Latest Odisha News

BREAKING NEWS

Browsing Category

ଫିଚର

ୟୁଏନଏସସି ଅସ୍ଥାୟୀ ସଦସ୍ୟ ନିର୍ବାଚନ ଦୌଡରେ ଭାରତ ଆଗୁଆ

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟ ଦେଶ ପାଇଁ ମତ ଦିଆଯିବ । ଏହି ପ୍ରକ୍ରିୟା ଜୁନରେ ହେବ । ଏସିଆ-ପ୍ରଶାନ୍ତ ଜୋନରୁ ଭାରତ ଏକମାତ୍ର ଦାବୀଦାର ରହିଛି । ଫଳରେ ଭାରତ ଅସ୍ଥାୟୀ ସଦସ୍ୟ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ୧୯୩ ସଦସ୍ୟ ବିଶିଷ୍ଟ ମହାସଭା କରୋନା…

‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା…

ନୂଆଦିଲ୍ଲୀ: ଇନଟର୍ଣ୍ଣଶାଳା ସହଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଛାତ୍ରଛାତ୍ରୀ ମାନଙ୍କୁ  ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେଇଛି । ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା ଆଗ୍ରହୀ ଛାତ୍ରଛାତ୍ରୀ…

ଲକଡାଉନ୍‌ରେ ଅନ୍‌ଲକ୍‌-୧, ତିନିଟି ପର୍ଯ୍ୟାୟରେ ହଟିବ କଟକଣା

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ଠାରୁ ଲାଗୁ ହେବ ପଂଚମ ପର୍ଯ୍ୟାୟ ଲକଡାଉନ୍ । ତେବେ ପଚଂମ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନୂଆ ନିୟମ ତିଆରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହାକୁ ଅନ୍‌ଲକ୍‌-୧ ନାଁ ଦିଆଯାଇଛି । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ- ଜୁନ୍ ୮…

ଖେଳରତ୍ନ ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ରୋହିତ ଶର୍ମାଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି । ଏହା ବ୍ୟତୀତ ଶିଖର ଧାୱନ, ଈଶାନ୍ତ ଶର୍ମା ଓ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦେଇଛି । କେନ୍ଦ୍ର ସରକାର ଯୁବ ବ୍ୟାପାର ଓ କ୍ରୀଡା…

ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍‌୧ରୁ ଜୁନ୍ ୩୦ ଯାଏଁ ପଂଚମ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଛି । ତେବେ ଏହି ପଂଚମ ପର୍ଯ୍ୟାୟ ଲକଡାଉନ୍‌ରେ ଅନେକ ଜନିଷକୁ କୋହଳ…

ଓଡ଼ିଶାର ପ୍ରତିଟି ରାସ୍ତାଘାଟ, ରେଲୱେ ଷ୍ଟେସନରେ ମଧ୍ୟ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ତ୍ୟାଗ ଓ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ । ଓଡ଼ିଶାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟର ଅଧିକାଂଶ ଜନସାଧାରଣ ନିଜ ଘରେ, ବଜାର…

ଏକାଠି ହେଲେ ଓଡିଆ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ କୋଣଅନୁକୋଣରୁ ଏକାଠି ହେଲେ ଓଡିଆ । ଚାରିଆଡେ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟରୁ ଖେଳପଡ଼ିଆ ସବୁଠି ଲୋକେ ଗାଇଲେ ‘ବନ୍ଦେ ଉତ୍କଳ…

କରୋନା ଯୋଦ୍ଧାଙ୍କ ପାଇଁ ନବୀନ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ବାହାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି । ଏହି ଅବସରରେ ତାଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଗୀତ…

‘ବନ୍ଦେ ଉତ୍କଳ ଜନନୀ’: ଯୁବ ବୟସରେ ମହତାବଙ୍କୁ ଅନୁପ୍ରାଣିତ କରିଥିଲା କାନ୍ତକବିଙ୍କ ଲେଖା

ଭୁବନେଶ୍ୱର: ଯେଉଁ କେତେଜଣ ପ୍ରଥିତଯଶା କବି ଓ ଲେଖକ ମାନଙ୍କର ଶାଣିତ ସ୍ୱର ଓ ବଳିଷ୍ଠ ଲେଖନୀ ଚାଳନା ଅନେକଙ୍କୁ ମାତୃଭୂମି ଲାଗି ଲଢେଇ କରିବାକୁ ଶକ୍ତି ଯୋଗାଇଥିଲା ସେଥିମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ଆଜି କାନ୍ତକବିଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ ସାରା…

ସ୍କାଏମେଟ୍‌ର ଦାବି, କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆସିଛି ଖୁସି ଖବର । ଶୁକ୍ରବାର କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଦାବି କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ସ୍କାଏମେଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କେରଳରେ ଗତ କିଛି ଦିନ ଧରି ବର୍ଷା ଲାଗିରହିଛି । ସବୁ…