Latest Odisha News

BREAKING NEWS

Browsing Category

ଫିଚର

କରୋନା ନିଆଁରେ ଝାସ ଦେଲେ କୋଭିଡ ଯୋଦ୍ଧା; ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଏମ୍ସର ପରିମଳ ମୁଖ୍ୟ

ନୂଆଦିଲ୍ଲୀ: କରୋନା ନିଆଁରେ ଝାସ ଦେଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ ଯୋଦ୍ଧା । ନୂଆଦିଲ୍ଲୀ ସ୍ଥିତ ଏମ୍ସର ବରିଷ୍ଠ ପରିମଳ ପର୍ଯ୍ୟବେକ୍ଷକ ହୀରା ଲାଲଙ୍କର ସୋମବାର ଦିନ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ଘଟିଛି। ହୀରା ଲାଲ ଗତ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ…

ନାବାଳିକା ଝିଅକୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲା ମା’

କଟକ: କଟକ କାଠଯୋଡ଼ି ବିହାର ଅଞ୍ଚଳର ଜଣେ ମହିଳା ନିଜ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ମହିଳାଙ୍କ ନାମ ମନୁ ଓଝା। ସୂଚନାନୁସାରେ, ମନୁ ଓଝା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ୬ ବର୍ଷର ଝିଅ ସହିତ କାଠଯୋଡ଼ି ବିହାରରେ ରହୁଥିଲେ। ୨୫ ବର୍ଷୀୟ ଏହି ମହିଳା ଜଣଙ୍କ…

କାର୍ଯ୍ୟକ୍ଷମ ହେଲା ବିମାନବନ୍ଦର; ଏବେ ହୋଟେଲ ଖୋଲିବାକୁ ସରକାରଙ୍କୁ ନିବେଦନ କଲା ସଂଘ

ଭୁବନେଶ୍ୱର: କାର୍ଯ୍ୟକ୍ଷମ ହେଲା ଭୁବନେଶ୍ୱର ବିମାନବନ୍ଦର। ତେବେ ଲକଡାଉନ ଯୋଗୁଁ ବନ୍ଦ ହୋଇ ପଡି ରହିଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା (HRAO) । ଭୁବନେଶ୍ୱର ମ୍ୟୁନିସିପାଲ…

ଅନଲାଇନ ମଦ ବିକ୍ରି: ପ୍ରଥମ ଦିନରେ ୩୬,୦୦୦ ଟଙ୍କାର ଠକେଇ ଅଭିଯୋଗ !

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ଆରମ୍ଭ ହୋଇଛି ଅନଲାଇନ ମଦ ବିକ୍ରି। ପ୍ରଥମ ଦିନରେ ଭୁବନେଶ୍ୱରର ଜଣେ ଯୁବକ ମଦ ଦୋକାନୀ ବିରୁଦ୍ଧରେ ୩୬ ହଜାର ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଜଣେ ଯୁବକ ଅନଲାଇନରେ ପ୍ରାୟ ୧୦୦୦ ଟଙ୍କା ମୂଲ୍ୟର ମଦ…

ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡ଼ି

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜଳବାୟୁ ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୋମବାର ଦିନ ସୂଚନା ପ୍ରଦାନ କରିଛି । “ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ଜଳବାୟୁ କେରଳ ଛୁଇଁଥାଏ । ତେବେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁଁ…

ଓଡ଼ିଶାରେ ରୌଦ୍ରତାପ ଜାରି; ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଲା ୧୩ଟି ସହର

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗରମ । ରୌଦ୍ରତାପ ବୃଦ୍ଧି ଯୋଗୁଁ ସୋମବାର ଦିନ ସାରା ରାଜ୍ୟର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଆଜି ଟିଟିଲାଗଡ଼ର ସ୍ଥାନ ନେଇଛି ଶିଳ୍ପନଗରୀ ତାଳଚେର । ତାଳଚେରରେ ଆଜି ତାପମାତ୍ରା ବୃଦ୍ଧି ପାଇ ପାରଦ ଛୁଇଁଥିଲା ୪୪.୯ ଡିଗ୍ରୀ ସେଲସିୟସରେ ।…

ରଥଖଳାରେ ରଥଯାତ୍ରା ପ୍ରସ୍ତୁତି: ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ‘ଗୁଜ ଖୋଦେଇ’ କାର୍ଯ୍ୟ

ପୁରୀ: ପୁରୀର ବଡ଼ଦାଣ୍ଡ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଯେତେ ଯେତେ ଅଗ୍ରସର ହେଉଛି ସେତିକି ମାତ୍ରାରେ ରଥଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ସେତିକି ମାତ୍ରାରେ ସୃଷ୍ଟି ହେଉଛି । ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଭାବନାରେ ରଥଯାତ୍ରା ହେବାର ସକାରତ୍ମକ ଭାବନା ମଧ୍ୟ ବୃଦ୍ଧି ପାଇ ଚାଲିଛି ।…

ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପାଙ୍କ ଦେହାନ୍ତ

ଭୁବନେଶ୍ୱର : ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପା ତଥା ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଶ୍ୱଶୁର ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ତାଙ୍କର ଦେହାନ୍ତ ହୋଇଛି । ସେ ଜାମସେଦପୁର ଟାଟାନଗର ଅଂଚଳରେ ଶିଶୁ…

ଖୁବ୍ ଶୀଘ୍ର ଭାରତକୁ ମିିଳିବ ରାଫାଲ ଲଢ଼ୁଆ ବିମାନ

ପ୍ୟାରିସ: ଭାରତକୁ ଖୁବ୍ ଶୀଘ୍ର ରାଫାଲ ଲଢ଼ୁଆ ବିମାନ ମିଳିବ ବୋଲି ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୩୬ ରାଫାଲ ବିମାନ (୩୦ଟି ଯୁଦ୍ଧ ବିମାନ, ୬ଟି ଟ୍ରେନର ବିମାନ) ନେଇ ଉଭୟ ଦେଶ ମଧ୍ୟରେ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ୨୦୨୦ ଏପ୍ରିଲ ସୁଦ୍ଧା ଏହା ଭାରତକୁ ମିଳିବ ବୋଲି…

ପାଳନ ହେବ ବାବା ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା, ମିଳିଲା ଅନୁମତି

ଭୁବନେଶ୍ୱର: ପାଳନ ହେବ ବାବା ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ । କଟକଣା ଭିତରେ ସମ୍ପନ୍ନ ହେବ ଶୀତଳ ଷଷ୍ଠୀ ଯାତ୍ରା। ଏନେଇ ବିଏମ୍‌ସି କମିଶନର ପକ୍ଷରୁ ମିଳିଛି ଅନୁମତି । ବ୍ରାହ୍ମଣ ନିଯୋଗ ସମିତିର ପ୍ରସ୍ତାବକୁ ବିଏମ୍‌ସି ପକ୍ଷରୁ ସବୁଜ ସଂକେତ ମିଳିଛି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ…