Latest Odisha News

BREAKING NEWS

Browsing Category

ଫିଚର

ଗ୍ରୀନ ଜୋନରେ ଗଡିବ ବସ୍ ! ମୁଖ୍ୟମନ୍ତ୍ରୀଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟର ଗ୍ରୀନ ଜୋନରେ ଚାଲିପାରେ ବସ୍ । କେନ୍ଦ୍ର ସରକାର ଲକଡାଉନ୍ ୩.୦ ଗାଇଡଲାଇନରେ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟରେ ବସ୍ ଚଳାଚଳ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏନେଇ ରାଜ୍ୟ ବସ୍ ମାଲିକ ସଂଘ ସହ ଆଲୋଚନା…

ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଭଦ୍ରକ: ମାରଣାଅସ୍ତ୍ର ଦେଖାଇ ଗ୍ୟାସ୍ ଏଜେନ୍ସି କର୍ମଚରୀଙ୍କ ଠାରୁ ଲୁଟ୍ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଏଭଳି ଘଟଣା ଘଟିଛି । ପାଳିଆବିନ୍ଦା ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିଙ୍କ ଠାରୁ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା…

କ୍ବାରେନଣ୍ଟାଇନ ନିୟମ ମାନିବାକୁ ପ୍ରବାସୀ ଶ୍ରମିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଥିବା ପ୍ରବାସୀ ଶ୍ରମିକମାନେ କ୍ବାରେନଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସଙ୍ଗରୋଧ ନିୟମ କଡାକଡି ପାଳନ କରିବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ ସାମାନ୍ୟ ଅସାବଧାନତା ସମାଜକୁ ବିପଦରେ…

ରାଉରକେଲାରେ ୨୯ ବର୍ଷୀୟା ମହିଳା କରୋନା ପଜିଟିଭ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରାଉରକେଲା ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି। ଏଥିସହିତ ଓଡ଼ିଶାରେ କରୋନା ପଜିଟିଭ ମାମଲା ୧୬୩ ଛୁଇଁଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଟ୍ବିଟ କରାଯାଇଛି।…

ଲକଡାଉନ ୩.୦: ଓଡ଼ିଶାରେ ବନ୍ଦ ରହିବ ଟ୍ୟୁସନ କ୍ଲାସ୍

ଭୁବନେଶ୍ୱର: ଓଡ଼ିଶାରେ ଲକଡାଉନ ଅବଧି ବୃଦ୍ଧି ପାଇଥିବା ବେଳେ ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ଯେ ଏହି ବର୍ଦ୍ଧିତ ଲକଡାଉନ୍ ସମୟରେ କୌଣସି ଟ୍ୟୁସନ କ୍ଲାସ୍ ଖୋଲାଯାଇପାରିବ ନାହିଁ। ଯଦି କେହି ନମାନନ୍ତି ତେବେ ଉଲ୍ଲଂଘନକାରୀମାନେ ଆଇନ…

ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ଆଉ ଏକ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ ସୁନ୍ଦରଗଡରେ ମୋଟ ୧୧ଟି ମାମଲା ରହିଛି ଏବଂ ସେମାନଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୦୫-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୦୪ ରିଖ ସୋମବାର ମେଷ ୨୨ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର  କନ୍ୟା ଚନ୍ଦ୍ର ଘାତ ବାର-: ମିଥୁନ  ରାଶିର             ଘାତ ଚନ୍ଦ୍ର-:…

ଲକଡାଉନ ଅବଧି ଏପ୍ରିଲ ମାସରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ ୫୨ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ: ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ ୫୨ କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା…

କୋଭିଡ-୧୯ ସମୟରେ ଜନସାଧାରଣଙ୍କ ସହାୟତା ଲାଗି ଦେଶବ୍ୟାପୀ ସ୍ଥାନୀୟ ପ୍ରଶାସନର ପଦକ୍ଷେପ ଜାରି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସଂକ୍ରମଣ ନିରାକରଣ ନିମନ୍ତେ ସାରା ଦେଶରେ ରାଜ୍ୟ, ଜିଲ୍ଲା ଓ ପଞ୍ଚାୟତସ୍ତରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକ ସହିତ…

କାଲିଠୁ ଆରମ୍ଭ ଲକ୍ ଡାଉନ ୩: ଜାଣନ୍ତୁ ଓଡିଶାର କେଉଁ ଜିଲ୍ଲା କେଉଁ ଜୋନରେ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଦେଶର ବିଭିନ୍ନ ଜିଲ୍ଲା ଓ ଅଂଚଳକୁ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ତିନିଟି ଜୋନରେ ବିଭକ୍ତ କରାଯାଇଛି । ସଂକ୍ରମଣ ବଢୁଥିବା କିମ୍ବା ବଢିବାର ସଂମ୍ଭାବନା ଥିବା ଜିଲ୍ଲା ବା…