Latest Odisha News

BREAKING NEWS

Browsing Category

ଫିଚର

ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଆମ ଓଡିଶା ନବୀନ ଓଡିଶା । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ…

ହଠାତ୍ ହୃଦଘାତ୍‌ ନେଇ ହୁଅନ୍ତୁ ନାହିଁ ବ୍ୟତିବ୍ୟସ୍ତ, ଏହି ୩ଟି ଟେଷ୍ଟ ଜଣାଇବ ହାର୍ଟ କେତେ ମଜଭୁତ!

ନୂଆଦିଲ୍ଲୀ: ଯେଉଁମାନେ ମହାମାରୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଅତ୍ୟଧିକ ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ। ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଗତ କିଛି ସମୟ ମଧ୍ୟରେ ବାରମ୍ବାର ହୃଦଘାତ ଯୋଗୁଁ ମୃତ୍ୟୁ ହେବା ମାମଲା ଅଧିକ…

ରାଜନୀତିରେ ପିଆଜ: ଛାତ୍ର କଂଗ୍ରେସ ବିକିଲା କିଲୋ ୨୦ ଟଙ୍କା, ଶାସକ-ବିରୋଧୀ ଦୋଷଲଦାଲଦି

ଭୁବନେଶ୍ୱର: ପିଆଜର ଆକାଶଛୁଆଁ ଦରକୁ ନେଇ ଓଡ଼ିଶା ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଛି। ଓଡ଼ିଶାରେ ପିଆଜ ଦର ୮୦ ଟଙ୍କାରେ ପହଞ୍ଚିବା ପରେ ଏହାର ପ୍ରଭାବ ଖାଉଟିଙ୍କ ପକେଟ ଉପରେ ଗୁରୁତର ଭାବେ…

ଆଇପିଏସ ସ୍ତରରେ ଅଦଳବଦଳ; ଜାଣନ୍ତୁ, କିଏ ପାଇଲା କେଉଁ ପଦବୀ

ଭୁବନେଶ୍ୱର:ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ୧୯୮୮ ବ୍ୟାଚର ଅରୁଣ କୁମାର ରାୟଙ୍କର ଗୃହମନ୍ତ୍ରାଳୟର ଓଏସଡିରୁ ବଦଳି ହେଇଛି । ତାଙ୍କୁ ଏବେ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୮୯ ବ୍ୟାଚ ଆଇପିଏସଙ୍କର ଜେଲର ଡିଜି ଭାବେ ବଦଳି ହୋଇଛି । ସେ ଏବେ ଏଚଆରପିସିର…

ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ କାହିଁକି ବିବାଦ ହେଲା?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟପାଳ ରଘୁବର ଦାସଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି। ବଡ଼ୁ ନିଯୋଗ ରାଜ୍ୟପାଳ ରଘୁବର ଦାସ ଓ ତାଙ୍କ ପରିବାରକୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ପରିଭ୍ରମଣ କରାଇବା ସହ…

କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖିଲେ ଫିଲ୍ମ ‘ତେଜସ’। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ମଧ୍ୟ ଏହି ଫିଲ୍ମ ଦେଖିଲେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଉପସ୍ଥିତ ଥିଲେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ…

ସିନ ରିକ୍ରେସନ ବେଳେ ସତ ମାନିଲା ଅଭିଯୁକ୍ତ : କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର

ବରଗଡ: ଅମ୍ବାଭୋନା ଥାନା ସାନ ଦର୍ଲୀପାଲି ଗାଁରେ କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଘଟଣା  । କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ସିନ ରିକ୍ରେସନ ବେଳେ ଅଭିଯୁକ୍ତ ଜଣକ ସତ ମାନିଛି । ମୃତକ ରାଜେଶ ବେହେରା ବୋଲି ଜଣାପଡିଛି । ପୂର୍ବ…

ଆପଲ ୧୫୦ ଦେଶକୁ ପଠାଇଛି ଏପରି ମେସେଜ-ଫୋନ ହ୍ୟାକିଂ ବିବାଦ ଉପରେ ମୁହଁ ଖାେଲିଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ:ବଢୁଛି ଫୋନ ହ୍ୟାକିଂ ବିବାଦ । କଂଗ୍ରେସ ନେତା ରାହଲ ଗାନ୍ଧୀଙ୍କ ସମେତ ଅନେକ ନେତା ସେମାନଙ୍କ ଆଇଫୋନ ହ୍ୟାକ ହେଉଛି ବୋଲି ସୂଚନା ଫଠାଇଛି । ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ଆଇଫୋନ । ଆପଲ ପକ୍ଷରୁ…

ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ: ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀ…

ବ୍ରହ୍ମପୁର : ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳରେ  । ଘଟଣାରେ ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀଙ୍କୁ ପୋଲିସ ଗିରଫ କରିଛି । ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା…

ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା: ଗିରଫ କଲା ପୋଲିସ

ଭୁବନେଶ୍ବର : ନିଜେ ଲୁଟି ଲୁଟ୍ ଅଭିଯୋଗ  । ଅଭିଯୁକ୍ତ ଯୁବକ ଗିରଫ  । ୩.୩୩ ଲକ୍ଷ ଲୁଟିଥିବା ଜଣେ କମ୍ପାନୀ ଏଜେଣ୍ଟ ଙ୍କୁ ପୋଲିସ ଗିରଫ କରିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଅଞ୍ଚଳରେ । ସୂଚନା ମୂତାବକ ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ…