Latest Odisha News

BREAKING NEWS

Browsing Category

ଫିଚର

କୋଭିଡକୁ କିକ୍‌: ନ୍ୟୁଜିଲାଣ୍ଡରେ ରଗବୀ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ହେଲେ ୪୩୦୦୦ ଦର୍ଶକ

ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ…

ଦିଲ୍ଲୀରେ ୩ ଗୁଣା ହେବ କରୋନା ଟେଷ୍ଟ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ବୈଠକରେ ଦିଲ୍ଲୀରେ କରୋନାକୁ ରୋକିବା, ଟେଷ୍ଟିଂ କ୍ଷମତା ବଢାଇବା, ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ଏବଂ ବାକି ସ୍ଵାସ୍ଥ୍ୟ…

ପୁଣି ସଙ୍କଟରେ ଗଜରାଜ, ଦୁଇଟି ହାତୀ ମୃତଦେହ ଉଦ୍ଧାର

କେନ୍ଦୁଝର: ପୁଣି ସଙ୍କଟରେ ଗଜରାଜ । ଚମ୍ପୁଆ ରେଂଜ ଯୋଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବୈତରଣୀ ରିଜର୍ଭ ଫରେଷ୍ଟର ଗୁରୁବେଡା ନିକଟରୁ ଦୁଇଟି ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ଦୁଇ ହାତୀଙ୍କ ମଧ୍ୟରେ ଜଣେ ମାଇ ହାତୀ ଥିବା ବେଳେ ଆଉ ଜଣେ ଦନ୍ତା ହାତୀ ରହିଛି । ଦୁଇଟି ହାତୀର ମୃତ ଦେହକୁ…

କରୋନା ଯୋଗୁ ଫାଇଦାରେ ଓଟିଟି ପ୍ଲାଟଫର୍ମ : ୨୦୨୪ ସୁଦ୍ଧା ଲାଭ ହେବ ୭୪୦୦ କୋଟି

ମୁମ୍ବାଇ:କରୋନା ମହାମାରୀ ଯୋଗୁ ବିଗ୍ ବ୍ୟାନରର ଫିଲ୍ମ ଥିଏଟର ବଦଳରେ ଓଟିଟି ( ଓଭର ଦି ଟପ୍‌) ପ୍ଲାଟଫର୍ମରେ ରିଲିଜ କରିବାକୁ ପସନ୍ଦ କରୁଛନ୍ତି । ୨୦୨୪ ବେଳକୁ ଏହି ପ୍ଲାଟଫର୍ମରେ କେବଳ ୭୪୦୦ କୋଟି ଆୟ ହେବ ବୋଲି ଆକଳନ କରାଯାଉଛି । ନିକଟରେ ଗୁଲାବୋ ସିତାବୋ ଓଟିଟିରେ ଫିଲ୍ମ ରିଲିଜ କରିଥିଲା…

ସରକାର ମାଗିଲେ ଖର୍ଚ୍ଚ ହିସାବ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: ପଂଚାୟତିରାଜ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ଖର୍ଚ୍ଚର ହିସାବ ମଗାଯିବା ପରେ ଏହାକୁ ନେଇ କଟାକ୍ଷ କରିଛି ରାଜ୍ୟ ବିଜେପି । ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଜାଗାରେ ଭିତ୍ତିଭୂମିକୁ ନେଇ ବହୁ ଦୁର୍ନୀତି…

‘ରଥଯାତ୍ରାକୁ ବ୍ୟାକଡୋରରେ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି ସରକାର’

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି ପୁଣି ସରକାରଙ୍କୁ ଘେରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରଥଯାତ୍ରା ସମ୍ପର୍କରେ ସରକାର କିଛି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି।…

ଦକ୍ଷିଣ କୋରିଆକୁ ଧମକ ଦେଲେ ଉତରକୋରିଆ ଶାସକ କିମ୍ ଜୋଙ୍ଗଙ୍କ ଭଉଣୀ କିମ୍ ୟୋ

ସିଓଲ: ଉତରକୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି । ଏପରିକି ସାମରିକ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି । ଯାହା ଫଳରେ ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧିପାଇଛି  । ଗତ ସପ୍ତ‌ାହରେ ଦକ୍ଷିଣ କୋରିଆ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବା ଏବଂ…

ମା’ଙ୍କ ପାଇଁ ଥିଲା ସୁଶାନ୍ତଙ୍କ ଶେଷ ଇଂଷ୍ଟା ପୋଷ୍ଟ

ମୁମ୍ବାଇ: ବଲିଉଡର ଜଣେ ସଫଳତା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ…

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ଜଣାଇଲେ ନବୀନ

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ସ୍ତବ୍ଧ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ ସୁଶାନ୍ତଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର…

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ,…