Latest Odisha News

BREAKING NEWS

ଭଦ୍ରକର ୩୨ଟି ପଂଚାୟତ ସର୍ଭିଲେନ୍ସ ଜୋନ ଘୋଷଣା

ଭଦ୍ରକ: କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ହଟ୍‌ସ୍ପଟ ଜୋନ୍‌ରେ ରହିଛି ଭଦଷ୍ଠଳ ଜିଲ୍ଲା । ଏଥିପାଇଁ ଭଦ୍ରକର ୩୨ ଗୋଟି ପଂଚାୟତକୁ ସର୍ଭିଲେନ୍ସ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ୩୨ଟି ପଂଚାୟତରେ ୧୦ରୁ ଅଧିକ କୋଲକତା ଫେରନ୍ତା ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ବର୍ତ୍ତମାନ ଯାଏଁ ଭଦ୍ରକରେ ୧୯ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୭ ଜଣଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.