Latest Odisha News

BREAKING NEWS

Browsing Category

ଫିଚର

ସୋନୁ ନିଗମଙ୍କ ଚାଂଚଲ୍ୟକର ବୟାନ: ୨ଟି ମାଫିଆଙ୍କ ହାତ ମୁଠାରେ ମ୍ୟୁଜିକ ଇଣ୍ଡଷ୍ଟ୍ରି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ପରୋକ୍ଷରେ ସାହସ ଯୋଗାଇଛି । ଧିରେ ଧିରେ ଜଣଙ୍କ ପରେ ଜଣେ ସେମାନଙ୍କ ଉପରେ ହୋଇଥିବା ମାନସିକ ଅତ୍ୟାଚାରର ଗୁମର ଖୋଲୁଛନ୍ତି । ଲୋକପ୍ରିୟ ଗାୟକ ସୋନୁ ନିଗମ ଶୁକ୍ରବାର କହିଛନ୍ତି ୨ଟି ମାଫିଆ ଗ୍ରୁପ…

ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଭାରତର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପୂର୍ବରେ ଅବସ୍ଥିତ ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗଲୱାନ୍‌ ନଦୀ ଉପତ୍ୟକାକୁ କବ୍ଚାକରିବା ଲକ୍ଷ୍ୟରେ ଚୀନ୍ ଜୁନ୍ ୧୫ତାରିଖ ଦିନ ଯେଉଁ ଖଳବୁଦ୍ଧି ପ୍ରୟୋଗକଲା ତାହା ଦେଶବାସୀଙ୍କୁ…

ରଥଯାତ୍ରା ବନ୍ଦକୁ ନେଇ ତେଜିଲା ରାଜନୀତି, କାନ୍ଦି ପକାଇଲେ ସୁର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ରହିଥିବା ଦ୍ୱନ୍ଦ ଦୂର ହୋଇଛି । ହେଲେ ରଜନୀତି ଜୋର ଧରିଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରଥଯାତ୍ରା ନେଇ ଯାହା ଆଶଙ୍କା…

କୋଭିଡ୍ ସାମଗ୍ରୀ କିଣା ନେଇ କଂଗ୍ରେସର ନୂଆ ଅଭିଯୋଗ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟ ସରକାର କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣା ନେଇ ଆଜି ନୂଆ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି ଯେ, ଶ୍ରମିକଙ୍କୁ ଉପକରଣ ଓ…

ଏୟାର ଚିଫ୍ ମାର୍ଶାଲଙ୍କ ଅଚାନକ ଲେହ ଗସ୍ତ

ନୂଆଦିଲ୍ଲୀ: ଭାରତର ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଅଚାନକ ଲେହ ଗସ୍ତ କରିଛନ୍ତି । ଏହା ପରେ ସେ ଶ୍ରୀନଗର ଏୟାରବେସ ଯାଇଥିଲେ । ରିପୋର୍ଟ ମୁତାବକ ଭାରତ ତାର ଫାଇଟର ପ୍ଲେନ ଫରୱାର୍ଡ ବେସ୍ ଆଉ ଏୟାରଫିଲ୍ଡ ନିକଟକୁ ପଠାଇ ଦିଆଯାଇଛି । ଲେହ ଓ ଶ୍ରୀନଗର ଏୟାରବେସରୁ ଫାଇଟର ଜେଟ ଅଳ୍ପ ସମୟ…

ଛତିଶଗଡରେ ପଙ୍ଗପାଳ, ପୁଣି ବଢିଲା ଓଡିଶାର ଚିନ୍ତା

ଭୁବନେଶ୍ୱର: କିଛି ଦିନ ତଳେ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟପ୍ରଦେଶ ଆଡକୁ ମୁହାଁଇଥିବା ପଙ୍ଗପାଳଙ୍କୁ ନେଇ ପୁଣି ଓଡିଶାର ଚିନ୍ତା ବଢିଛି । କାରଣ, ପୁଣି ଛତିଶଗଡକୁ ଫେରିଛନ୍ତି ପଙ୍ଗପାଳ । ଆଜି ଏହା ଉପରେ ଅନୁଧ୍ୟାନ କରି କୃଷି ନିର୍ଦ୍ଦେଶକ ମୁଥୁକୁମାର କହିଛନ୍ତି ଯେ, ଓଡିଶାରୁ ୪ଶହରୁ ୫ଶହ…

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପାଳନ କରାଯିବ: ପୁରୀ ଗଜପତି

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବ । ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ମନ୍ଦିର…

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ମତ ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : କରୋନା ମହାମାରୀ ବେଳେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।  କିନ୍ତୁ ଏହି ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ରଥଯାତ୍ରା…

ମୋଦିଙ୍କ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର

ଭୁବନେଶ୍ୱର : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ସାଂସଦ ପିନାକୀ ମିଶ୍ର । ଗତ ୧୬ ତାରିଖ ରାତିରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ୨୦ ଜଣ ଭାରତୀୟ ଯବାନ ସହିଦ…

କାଶ୍ମୀରରେ ଏନକାଉଣ୍ଟର, ୮ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ସେନା ଆତଙ୍କବାଦୀ ଗୁଳି ବିନିମୟରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋଫିଆନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାମ୍ପୋରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।…