Latest Odisha News

BREAKING NEWS

Browsing Category

ଫିଚର

ବରଗଡରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ଜିଲ୍ଲାପାଳ

ବରଗଡ଼: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବରଗଡ ଜିଲ୍ଲାରେ ପୁଣି ୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ । https://twitter.com/DMBargarh/status/1266558915220815873?s=08 ପ୍ରାପ୍ତ…

୧୫ଟି ଜିଲ୍ଲାରେ ବର୍ଷା ସହ ହୋଇପାରେ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ନୂଆପଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ,…

ବାଲେଶ୍ୱରରେ ଓଲଟିଲା ବସ୍‌; ପ୍ରବାସୀ ଶ୍ରମିକ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ନିକଟ ମଙ୍ଗଳପୁର ଠାରେ ପ୍ରବାସୀ ଶ୍ରମିକଙ୍କୁ ଧରି ଯାତ୍ରା କରୁଥିବା ଏକ ବସ ଦୁର୍ଘଟଣାଗସ୍ତ ହେବା ଫଳରେ ପ୍ରାୟ ୮ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ବସଟି ପ୍ରାୟ ୪୦ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ…

କରୋନା ଲଢେଇ: ବନ୍ଦେ ଉତ୍କଳ ଜନନୀ ଗାଇବେ ଦେଶବିଦେଶର ସବୁ ଓଡ଼ିଆ

ଭୁବନେଶ୍ୱର: କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ପ୍ରଦର୍ଶନ କରିବା ପୂର୍ବକ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିବାକୁ ଦେଶ ବିଦେଶରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । It has been two months since #Odisha started…

ଦିଲ୍ଲୀରେ ଭୂକମ୍ପ : ରିକ୍ଟର୍ ସ୍କେଲ ତୀବ୍ରତା ୪.୬

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ୯ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୬ ରହିଥିବାର ସୂଚନା ମିଳିଛି । ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସମୋଲୋଜି ପକ୍ଷରୁ ଏନେଇ ସୂଚନାଦେଇ କୁହାଯାଇଛି ଯେ, ଏହି ଭୂମିକମ୍ପ ଗଭୀରତା ୩.୩…

ଲୋକପ୍ରିୟ ଜ୍ୟୋତିଷ ବେଜାନ ଦାରୁୱାଲାଙ୍କ କରୋନାରେ ମୃତ୍ୟୁ

ଅହମ୍ମଦାବାଦ: ଲୋକପ୍ରିୟ ଜ୍ୟୋତିଷ ବେଜାନ ଦାରୁୱାଲାଙ୍କର ୮୮ ବର୍ଷରେ ଦେହାନ୍ତ ହୋଇଛି । ଅହମ୍ମଦାବାଦର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍ ଚିହ୍ନଟ…

କୋଭିଡ୍-୧୯ ଆଣ୍ଟି ଭାଇରାଲ ଗବେଷଣା କରିବ ଆଇଆଇଟି ରୁର୍କି; ମିଳିଲା ସବୁଜ ସଂକେତ !

ଡେହେରାଡୁନ: କରୋନା ଚିକିତ୍ସା ଉପଯୋଗୀ ଆଣ୍ଟି ଭାଇରାଲ ର ଅନୁସନ୍ଧାନ ଖୁବ ଶିଘ୍ର ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ରୁର୍କି ଠାରେ ଆରମ୍ଭ ହେବାକୁ ଯାଉଛି । ସାଇନ୍ସ ଏବଂ ଇଞ୍ଜିନିୟରିଂ ରିସର୍ଚ ବୋର୍ଡ ତରଫରୁ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରୋଫେସର ପ୍ରଭିନ୍ଦ୍ର କୁମାର ଙ୍କ…

୧୪ବର୍ଷ ବୟସରେ କେବିସି ଜୁନିଅରରେ ହୋଇଥିଲେ କୋଟିପତି ଏବେ ଆଇପିଏସ୍

ଭୁବନେଶ୍ୱର : ୨୦୦୧ରେ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ କୌନ ବନେଗା କରୋଡପତି ଜୁନିଅରରେ ୧୪ ବର୍ଷ ବୟସରେ ସେ ବିଜେତା ହୋଇ କୋଟିଏ ଟଙ୍କା ଜିତି ଚର୍ଚ୍ଚାରେ ରହିଥିଲେ । ସେତେବେଳେ ବିଗ୍ ବିଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସି ସେ ସମସ୍ତ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଏବେ ପ୍ରାୟ ୨୦…

ଜଳୁଛି ପଶ୍ଚିମ, ଭିଜୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଲଟିଛି ତତଲା ପିଣ୍ଡ  । ଅସହ୍ୟ ଖରାରେ ଜନଜୀବନ ଏକରକମ ଠପ୍ ହୋଇପଡ଼ିବା ସ୍ଥିତିରେ  । ଆଜି ରାଜ୍ୟର ୭ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି  । ଉଭୟ ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୨.୫ ଡିଗ୍ରୀ ରହିବା ସହ ପାଲଟିଛନ୍ତି ରାଜ୍ୟର ସବୁଠୁ ଉତ୍ତପ୍ତ ସହର…

ଯାତ୍ରୀବାହୀ ଯାନ ଲାଗି ୩ ମାସର ‘ରୋଡ୍ ଟ୍ୟାକ୍ସ’ ଛାଡ଼ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କରୋନା ମହାମାରୀ ଲାଗି ଯାତ୍ରୀବାହୀ ଯାନ ଲାଗି ୩ ମାସର ରୋଡ଼ ଟ୍ୟାକ୍ସ ଛାଡ଼ କରିଛନ୍ତି, ଏସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ - କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା…