Latest Odisha News

BREAKING NEWS

Browsing Category

ଫିଚର

ସର୍ବଦଳୀୟ ବୈଠକ: ଭାରତ-ଚୀନ୍ ବିବାଦକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି । ବୈଠକ…

ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର ଓଡିଶା ଏଫସି ମୁଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ଏଫସି ଦଳର ମୂଖ୍ୟ କୋଚ ଭାବେ ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟରଙ୍କୁ ନିଯୁକ୍ତ କରିଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଏହି କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି । ସେ ଦକ୍ଷିଣଆଫ୍ରିକା ଓ ଫିନଲାଣ୍ଡର ଜାତୀୟ କୋଚ ଦାୟିତ୍ୱ ମଧ୍ୟ ସଫଳତାର ସହ…

ବ୍ରହ୍ମପୁର କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ହିଲପାଟଣା ଠାରେ ଗତ ୧୩ ତାରିଖ ରାତି କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟାକାଣ୍ଡ ଘଟଣାରେ ଗୋଷାଣୀନୂଆଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗୋଷାଣୀନୂଆଗଁ ଥାନା ଅନ୍ତର୍ଗତ ନେହେରୁ ନଗର ୯ମ ଲାଇନର ଶିବ ମହାକୁଡ…

ଚୀନ ହ୍ୟାକରଙ୍କ ଟାର୍ଗେଟରେ ଅଷ୍ଟ୍ରେଲିଆ ସରକାରୀ ଅନୁଷ୍ଠାନ !

ସିଡନୀ: ଏକ ଅତ୍ୟାଧୁନିକ ସାଇବର ଗ୍ରୁପ୍ ଅଷ୍ଟ୍ରେଲିଆର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଟାର୍ଗେଟ କରିଛି । ଏହି ସାଇବର ଗ୍ରୁପ୍ ଚୀନର ବୋଲି ତଦନ୍ତରୁ ଜଣାପଡିଥିଲେ ମଧ୍ୟ ଏଥିନେଇ ସ୍ପଷ୍ଟ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସ ଏହି ସୂଚନା ଦେଇଛନ୍ତି । ଜରୁରୀ ସେବା ପ୍ରଦାନକାରୀ ଏବଂ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨ ଓଡ଼ିଆ ବୀର ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଓଡିଶାର ଦୁଇ ବୀରଙ୍କ ଶେଷକୃତ୍ୟ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସହିଦ ଯବାନଙ୍କ ମୃତ ଶରୀର ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ପରେ ପରିବାର…

ମଦୁଆ ପୁଅକୁ ହାଣି ମାଟି ତଳେ ପୋତିଦେଲା ମାଆ

ଗଞ୍ଜାମ: ମାଆ ସାଜିଲା ହତ୍ୟାକାରୀ । ପୁଅକୁ ହାଣି ହତ୍ୟାକରି ମାଟି ତଳେ ପୋତି ଦେଲା ମାଁ । ମଦୁଆର ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଘଟିଛି ମାଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗାଁରେ । ସୂଚନା ମୁତାବକ, ଗୋପପୁର ହରିଜନ…

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ । ସେ ସମସ୍ତଙ୍କର। ସାରା ଜଗତର । ସେ ଏମିତି ଠାକୁର,ଯାହାଙ୍କୁ ଆଖି ପାଏ ନାହିଁ । ଆଖି ପାଏ ନାହିଁ ବୋଲି ସେ ଅନନ୍ତ । ସେ ଆକାଶଠାରୁ ଆହୁରି ବିସ୍ତୃତ, ସମୁଦ୍ରଠାରୁ…

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଅକ୍ସିଜେନ୍ ସପୋର୍ଟରେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ତାଙ୍କୁ ପ୍ଲାଜ୍ମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ବୋଲି…

ସୁସ୍ଥ ହେଲେ ଆଉ ୧୫୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ ଜଣ ଅଛନ୍ତି ।ସେହିପରି ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୋର୍ଧାର ୧୨, ଭଦ୍ରକର…

ରଥଯାତ୍ରାକୁ ନେଇ ପୁଣି ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାଖଲ ହୋଇଛି । ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ମୋଡିଫିକେସନ୍ ପିଟିସନ ଦାୟର ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍ ହୁସେନ୍ ପିଟିସନ ଦାୟର କରିଛନ୍ତି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ । ସାରା…