Latest Odisha News

BREAKING NEWS

Browsing Category

ଫିଚର

ପୁରୀକୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଏବେ ପୁରୀକୁ ଆଉ ଗଡିବନି ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପୁରୀକୁ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳବାଇ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପୁରୀକୁ ଯାଉଥିବା ସମସ୍ତ ଟ୍ରେନ…

ସବୁ ଦୋଷ ଚୀନ୍‌ର; ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲେ ଡ଼ୋନାଲ୍ଡ୍ ଟ୍ରମ୍ପ୍

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ଆମେରିକା ତାହାର ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଥିବା ନେଇ ମାର୍କିନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଘୋଷଣା କରିଛନ୍ତି । ଏପରିକି କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମଣ ହେବାନେଇ ଚୀନକୁ ସମସ୍ତ ଦୋଷ ଦେଇଛନ୍ତି ଆମେରେକୀୟ…

ଆଜିଠୁ କଟକରେ ଜୋମାଟୋରେ ମିଳିବ ମଦ

ଭୁବନେଶ୍ୱର: ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲୋକେ ଘର ବସି ଜୋମାଟୋରେ ଅନ୍‌ଲାଇନ୍ ଅର୍ଡର କରିବେ । ମନ ପସନ୍ଦର ମଦ ଅର୍ଡର କରିପାରିବେ । ଆଉ ଅର୍ଡର କିଛି ଘଂଟା ମଧ୍ୟରେ ଘରେ ପହଂଚିବ ମଦ । ସିଲିଭର ସିଟିରେ ଜୋମାଟୋରେ ମଦର ହୋମ ଡେଲିଭରି ଆରମ୍ଭ ହୋଇଥିବା ନେଇ ବ୍ୟବସାୟୀକ ସଂଘ…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନ’କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ କରୋନା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟର କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ । “ରାଜ୍ୟର ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ…

କ୍ୱାରେଣ୍ଟାଇନ ଫଣ୍ଡ ପାଇଁ ୬୨ କୋଟି 

ଭୁବନେଶ୍ୱର: ରାଜ୍ୟରେ ସଙ୍ଗରୋଧ ସାରିଥିବା ଲୋକଙ୍କ ପାଇଁ ୬୨ କୋଟି ଟଙ୍କାର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । ୬୦ କୋଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମଗାଯାଇଥିବା ଚିଠିରେ ଉଲ୍ଲେଖ ରହିଛି  । ଆଉ ୨ କୋଟି ଗୃହ ଏବଂ ନଗର ଉନ୍ନୟନ…

ଭୁବନେଶ୍ୱରରେ ଜୁଆ ଆଡ୍ଡା ଠାବ, ୯ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗୋଟିଏ ହୋଟେଲରେ ଶୁକ୍ରବାର ରାତିରେ ଚଢାଉ କରି ଏକ ଜୁଆ ଆଡ୍ଡା ଠାବ କରାଯାଇଛି । ଏପରିକି ପାଖାପଖି ୯ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଆଇଆରସି ଭିଲେଜ ନିକଟ ଭିଆଇପି କଲୋନୀରେ ଥିବା ଏକ ହୋଟେଲରେ ଚଢାଉ…

ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ୱିତୀୟ କାର୍ଯ୍ୟକାଳ; ପ୍ରଥମ ବର୍ଷର ଐତିହାସିକ ଉପଲବ୍ଧି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ମେ ୩୦ ତାରିଖରେ ସଂପୂର୍ଣ୍ଣ ହେଉଛି । ଏହି ବର୍ଷଟି କେବଳ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ୬ବର୍ଷ ଶାସନକାଳ ମଧ୍ୟରେ ଅଦ୍ଭୂତପୂର୍ବ ଐତିହାସିକ ଘଟଣାବଳୀର ବର୍ଷ ନୁହେଁ, ଭାରତ ସ୍ୱାଧୀନତା ପାଇବା ଦିନଠାରୁ ଅଦ୍ୟାବଧି ଯେତେ…

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଦେଶର ହଜାର ହଜାର ହିନ୍ଦୁ ତୀର୍ଥଯାତ୍ରୀଙ୍କ ଲାଗି ଖୁସି ଖବର  । ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷର ଅମରନାଥ ଯାତ୍ରା  । ମାତ୍ର ୧୪ ଦିନ ଲାଗି ଶ୍ରଦ୍ଧାଳୁଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ଜାମ୍ମୁ-କାଶ୍ମୀର ସରକାର  । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି…

ଓଡ଼ିଶାରେ ୯୬ ନୂଆ କରୋନା ପଜିଟିଭଙ୍କ ସହ ୧୮୦୦ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯୬ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୧୮୧୯ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଓଡ଼ିଶାରେ ୮୩୩ ସକ୍ରୀୟ…

ଚଳିତ ବର୍ଷ ସ୍ନାନଯାତ୍ରାର ସିଧାପ୍ରସାରଣ କରିପାରିବେନି ଘରୋଇ ଟିଭି ଚ୍ୟାନେଲ୍‌, ଜାଣନ୍ତୁ କାହିଁକି

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣର ବିସ୍ତାର ତଥା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ କରିବାକୁ ଅନୁମତି ଦିଆଯିବ ନାହିଁ। ପ୍ରାପ୍ତ ସୂଚନାନୁଯାୟୀ, ଏଥର ସ୍ନାନଯାତ୍ରାର ସିଧାପ୍ରସାରଣ…