Latest Odisha News

BREAKING NEWS

Browsing Category

ଫିଚର

କରୋନା ସଙ୍କଟ: ଦେଶରେ ୧୫ ଦିନରେ ଚିହ୍ନଟ ହେଲେଣି ୭୦ ହଜାର ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର । ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି । ଏଠାକାର ସଂକ୍ରମିତଙ୍କ ସଂଖ୍ୟାକୁ ହିସାବକୁ ନେଲେ ମୋଟ ସଂକ୍ରମିତଙ୍କ ୧୧ ପ୍ରତିଶତ ଗତ ଦୁଇଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେହିଭଳି ସାରା…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୧ ଲକ୍ଷ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ରାଉରକେଲାରେ ଖୋଲିଲା ବଫର ଜୋନ; ସଙ୍କୁଚିତ ହେଲା କଣ୍ଟେନମେଣ୍ଟ ଜୋନ ପରିଧି  

ରାଉରକେଲା: ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ୧ ମାସ ପରେ ଆଜି ବଫର ଜୋନ ରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେହିପରି କଣ୍ଟେନମେଣ୍ଟ…

କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ବିରୋଧରେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକର ଓଭର ବ୍ରିଜ ନିକଟରେ ରାସ୍ତାକୁ ଅବରୋଧକରିଛନ୍ତି ଶହ ଶହ ପ୍ରବାସୀ । ରାସ୍ତା ଅବରୋଧରେ ମଧ୍ୟ ସାମିଲ ହୋଇଛନ୍ତି…

ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ରାତି ଅଧରେ ପୂର୍ବତନ ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ । ଖୋର୍ଦ୍ଧା ବାଘମାରୀରେ ଘଟିଛି ଏଭଳି କାଣ୍ଡ । ବାଘମାରୀ ଥାନା ଭୋଗଡ଼ା ଗାଁରେ ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ତାଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାଛଡ଼ା…

ମଦ ଦୋକାନରେ ପହଞ୍ଚାଇ ଦେବାକୁ ଟ୍ୱିଟ କରି ସୋନୁ ସୁଦଙ୍କୁ ଅନୁରୋଧ କଲେ ଯୁବକ; କ’ଣ ଉତ୍ତର ଦେଲେ ସୋନୁ, ଜାଣନ୍ତୁ

ମୁମ୍ବାଇ: ଲକଡାଉନ୍ ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଅନେକ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ । ସୋନୁଙ୍କ ଏହି ବଦାନ୍ୟତା ଯୋଗୁଁ ସେ ସାରା ଦେଶରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ସୋନୁ ସୁଦ…

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ସାହସୀ ଓଡ଼ିଆଙ୍କ ପାଇଁ ସୋନା ମହାପାତ୍ରଙ୍କ ଆଗାମୀ ସଙ୍ଗୀତ…

ମୁମ୍ବାଇ: ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର। ସ୍ରୋତା ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ସଙ୍ଗୀତ । ଯାହାର ଶୀର୍ଷକ ରଖାଯାଇଛି ‘ନୀଳମଣି’ । ସୋନା ଏହି ସଙ୍ଗୀତଟିକୁ ଓଡ଼ିଶାର ସାହସୀ ଲୋକମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଯେଉଁମାନେ ନିକଟରେ ଆମ୍ଫାନ ସମେତ ଅନେକ ବାତ୍ୟା ଓ…

ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ବାଲେଶ୍ୱରରେ ବ୍ୟାପକ ବ୍ୟବସ୍ଥା

ବାଲେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ଏଥିଲାଗି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାୟାଇଛି । ଚଳିତବର୍ଷ ଜିଲ୍ଲାରୁ ୩୧ ହଜାର ୪୯୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଆଉ ମୂଲ୍ୟାୟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଟ୍ ୪ଟି…

ଆଜିଠୁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆଜିଠାରୁ ଟ୍ୱିନସିଟିରେ ଆରମ୍ଭ ହେବ ମୋ ବସ୍ ସେବା । କଟକ ଓ ଭୁବନେଶ୍ୱରରେ ପ୍ରାୟ ୭ଟି ରୁଟ୍‌ରେ ଏହି ବସ ଚାଲିବା ନେଇ ସୂଚନା ମିଳିଛି । କ୍ରୁଟ ପକ୍ଷରୁ ଜାରି ଗାଇଡ଼ଲାଇନ ଅନୁଯାୟୀ ଯାତ୍ରୀ ମାନେ ବସରେ ଯାତ୍ରା କରି ପାରିବେ। ଗାଇଡ଼ଲାଇନ ଅନୁଯାୟୀ ସକାଳ ୭ରୁ ସନ୍ଧ୍ୟା ୭ଟା…

ଚଳିତଥର କୋଭିଡ-୧୯ ଗାଇଡଲାଇନ ଅନୁସାରେ ହେବ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ତେବେ କରୋନା ମହାମାରୀ ପାଇଁ ଚଳିତବର୍ଷ ଖାତାଦେଖା ପ୍ରକ୍ରିୟାରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । କରୋନା ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବାକୁ ଥିବାବେଳେ ପ୍ରତି ପର୍ଯ୍ୟାୟର ଅବଧି ରହିଛି ୨୫ରୁ ୩୦ ଦିନ । ପ୍ରଥମ…