ବର ୧ରେ ରାଜ୍ୟର ୧୦ଟି ଜିଲ୍ଲାରେ ହେବକୁ ଥିବା ଘରୋଇ ବସ୍ ଧର୍ମଘଟକୁ ପ୍ରତ୍ୟାହୃତ କରିଛି ସଂଘ । ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛନ୍ତି ଘରୋଇ ବସ୍ ମାଲିକ ସଂଘ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ…

ବାଂଲାଦେଶକୁ ୭ ୱିକେଟରେ ହରାଇଲା ପାକିସ୍ତାନ

କୋଲକାତା: ଚଳିତ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ୨୦୫ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁଇ ଓପନର ଅବଦୁଲ୍ଲ ଶଫିକ ଓ ଫକର ଜମାନ ପ୍ରଥମ ୱିକେଟରେ ୧୨୮ ରନ ଯୋଗ କରି ଦଳକୁ ସୁବିଧାଜନକ…

୨୦୨୪ ପାଇଁ ରଣନୀତି; ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ। ଏଥିଲାଗି ପ୍ରସ୍ତୁତ ହେଉଛନ୍ତି ସମସ୍ତ ଦଳର ରାଜନେତା। ଆଗାମୀ ନିର୍ବାଚନ ୨୦୨୪ ପାଇଁ ଚାଲିଛି ରଣନୀତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି। ଘୋଷଣା ହେଲା ବିଜେପିର ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ। ଆଜି ବିଜେପି ରାଜ୍ୟ…

ଆସନ୍ତୁ ଜାଣିବା ରୋହିତ କାହିଁକି ସୋସିଆଲ ମିଡିଆରେ ଲେଖିଲେ ମୁମ୍ବାଇ ୟେ କ୍ୟା ହୋ ଗୟା..

ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଏଥିପାଇଁ ଟିମ ଇଣ୍ଡିଆ ମୁମ୍ବାଇରେ ପଂହଚିଛନ୍ତି । ଅଧିନାୟକ ରୋହିତ ଶର୍ମା ବିମାନରେ ଆସୁଥିବା ବେଳେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ମୁମ୍ବାଇର ବାୟୁ ପ୍ରଦୂଷଣ ନେଇ ଚିନ୍ତା ବ୍ୟକ୍ତ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…

କବିତାଙ୍କ ଅକ୍ସଫୋର୍ଡ ଭବିଷ୍ୟବାଣୀ, ତେଲେଙ୍ଗାନାରେ ହ୍ୟାଟ୍ରିକ କରିବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକ ବଡ଼ ଲଢେଇ ଦେଖିବାକୁ ମିଳୁଛି। ଯେବେଠୁ ରାଜ୍ୟ ପ୍ରତିଷ୍ଠା ହେଲାଣି ତା ଭିତରେ ଦୁଇଟି ନିର୍ବାଚନ ହୋଇଛି। ଉଭୟ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ବିଜୟ ଲାଭ କରି ସରକାରରେ ରହିଛି। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ କରି ଦଳ ତୃତୀୟ ଥର…

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ବାୟୋପିକରେ ଅଭିନୟ କରିବେ ଧନୂଷ

ମାଡ୍ରାସ: ବାହୂବଳୀ, କେଜିଏଫ, ପୁଷ୍ପା ପରି ଫିଲ୍ମ ପରେ ସାଉଥ ଷ୍ଟାରଙ୍କ ଲୋକପ୍ରିୟତା ହିନ୍ଦୀ ଭାଷାଭାଷୀ ଅଂଚଳରେ ଯଥେଷ୍ଟ ବୃଦ୍ଧି ଘଟିଛି । ତେବେ ଏହି ଫିଲ୍ମ ପୂର୍ବରୁ ସୁପରଷ୍ଟାର ଧନୂଷ କିନ୍ତୁ ବଲିଉଡରେ ଲୋକପ୍ରିୟ ହୋଇ ପଡିଥିଲେ । ସେ ଏବେ ଏକ ବିଗ ବଜେଟ ପ୍ୟାନ ଇଣ୍ଡିଆ ଫିଲ୍ମରେ ଅଭିନୟ…