Latest Odisha News

BREAKING NEWS

Browsing Category

ଫିଚର

ପାସ୍ ନଥିଲେ ଓଡ଼ିଶା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିନା ପାସ୍‌ରେ ଓଡ଼ିଶା ଆସି ପାରିବେ ନାହିଁ ପ୍ରବାସୀ ଓଡ଼ିଆ । ବାହାରୁ ଆସୁଥିବା ବସ୍ ପାଇଁ ପାସ୍ ବାଧ୍ୟତାମୂଳକ । ବିନା ପାସ୍‌ରେ ବସ୍ ଆସିଲେ ଓଡ଼ିଶା ସୀମା ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।…

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ତେବେ ଗଞ୍ଜାମର ବେଗୁନିଆପଡା…

କ୍ୱାରେଂଟିନ ନିୟମ ଭାଙ୍ଗିଲେ ଗିରଫ ହେବେ: ସରକାର

ଭୁବନେଶ୍ୱର: ଏଣିକି କ୍ୱାରେଂଟିନ୍ ନିୟମ ଭାଙ୍ଗିଲେ ଆଉ ତ୍ରାହି ନାହିଁ । କଟକଣା ଉଲ୍ଲଂଘନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ନିୟମ ଭଙ୍ଗକାରୀଙ୍କୁ ଗିରଫ କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ପ୍ରବାସୀ…

ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନିୟମିତ ସ୍ତମ୍ଭ: ଆରୋଗ୍ୟ ଆପଣମାନଙ୍କ ପାଇଁ ଯେଉଁମାନେ ମାସ୍କ ପିନ୍ଧିବାକୁ ଚାହାନ୍ତି ନାହିଁ କିମ୍ବା ଭାବନ୍ତି ଲୋକମାନେ କୋଭିଡ୍‌-୧୯ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା କରୁଛନ୍ତି, ଦୟାକରି ମନେରଖନ୍ତୁ ଏବଂ ଯେଉଁମାନେ…

ପ୍ରଳୟଙ୍କରୀ ‘ଫନୀ’ କୁ ବର୍ଷେ; ଆଜିବି ଲିଭିନି ମନରୁ ସେ ଭୟଙ୍କର ଦୃଶ୍ୟ

ଭୁବନେଶ୍ୱର: ଆଜିକୁ ଠିକ ବର୍ଷେ ବିତିଯାଇଛି ପ୍ରଳୟଙ୍କରୀ ବାତ୍ୟା ଫନୀକୁ ।୨୦୧୯ ମେ' ମାସ ତିନି ତାରିଖ,କଥା ମନେ ପଡିଲେ ଆଜି ଦେହ ଶୀତେଇ ଉଠେ, ଛାତି ଭିତରେ ଗୋଟିଏ ଅଜଣା ଭୟ ଉଙ୍କିମାରି ଉଠେ । ମନଙ୍କୁ ଆମୋଦିତ କରିଥିବା ପବନ ଯେ ଏତେ ଭୟଙ୍କର ହୋଇପାରେ ତାହା ସେହି ଦିନ ଛାତିଥରା ଦୃଶ୍ୟକୁ…

ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୬୧ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । 2nd Health Update, 3rd May, 2020 One new Case in Balasore 34 yr Male (West Bengal returnee.…

ଝିଅ ମୃତ୍ୟୁର ଦୁଇଦିନ ପରେ କାମରେ ଯୋଗ ଦେଲେ ହୋମଗାର୍ଡ ମାଆ

ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ । ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା,…

ବାରମ୍ବାର ଦୁର୍ଘଟଣା ଯୋଗୁଁ ବଦଳିବ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ ରୁଟ୍

ଭୁବନେଶ୍ୱର: ଓଡ଼ିଶା କନ୍ଧମାଳ ଜିଲ୍ଲାର କଳିଙ୍ଗଘାଟିରେ ୨୪ ଘଣ୍ଟା ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଦୁଇଟି ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଗତକାଲି ସୁରତରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ବସ୍ ଗଞ୍ଜାମ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ…

[ଦେଖନ୍ତୁ] କରୋନା ଯୋଦ୍ଧାଙ୍କୁ ବାୟୁସେନାର ସମ୍ମାନ: କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ: କରୋନାଭାଇରସ୍ କାରଣରୁ ବିଶ୍ୱବ୍ୟାପୀ ସଙ୍କଟ ମଧ୍ୟରେ ମାନବିକତାର ସେବା ଯୋଗାଇ ଦେଉଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ରବିବାର ସକାଳେ କୋଭିଡ୧୯ ହସ୍ପିଟାଲ ଗୁଡିକ ଉପରେ ଫୁଲ ବର୍ଷା କରିଛି ବାୟୁସେନା ବିମାନ । #WATCH: Navy chopper showers flower…

କଳିଙ୍ଗଘାଟିରେ ଦୁର୍ଘଟଣାଗସ୍ତ ହେଲା ପ୍ରବାସୀ ଓଡ଼ିଆଙ୍କୁ ସୁରତରୁ ନେଇ ଆସୁଥିବା ଆଉ ଏକ ବସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟିରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ଦ୍ୱିତୀୟ ଥର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଟି ବସ । ସୁରତରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ ରବିବାର ଦିନ ପାହାଡ ଅଞ୍ଚଳର ରାସ୍ତା କଡରେ ଥିବା ବ୍ୟାରିକେଡ୍ ଧକ୍କା ହୋଇଛି । ଏଥିରେ…