Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୯-୦୫-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ମାସ   ତା ୧୯ ରିଖ ମଙ୍ଗଳବାର ବୃଷ ୬ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଦ୍ବାଦଶୀ ତିଥି  ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର   ଘାତ ବାର :-ମକର ରାଶିର ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା ରାଶି…

‘ଅମ୍ଫାନ’ ଘୂର୍ଣ୍ଣିବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ’କୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ: ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି…

ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି ହେବା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ଼ ଅମ୍ଫାନ ଆଜି ମଧ୍ୟାହ୍ନରେ ମହାବାତ୍ୟାର ରୂପ ନେଇସାରିଛି । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ସମୁଦ୍ର ଭିତରେ ଏବେ ପବନର ବେଗ ଘଣ୍ଟା ପ୍ରତି ୨୨୦ରୁ ୨୩୦ ରହୁଛି । ଏହା ଦିଘା ଓ ବାଂଲାଦେଶର…

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା…

ବାତ୍ୟା ଅମ୍ଫାନ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୟୂରଭଞ୍ଜ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବାରିପଦା: ଆଉ କିଛି ଘଣ୍ଟା ପରେ ଓଡ଼ିଶା ପୁଣି ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛି । ବଙ୍ଗୋପସାଗରରେ ସୃୃଷ୍ଟ ‘ଅମ୍ଫାନ’ ବାତ୍ୟା ମାଡ଼ି ଆସୁଛି । ଏହି ମହାବାତ୍ୟାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳିବ । ଏହି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା…

ଆଜି ରାତିରେ ଏହି ୬ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡ଼ିଶାର ୬ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଏବଂ ଦେଓଗଡ଼…

ସୁନ୍ଦରବନରେ ମାଡ ହେବ ମହାବାତ୍ୟା ‘ଅମ୍ଫାନ’, ରଚିବ ତାଣ୍ଡବ

ଭୁବନେଶ୍ୱର: ଆସୁଛି ଅନେଶତ ଫର୍ମାଟର ମହାବାତ୍ୟା ‘ଅମ୍ଫାନ’ । ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ । ଭାରତୀୟ ପାଣିପାଗ ବିଭାଗ ମହାବାତ୍ୟା ଅମ୍ଫାନକୁ ନେଇ ଅପଡେଟ ନେଇ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ଫାନ। ଦୀଘା-ହାତିଆ ମଝିରେ ସୁନ୍ଦରବନ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଜୋନ୍ ଚିହ୍ନଟ କରିବେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ୪.୦ । ଏହା ମେ’ ୩୧ ଯାଏଁ ବଳବତ୍ତର ରହିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୪ର୍ଥ ପର‌୍ୟ୍ୟାୟର ଲକଡାଉନ ନିୟମ ପାଳନ କରିବେ । ମାତ୍ର ଏଥିରେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରଙ୍କୁ ଅଧିକ କ୍ଷମତା ମିଳିଛି ।…

ଦେଶଠୁ ରାଜ୍ୟରେ ମୃତ୍ୟୁ ହାର କମ୍‌, ରାତି ସୁଦ୍ଧା ପୂରା ହେବ ଲକ୍ଷେ ଟେଷ୍ଟ: ଅସିତ ତ୍ରିପାଠୀ

ଭୁବନେଶ୍ୱର: ଦେଶ ତୁଳନାରେ ରାଜ୍ୟରେ କମ୍ ରହିଛି ମୃତ୍ୟୁ ହାର । ଦେଶରେ ସଂକ୍ରମିତଙ୍କ ମୃତ୍ୟୁ ହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୦.୪୬ ପ୍ରତିଶତ ରହିଛି । ଏହି ମୃତ୍ୟୁହାର ଦେଶରେ ସର୍ବନିମ୍ନ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ଆହୁରି କହିଛନ୍ତି…