Latest Odisha News

BREAKING NEWS

Browsing Category

ଫିଚର

ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ଦେଖାନ୍ତୁ ପ୍ରତିଭା

ଭୁବନେଶ୍ୱର : ଲକ୍‌ଡାଉନ ରେସିପିର ସଫଳତା ପରେ ଆମର ଦ୍ୱିତୀୟ ପ୍ରତିଯୋଗିତା ଭାବେ ଆମେ ଆଣିିଛୁ ‘କରୋନା କ୍ରିଏଟିଭିଟି’ । ଯାହା ଆପଣଙ୍କର ଓ ଆପଣଙ୍କ ନିକଟତମ ଲୋକଙ୍କ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆଣିପାରିବ । କୋଭିଡ୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ଘୋଷଣା ହୋଇଥିଲା…

ଷ୍ଟିଲ ସିଟିରେ ପୋଲିସ ବନାମ ପବ୍ଲିକ, କଂଟେନମେଂଟ୍ ଜୋନ୍‌କୁ ନେଇ ଉତ୍ତେଜନା

ରାଉରକେଲା: କଂଟେନମେଂଟ୍ ଜୋନକୁ ନେଇ ରାଉରକେଲାରେ ତୁମୁଳ କାଣ୍ଡ ଘଟିଛି । ସ୍ଥିତି ଏଭଳି ହୋଇଛି ଯେ, ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଜରାସ୍ତାରେ ନିଆଁ ଜଳିଛି, ବ୍ୟାପକ ଭଂଗାରୁଜା ବି ହୋଇଛି । ପୋଲିସ ଉପରକୁ ପଥରମାଡ କରିଛନ୍ତି ଉତ୍ତ୍ୟକ୍ତ ଜନତା । ଆମ ଅଂଚଳରୁ କଂଟେନମେଂଟ୍ ଜୋନ୍…

ଆଗାମୀ ୧ ମାସ ଆମ ପାଇଁ ବଡ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଡେଇଁ ଚାଲିଥିବା ବେଳେ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ…

ପବଜି ଖେଳ ହେଲା କାଳ: ଚାଲିଗଲା ଯୁବକଙ୍କ ପ୍ରାଣ

ଭୁବନେଶ୍ୱର: ଓଡିଶାର ନୂଆପଡା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ପବଜି ଖେଳୁ ଖେଳୁ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ସଦରଥାନା ସିଆଲଲଟି ଗ୍ରାମର ୨୧ ବର୍ଷୀୟ ଯୁବକ କ୍ଷୀରମୋହନ ମାଝି । କାନରେ ଇୟରକର୍ଡ଼ ଦେଇ ରେଳ ଧାରଣା ଉପରେ ପବଜି…

ଦିଲ୍ଲୀର ତୁଗଲକବାଦରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲାକବାଦରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ହେତୁ ପ୍ରାୟ ୧୫୦୦ ବସ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଶହ ଶହ ଲୋକ ଭୂମିହୀନ ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୫୦…

ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା

ତେଲେଙ୍ଗାନା: ତେଲେଙ୍ଗାନାର ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା । ୱାରଙ୍ଗଲ ପୋଲିସ କହିଛି ଯେ, ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବ ନିଜ ପ୍ରେମିକାର ହତ୍ୟା କରିସାରିଛି ଏହାର ରହସ୍ୟ ନ ଖୋଲୁ ସେଥିପାଇଁ ସେ ନଅ ଜଣଙ୍କୁ ହତ୍ୟା କରିଥିଲା । ଗିରଫ ହେବାପରେ…

କରୋନାଭାଇରସ କବଳରେ ଓଡ଼ିଶାର ୨୯ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାଛଡା ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲା ରେ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଓଡିଶାର ୩୦ଟି…

ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ଯୋଗଦାନ ନେଇ ଚୀନ କ୍ଷୁବ୍ଧ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତର ଗୁରୁତ୍ୱ ବଢ଼ୁଥିବାରୁ ପଡୋଶୀ ଚୀନ ଈଷ୍‌ର୍ାନ୍ୱିତ ହୋଇପଡିଛି । ନିକଟରେ ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ୨ ବିଜେପି ଏମପି ପ୍ରତିନିଧିତ୍ୱ କରିଥିଲେ । ତେବେ ସେମାନଙ୍କ ଅଂଶଗ୍ରହଣ ନେଇ ଚୀନ କ୍ଷୁବ୍ଧ ହୋଇଛି । ବିଜେପି ଏମପି…

କରୋନା ରୋଗୀଙ୍କ ଉପରେ ହାଇଡ୍ରକ୍ସିକ୍ଲୋରୋକୁଇନ ପରୀକ୍ଷଣକୁ ସାମୟିକ ଭାବେ ରୋକିଲା ଡବ୍ଲ୍ୟୁଏଚଓ

ଜେନେଭା:କରୋନା ରୋଗୀଙ୍କ ଉପରେ ହାଇଡ୍ରକ୍ସିକ୍ଲୋରୋକୁଇନ ପରୀକ୍ଷଣକୁ ସାମୟିକ ଭାବେ ରୋକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ଏହି ମେଡିସନ କରୋନା ରୋଗୀଙ୍କୁ ଦେଲେ ଜୀବନ ପ୍ରତି ବିପଦ ରହୁଛି ବୋଲି ଗବେଷଣାରୁ ଜଣାପଡିଛି । ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରସ ଗେବ୍ରେୟେସସ କହିଛନ୍ତି ।…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୯ କରୋନା ପଜିଟିଭ; ୧୫୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…