Latest Odisha News

BREAKING NEWS

Browsing Category

ଫିଚର

୫୫୦ କିମି ରାସ୍ତା ଦୌଡି ଦୌଡି ପୁରୀରେ ପହଞ୍ଚିଲେ ଅନୀଲ; କାଳିଆ ଦର୍ଶନ କରି କୃତକୃତ୍ୟ ହେଲେ

ପୁରୀ: ଡାକୁଥିଲା ଜଗା । ଏଡାଇ ପାରିଲେନି କାଳିଆର ଆମନ୍ତ୍ରଣ । ତେଣୁ  ଝାରସୁଗୁଡାରୁ ଆସିଲେ ପୁରୀ ପୁଣି ଦୌଡ ଦୌଡି  ।  କାଳିଆ ଦର୍ଶନ କରି ଭକ୍ତିରେ ବିଭୋର ହୋଇପଡିଛନ୍ତି ଅନିଲ ଗୁପ୍ତା । ଦୀର୍ଘ ୫୫୦ କିଲୋମିଟର ରାସ୍ତା ଚାଲି ଚାଲି ଆସିବାର କ୍ଳାନ୍ତି ଯେମିତି ତାଙ୍କର ଗୋଟିଏ…

ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବା କ୍ଷତି ଭରଣା ଉଦ୍ୟମ ବୋଲି କହିଲା କଂଗ୍ରେସ, ବିଜେପି କହିଲା-ଏଣିକି ଲଢେଇ…

ଭୁବନେଶ୍ୱର:‘ଆଶ୍ଚର୍ଯ୍ୟଚକିତ ନୁହେଁ, ମୁଁ ଏହା ପୂର୍ବରୁ ଅନୁମାନ କରୁଥିଲି ।’ ୫ଟି ସଚିବ ଭିକେ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖି ଏକଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗତକାଲି ରାତିରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୫ଟି ସଚିବ…

ଦୁଇ ବନ୍ଧକଙ୍କୁ ଛାଡିଲା ହମାସ: ସେପଟେ ଇସ୍ରାଏଲର ଘୋଷଣା-ଗାଜାରେ ହମାସ ଶାସନ ରହିବ ନାହିଁ

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ । ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର…

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ହୃଦଘାତ: ଶୋଇବା ଘର ଚଟାଣରେ ପଡିଥିଲେ

ମସ୍କୋ:ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦୀର୍ଘମାସ ଧରି ଅନେକ କଥା ଶୁଣିବାକୁ ମିଳେ । ଏମିତି ସ୍ଥିତିରେ ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ଶୁଣିବାୁ ମିଳିଛି । ଏହି ଖବର ଟେଲିଗ୍ରାମ ଗ୍ରୁପ ଜେନେରାଲ ଏସବିଆରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି । ଏହି…

ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, 5T ଚେୟାରମ୍ୟାନ ହେଲେ ପାଣ୍ଡିଆନ୍

ଭୁବନେଶ୍ଵର: ସ୍ଵେଚ୍ଛାକୃତ ଅବସର ନେଲା ପରେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । 5T ଅଧକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ ଭିକେ ପାଣ୍ଡିଆନ । କ୍ୟାବିନେଟ ମନ୍ତ୍ରୀ ଭାବରେ 5T ଓ ନବୀନ ଓଡିଶାର ଚେୟାରମ୍ୟାନ ହେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ସିଧାସଳଖ କାମ କରିବେ…

ତାଇବାନରେ ସକାଳୁ ସକାଳୁ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ତାଇପେ: ତାଇୱାନ ରାଜଧାନୀ ତାଇପେରେ ମଙ୍ଗଳବାର ସକାଳୁ ସକାଳୁ ଅନୁଭୂତ ହୋଇ ଯାଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏଥିସହିତ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନିଉଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ଭୂକମ୍ପ ପ୍ରଭାବରେ ତାଇପେର…

ପାଲନପୁରରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ଦୁଇ ମୃତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାନ୍ଧୀନଗର: ଗୁଜୁରାଟର ପାଲନପୁରରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ବ୍ରିଜର ଭଙ୍ଗା ଅଂଶ ସିଧାସଳଖ ଟ୍ରାକ୍ଟର ଏବଂ ରିକ୍ସା ଉପରେ ପଡିଛି। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବ୍ରିଜର ଭଙ୍ଗା ଅଂଶ ତଳେ ଜଣେ ବ୍ୟକ୍ତି ପୋତି ହୋଇଥିବାର ନଜର ଆସିଥିବା ବେଳେ ଉକ୍ତ ଘଟଣାରେ…

ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ଚେହେରାଙ୍କ ଅବସର

ଭୁବନେଶ୍ୱର: ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ଅବସର ଗ୍ରହଣ। 20 ଦିନ ବ୍ୟବଧାନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନ ଅବସର ଗ୍ରହଣ କରିଛନ୍ତି। ଜଣେ ସଚିବଙ୍କୁ ପ୍ରଶ୍ନ କରି ଚର୍ଚ୍ଚାକୁ ଆସି ନିଜ ଦ୍ବାରା ପ୍ରତିଷ୍ଠା ହୋଇଥିବା ଦୈନିକ ଖବରକାଗଜ ସମ୍ବାଦରୁ ଅବସର ଗ୍ରହଣ…

ବିଶ୍ୱକପ କ୍ରିକେଟ: ଦିନିକିଆରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ସୋମବାର ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ୮ ୱିକେଟରେ ଐତିହାସିକ ବିଜୟ ହାସଲ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଆଫଗାନିସ୍ତାନ ଖେଳାଳି ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । ୨୮୩ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୯ ଓଭରରେ ୨ ୱିକେଟ ହରାଇ ହାସଲ…

ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍, ଦମ୍ପତିଙ୍କ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଲିଭ-ଇନ୍ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଲିଭ୍-ଇନ୍ ରିଲେସନସିପ୍ ଉପରେ ମନ୍ତବ୍ୟ ଦେଇ ହାଇକୋର୍ଟ ଏହାକୁ ଟାଇମ ପାସ୍ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଶ୍ଚିତ ଭାବରେ ଲିଭ-ଇନ୍ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି, କିନ୍ତୁ…