Latest Odisha News

BREAKING NEWS

Browsing Category

ଫିଚର

ହଠାତ୍ ବେକାବୁ ହେଲା ପିଆଜ ଦର, ଆଗକୁ ଏହା ବଢିବ ନା କମିବ ?

ମୁମ୍ବାଇ: କିଛି ଦିନ ପୂର୍ବରୁ ବଜାରରେ ବିଭିନ୍ନ ପରିବାର ଦର ବଢିଥିଲା। ଯାହାକୁ ନେଇ ଦେଖିବାକୁ ମିଳିଥିଲା ଖାଉଟି ଅସନ୍ତୋଷ। ତେବେ ଏବେ ଆଉ ଥରେ ବଜାରରେ ପିଆଜ ଦର ବୃଦ୍ଧି ହୋଇପାରେ ବୋଲି ଏକ ରିପୋର୍ଟ ଆସିଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି ବା ଗ୍ରାହକ। ଅକାରଣ ନବରାତ୍ରୀ ପରେ…

QR କୋଡରେ ସ୍କାନ କରୁଥିଲେ ସାବଧାନ ! ହୋଇପାରେ ଆକାଉଣ୍ଟ ଲୁଟ୍‌

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ହେଉ ବା କୌଣସି ସେବା ଆକ୍ସେସ କରିବା ପାଇଁ ହେଉ, ଆମେ QR କୋଡ ସ୍କାନ କରିଥାଉ । ହେଲେ ସାବଧାନ ! ଏପରି ସ୍କାନ ପାଇଁ କେତେବେଳେ ଆପଣ ବଡ ଧରଣର ସ୍କାମରେ ପଡି ପାରନ୍ତି । ଗୋଟିଏ ସ୍କାନ ଆପଣଙ୍କର ସବୁ ଡାଟା ଚୋରି କରି ନେଇପାରେ । ତେବେ ଏଥିରୁ ବଞ୍ଚିବା…

ବଦଳିଲେ କଟକ ଜିଲ୍ଲାପାଳ : ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି । କଟକ ଜିଲ୍ଲାପାଳ ଭବାନୀ ଶଙ୍କରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।  ନରହରି ସେଠୀ ହେଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କରଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।…

କଂଗ୍ରେସରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ବର : କଟକରେ ମୋକିମ୍ ଓ ପିସିସି ସଭାପତିଙ୍କ ଭେଟ ଘାଟକୁ ନେଇ ବଢିଲା ଚର୍ଚ୍ଚା। କିଛି ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍  । ସେ କହିଛନ୍ତି ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ  । ଦଳ…

ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି: ବିଏସ ୟେଦ୍ୟୁରପ୍ପାଙ୍କୁ ଯୋଗାଇ ଦିଆଯିବ Z+ ସୁରକ୍ଷା

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। ଗୃହ ମନ୍ତ୍ରଣାଳୟ ୟେଦ୍ୟୁରପ୍ପାଙ୍କୁ Z ବର୍ଗର ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେଇଛି। ଏହି ସୁରକ୍ଷା କେବଳ କର୍ଣ୍ଣାଟକରେ ଯୋଗାଇ ଦିଆଯିବ ଏବଂ ଖୁବ ଶୀଘ୍ର…

ଇସ୍ରାଏଲରେ ଆକ୍ରମଣ ପାଇଁ ଇରାନରେ ପ୍ରଶିକ୍ଷଣ ନେଇଥିଲେ ହମାସ ଆତଙ୍କବାଦୀ

ତେହେରାନ: ଇସ୍ରାଏଲ ସୀମାରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିବା ହମାସ ଆତଙ୍କବାଦୀ ଇରାନରେ ପ୍ରଶିକ୍ଷଣ ନେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ହମାସ ଓ ଫିଲିସ୍ତାନୀ ଇସଲାମିକ ଜିହାଦର ୫୦୦ ସଦସ୍ୟ ଗତ ମାସରେ ଇରାନର ଇସଲାମିକ…

ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଇବାବେଳେ ହୋଇଥିଲେ ନିଖୋଜ : ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ

ବ୍ରହ୍ମଗିରି :  ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ବିକ୍ରମଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୂତାବକ ଗତକାଲିଠାରୁ ବିକ୍ରମ ଟ୍ୟୁରିଷ୍ଟ ବୋଟ ନେଇ ୫ ଜଣଙ୍କୁ ବୁଲାଇବା ପାଇଁ ଚିଲିକା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା : ଡାକ୍ତର ନଥିବାରୁ ରୋଗୀ ଦେଖିଲେ ବିଧାୟକ

ରାଜଗାଙ୍ଗପୁର: ପୂରଣ ହେଉନି ଡାକ୍ତରୀ ପଦବୀ  । ରାଜ୍ୟରେ ଏମିତି ଅନେକ ମେଡିକାଲ ରହିଛି  । ଯେଉଁଠି ଉପଯୁକ୍ତ ଡାକ୍ତର ନଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।…

ରାଜସ୍ଥାନରେ ଘାଣ୍ଟିଲା ଇଡି: ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ସମନ; ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ ଛାପା

ନୂଆଦିଲ୍ଲୀ: ରାଜସ୍ଥାନରେ ଘାଣ୍ଟୁଚି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବାବେଳେ ଅନ୍ୟପକ୍ଷେ କଂଗ୍ରେସର ପ୍ରମୁଖ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁରସ୍ଥିତ…