Latest Odisha News

BREAKING NEWS

Browsing Category

ଫିଚର

କିଲର କରୋନା ନେଲା ଜାପାନର ସୁମୋ ପହିଲମାନଙ୍କ ଜୀବନ

ଟୋକିଓ: କିଲର କରୋନା୨୮ ବର୍ଷ ବୟସ୍କ ଜାପାନର ସୁମୋ ପହିଲମାନ ସୋବୁଶିଙ୍କଙ୍କ ଜୀବନ ନେଇଛି । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏବଂ ଏକାଧିକ ଅଙ୍ଗ କାର‌୍ୟ୍ୟକ୍ଷମ ନହେବାରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ଟୋକିଓର ଟାକାଦାଗାୱା ଦଳର ସମ୍ପୃକ୍ତ ପହିଲମାନ ଏକ ମାସ ଧରି ଏହି ରୋଗ ସହ ଲଢିବା…

କରୋନା ଭାଇରସ ନେଇ ଚୀନ ଡବ୍ଲ୍ୟୁଏଚଓ ଉପରେ ଚାପ ପକାଇଥିଲା : ସିଆଇଏ

ଓ୍ବାଶିଂଟନ: ଆମେରିକାର ସେଣ୍ଟ୍ରାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ମଙ୍ଗଳବାର ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛି । କରୋନା ଭାଇରସ ସମ୍ପର୍କୀତ ତଥ୍ୟ ଲୁଚାଇବା ପାଇଁ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଉପରେ ଚାପ ପକାଇଥିଲା ବୋଲି ସିଆଇଏ କହିଛି । ପୃଥିବୀରେ କରୋନା ସଂକ୍ରମଣ…

କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ୱର : ରାଜ୍ୟର ସବୁଠୁ ବୟସ୍କ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେଲେ । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାଜପୁରର ୮୫ ବର୍ଷୀୟ ବୃଦ୍ଧା ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଛନ୍ତି । ବୃଦ୍ଧାଙ୍କର ଓଜନ ଥିଲା ମାତ୍ର ୨୨ କିଲୋଗ୍ରାମ । ତାଙ୍କୁ ନେଇ ଡାକ୍ତରଙ୍କର ଅନେକ ଆଶଙ୍କା…

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ନିର୍ମାଣ ସେବକମାନଙ୍କଠାରୁ ସ୍ୱାବ୍ ଟେଷ୍ଟ ଲାଗି ନମୂନା ସଂଗ୍ରହ କରାଯାଇଛି । ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ…

୭୦୦ ଜମାତିଙ୍କ ପାସପୋର୍ଟ, କାଗଜପତ୍ର ଜବତ

ନୂଆଦିଲ୍ଲୀ: ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି । ଦିଲ୍ଳୀ ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ଭାବରେ ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି…

ଫିଟନେସ,ଅର୍ଥ ପାଇଁ ଫୁଡ ଡେଲିଭରି ବୟ କାମ କଲେ ଅଲିମ୍ପିକ ପଦକ ବିଜେତା

ଟୋକିଓ: କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ପାଇଁ ଘୁଚାଂଇ ଦିଆଯାଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଅସୀଚାଳକ ରେୟୋ ମିୟାକି ଫିଟନେସ ଓ ଅର୍ଥ ରୋଜଗାର ପାଇଁ ଫୁଡ ଡେଲିଭରି ବୟ କାର୍ଯ୍ୟ କରୁଛନ୍ତି । ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ଏହା ସତ୍ୟ ।…

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ବାହାରୁ ଓଡ଼ିଶାକୁ ଏବେ ପ୍ରବାସୀମାନେ ଆସୁଛନ୍ତି । ଟ୍ରେନ୍ ଏବଂ ବିମାନରେ ସେମାନଙ୍କୁ ଅଣାଯାଉଛି । ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଟ୍ରେନ୍ ଯିବାଆସିବା କରୁଛି । ଏଥିପାଇଁ ସ୍ୱତନ୍ତ୍ର ବିମାନ ଓ ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡାଲଇନ୍ ଜାରି କରିଛନ୍ତି । ଏ ନେଇ…

ଦାଦନ ଦୁଃଖ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା…

ଡିସକମ୍ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି କମ୍ପାନୀଗୁଡିକ ପାଇଁ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ଏହି ଅର୍ଥକୁ…

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ…