Latest Odisha News

BREAKING NEWS

Browsing Category

ଫିଚର

ଦୁର୍ଘଟଣାଗସ୍ତ ହେଲା ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ୍: ୭ ଗୁରୁତର

ବାଲେଶ୍ବର: ପୁଣି ଦୁର୍ଘଟଣାଗସ୍ତ ହୋଇଛି ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ । ମିଳିଥିବା ସୂଚନା ଅନୁସାରର, ପ୍ରବାସୀଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ବାଲେଶ୍ଵର ଜିଲ୍ଲା ବସ୍ତା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଗସ୍ତ ହୋଇଛି । ଏହି ବସଟିକୁ ଏକ ଟ୍ରକ ପଛପଟୁ…

ବଢୁଛି କୋଭିଡ-୧୯ ସଂକ୍ରମିତଙ୍କ ସୁସ୍ଥତା ହାର

ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୧ ହଜାର ୨୬୪ ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଯେଉଁଟାକି ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହେବାରେ ଏକ ରେକର୍ଡ  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଶନିବାର ସୁଦ୍ଧା ଦେଶରେ ୮୨ ହଜାର ୩୬୯ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ…

ଭାରତୀୟ ନୌସେନା ଆରମ୍ଭ କରିବ ପରବର୍ତ୍ତୀ ପର୍ଯ୍ୟାୟ “ସମୁଦ୍ର ସେତୁ” ଅଭିଯାନ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ ।…

ଶ୍ରମିକ ଟ୍ରେନ ଚଳାଚଳ କ୍ଷେତ୍ରରେ ଅଧିକ ଯୋଜନା ଓ ସମନ୍ଵୟ ଲାଗି ରାଜ୍ୟ ମାନଙ୍କୁ ରେଳ ମନ୍ତ୍ରଣାଳୟର ଅନୁରୋଧ

ନୂଆଦିଲ୍ଲୀ: ଶ୍ରମିକ ସ୍ପେଶାଲ ଟ୍ରେନ ସଂକ୍ରାନ୍ତରେ ଉପଯୁକ୍ତ ଯୋଜନା ଏବଂ ସମନ୍ଵୟ ସୁନିଶ୍ଚିତ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଛି । ଏଥିସହିତ ଅଟକି ରହିଥିବା ପ୍ରବାସୀଙ୍କ ପରିବହନ ଲାଗି ଆନୁମାନିକ ଦାବି ଉପସ୍ଥାପନ ଅଧିକ ଯୋଜନାବଦ୍ଧ ଓ…

ଚୀନଠୁ ତିନିଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ପ୍ରସ୍ତୁତ କଲା ରିଲାଏନ୍ସ

କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଲାଗି ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିଛି  । ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ କମ୍ପାନୀର ସିଲଭାସାସ୍ଥିତ…

କାଲିଠୁ ଯୁକ୍ତ ଦୁଇ ମୂଲ୍ୟାୟନ, ପ୍ରଥମେ ବିଜ୍ଞାନ ବିଭାଗର ଇ-ମୂଲ୍ୟାୟନ

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ  । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ ପ୍ରକ୍ରିୟା  । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଫଲାଇନରେ ହେବ ଖାତାଦେଖା । ଦୁଇଟି ସିଫ୍ଟରେ ଖାତା ଦେଖିବେ ମୂଲ୍ୟାୟନକାରୀ  । ସକାଳ ୭ଟା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସହିଦ ହେଲେ ୭୫ ଭାରତୀୟ ଯବାନ, ସତ ନା ଗୁଜବ ?

ଭୁବନେଶ୍ୱର: ତେଜିବାରେ ଲାଗିଛି ଭାରତ ଓ ଚାଇନା ମଧ୍ୟରେ ବିବାଦ । ପୂର୍ବ ଲଦାଖରେ LAC ବା ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦେଶ । ଏପରି ସ୍ଥିତିରେ ଚାଇନା ସେନା ୭୫ ଭାରତୀୟ ଯବାନଙ୍କୁ ନିହତ କରିଥିବା ଖବର ସାମ୍ନାକୁ ଆସିଛି । ତ୍ରୀରଙ୍ଗାରେ ଆବୃତ କିଛି…

‘ବନ୍ଦେ ଉତ୍କଳ ଜନନୀ’: ସାରା ଓଡ଼ିଶା ସହ ସ୍ୱର ମିଳାଇଲା ‘ସୋଆ’

ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାର…

‘ବନ୍ଦେ ଉତ୍କଳ ଜନନୀ’ ଗାନ ଲାଗି କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ ମୁଁ ଋଣୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଆଜି ସନ୍ଧ୍ୟାରେ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଯେଭଳି ଉତ୍ସାହିତ…

ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକା ଜଳୁଛି

ମିନେସେଟା: ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଏବେ ଆମେରିକା ଜଳୁଛି । ମିନେସେଟାରେ ଏମରଜେନ୍ସି ଲାଗୁ କରାଯାଇଛି । ପୋଲିସ କଠୋର ପଦକ୍ଷେପ ନେଉଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ବର୍ତମାନ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଗିରଫ ହୋଇଥିବା ବେଳେ ୧୯ ବର୍ଷର ଜଣେ…