Latest Odisha News

BREAKING NEWS

Browsing Category

ଫିଚର

ଆଜି ରାଜ୍ୟରେ ଚିହ୍ନଟ ୭୩ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୩ ପଜିଟିଭ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୩ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେଳେ ଏମାନେ କ୍ୱାରେଣ୍ଟାଇନ ସେଣ୍ଟରର…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୩ ପଜିଟିଭ; ୬୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୩ ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ୪୬୫…

ଉଦବେଗ ହେଉଛି ସ୍ଥିତି: ଭାରତରେ ୭୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୫୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3722 #COVID19 cases & 134 deaths in the last 24…

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡିବ ମୋ ବସ୍

ଭୁବନେଶ୍ୱର: ଲକଡାଉନ ଯୋଗୁଁ ବାହାର ରାଜ୍ୟ ଅଥବା ଦେଶରେ ଫସି ରହିଥିବା ଅନେକ ପ୍ରବାସୀ ଓଡ଼ିଆ ଟ୍ରେନ୍‌ ଓ ବିମାନ ଯୋଗେ ଓଡ଼ିଶା ଫେରୁଛନ୍ତି । ଏହି ପ୍ରବାସୀ ମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଭିନ୍ନ କାରଣରୁ ଘରୋଇ ବସ୍‌ ଚଳାଚଳ ସମସ୍ୟା ଥିବାରୁ…

କାଳ ହେଉଛି ଘରବାହୁଡ଼ା: ସଡ଼କ ଦୁର୍ଘଟଣାରେ ୧୪ ଶ୍ରମିକ ମୃତ, ୫୦ ରୁ ଅଧିକ ଆହତ

ମୁମ୍ବାଇ: କାଳ ହେଲା ଘର ବାହୁଡା । ଶ୍ରମିକଙ୍କୁ ନେଇ ନିଜ ରାଜ୍ୟକୁ ଫେରୁଥୁବା ଆଉ ଏକ ବସ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଲକଡାଉନ ଯୋଗୁଁ ମଧ୍ୟପ୍ରଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୦୫-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା୧୪ ରିଖ ଗୁରୁବାର ବୃଷ ୧ ଦିନ ଜ୍ଯେଷ୍ଠ  ମାସ କୃଷ୍ଣ  ପକ୍ଷ ଅଷ୍ଟମୀ  ତିଥି  ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର-:  ତୁଳା ଓ କୁମ୍ଭ ରାଶିର      ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର…

ବାତ୍ୟା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରଭାବ: ମେ’ ୧୯, ୨୦ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଗତିପଥ ଓ ଦିଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବେ, ମାତ୍ର ଏହା ପୂର୍ବରୁ ପାଣିପାଗ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ବାଂଲାଦେଶର ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଅନ୍ୟ କେତେକ ପାଣିପାଗ ବିଶେଷଜ୍ଞଙ୍କ…

ଆସନ୍ତୁ ଜାଣିବା କିପରି ଶହ ଶହ ବାଦୁଡିଙ୍କ ସହ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ନେତ୍ରହୀନ ମହିଳା

ଅହମ୍ମଦାବାଦ:କରୋନା ଭାଇରସ ବାଦୁଡିଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି । ଫଳରେ ବାଦୁଡିକୁ ଦେଖିଲେ ମନ ଭିତରେ ଭୟ ସଂଚାର ହେଉଛି । ଆସନ୍ତୁ ଜାଣିବା କିପରି ଏହି ଭୟର ବାତାବରଣ ଭିତରେ ଜଣେ ଦୃଷ୍ଟିହୀନ ୭୫ ବର୍ଷୀୟା ମହିଳା ଶହ ଶହ ବାଦୁଡିଙ୍କ ମେଳରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ।…

କରୋନା ମୁକାବିଲା ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବୁଧବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳଙ୍କର ବଦଳି ହୋଇଛି । ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର…

ତାମିଲନାଡୁରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ୍‌; ଆସନ୍ତାକାଲିଠୁ ବଲାଙ୍ଗୀର ସହରରେ କର୍ଫ୍ୟୁ ଘୋଷଣା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଆସନ୍ତାକାଲି କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ସ୍ଥିତି ନେଇ ଆଜି ଘୋଷଣା କରିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ । ଗୁରୁବାର ଦିନ ୧୦ଟା ୪୦ରେ ବଲାଙ୍ଗୀର ରେଳ ଷ୍ଟେସନରେ ତାମିଲନାଡୁରୁ…