Latest Odisha News

BREAKING NEWS

Browsing Category

ଫିଚର

ସରକାରୀ କର୍ମଚାରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଆସିଲା ବସ

ଭୁବନେଶ୍ୱର: କଟକ ରୁ ଭୁବନେଶ୍ୱର ଗଡ଼ିଲା ସରକାରୀ ବସ।ଆଜି ସରକାରୀ କର୍ମକର୍ମଚାରୀଙ୍କୁ ନେଇ ସିଡିଏ ରୁ ବାଦାମବଡି ଦେଇ ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ଏହି ବସରେ ୨୦ ଜଣ ଯାତ୍ରୀ ଥିବା ଜଣାପଡିଛି । ତେବେ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ…

ଦେଶରେ ବିଗୁଡୁଛି ସ୍ଥିତି: ୭୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪୧୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3525 #COVID19 cases and 122 deaths in the last 24 hours;…

କେନ୍ଦୁଝରରୁ ଚିହ୍ନଟ ୨ ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା ପଜିଟିଭ। ଚିହ୍ନଟ ପଜିଟିଭ ବ୍ୟକ୍ତି ଦ୍ବୟ ଧଙ୍କା ଗ୍ରାମ ପଞ୍ଚାୟତ ଏବଂ ଧନଞ୍ଜୟପୁର ଗ୍ରାମ ପଂଚାୟତର ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ଏହି ଦୁଇ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା…

ଗମ୍ଭୀର ହେଉଛି ସ୍ଥିତି: ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦୧ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା ୫୩୮ ଛୁଇଁଲା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ସକାଳୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୧ ଜଣ ପଜିଟିଭ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଚିହ୍ନଟ ୧୦୧…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୫-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୧୩ ରିଖ ବୁଧବାର ମେଷ ୩୧ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ସପ୍ତମୀ   ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର   ଘାତ ବାର-:  କର୍କଟ ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜି:  ତାଳ…

୪ଟି ଜିଲ୍ଲାରେ କରୋନା ସ୍ଥିତି ପରଖିବେ ୧୫ ଓଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ସ୍ଥିତି ପରଖିବା ଲାଗି ରାଜ୍ୟ ସରକାର ମଙ୍ଗଳବାର ଦିନ ୪ଟି ଜିଲ୍ଲା ଲାଗି ୧୫ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏହି ଅଧିକାରୀମାନଙ୍କୁ ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ଲାଗି ଦାୟିତ୍ୱ ଅର୍ପଣ କରାଯାଇଛି…

ବନ୍ଦେ ଭାରତ ଅଭିଯାନ: ୫ ଦିନରେ ବିଦେଶରୁ ଫେରିଲେ ୬୦୩୭ ଜଣ ପ୍ରବାସୀ

ନୂଆଦିଲ୍ଲୀ: ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି । ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରତୀୟମାନଙ୍କୁ ଏବେ ଲେଉଟାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । କୋଭିଡ଼-୧୯ ମହାମାରୀ…

କରୋନାକୁ ସାଙ୍ଗରେ ନେଇ ଚାଲିବାକୁ ପଡିବ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ…

ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହେଉଛି କରୋନା: ୪୦ ବର୍ଷର ସର୍ବ ନିମ୍ନସ୍ତରରେ କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ : ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହେଉଛି କରୋନା ମହାମାରୀ । ଲୋକମାନେ ଘରେ ରହିବା ଫଳରେ କାର୍ବନ ଡାଇଓକ୍ସାଇଡର ମାତ୍ରା ୪୦ ବର୍ଷରେ ସର୍ବ ନିମ୍ନ ସ୍ତରକୁ ଆସିଛି । ଏହା ସହ ଜୀବାଶ୍ମ ଇନ୍ଧନର ସୀମିତ ବ୍ୟବହାରରୁ ମଧ୍ୟ ପ୍ରତିଯୋଗିତା ଭା​‌​‌ବେ ହ୍ରାସ ପାଇଛି । ମାର୍ଚ୍ଚ ଶେଷ…

ମୋଦିଙ୍କ ମନ୍ତ୍ର ‘ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ’, ଲୋକାଲ ବ୍ରାଣ୍ଡ୍‌କୁ ଗ୍ଲୋବାଲ କରିବା ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଲକ୍ ଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କରୋନା ବିପର୍ଯ୍ୟୟ ସମୟ ଆମକୁ ଏହି ଶିକ୍ଷା ଦେଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଦୋକାନଠୁ ଆରମ୍ଭ କରି ସ୍ଥାନୀୟ…