Latest Odisha News

BREAKING NEWS

Browsing Category

ଫିଚର

ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ, ୭୬ ବର୍ଷ ପରେ କରତାରପୁର କରିଡରରେ ଭାଇ ଭଉଣୀ ଏକାଠି

ନୂଆଦିଲ୍ଲୀ: ୭୬ ବର୍ଷ ତଳେ ଦେଶ ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ସମ୍ପର୍କୀୟ ଭାଇ ଭଉଣୀ ରବିବାର ପାକିସ୍ତାନର କରତାରପୁର କରିଡରରେ ଏକାଠି ହୋଇଥିଲେ। ଦୁଇ ସମ୍ପର୍କୀୟ ଭାଇ ମହମ୍ମଦ ଇସ୍ମାଇଲ ଏବଂ ସୁରିନ୍ଦର କୌର ଦୀର୍ଘ ଦଶନ୍ଧି ପରେ କରତାରପୁରର ଗୁରୁଦ୍ୱାର ଦରବାର ସାହିବରେ ଭେଟ ହୋଇଥିଲେ।…

ବୋମିଖାଲ ଦୁର୍ଗାମଣ୍ଡପରୁ ମହିଳାଙ୍କ ପର୍ସ ଚୋରି, ଆଠ ଲୁଟେରା ଗିରଫ

ଭୁବନେଶ୍ୱର: ବୋମିଖାଲ ଦୁର୍ଗାପୂଜା ମଣ୍ଡପରେ ମହିଳାଙ୍କ ପର୍ସ ଚୋରି କରୁଥିବା ଆଠ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ଦାସ, ମୁକେଶ ଦାସ, ରାହୁଲ କୁମାର, ଅମୀର ଦାସ, ଗୁରୁଦେବ କୁମାର, ଚନ୍ଦନ କୁମାର, ଧୀରଜ କୁମାର ଓ ରୋହିତ କୁମାର। ଏମାନେ ସମସ୍ତେ…

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଅଧିକ ସଂଖ୍ୟକ ଲୋକ ଆହତ ହୋଇଥିବାରୁ ମୃତ୍ୟୁସଙ୍ଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଅନ୍ତର୍ଜାତୀୟ…

ଆଫଗାନିସ୍ତାନ ସମ୍ମୁଖରେ ୨୮୩ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

ଚେନ୍ନାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୨୮୩ ରନର ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅବଦୁଲ୍ଲ ସଫିକ ଓ ଇମାମ ଉଲ ହକ ପ୍ରଥମ ୱିକେଟରେ ୫୬ ରନ କରିଥିଲେ । ଇମାମ…

ବିଜେପି ନେତାଙ୍କ ସହ ବନ୍ଧୁତ୍ୱ ରହିବ: ନୀତୀଶଙ୍କ ବୟାନ ପରେ ତେଜସ୍ବୀଙ୍କ କଟାକ୍ଷ

ପାଟଣା: ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋମବାର କଟାକ୍ଷ କରିଛନ୍ତି। ନୀତୀଶ କୁମାର କହିଥିଲେ ଯେ, ସେ ଜୀବନ ଥିବା ଯାଏଁ ବିଜେପି ନେତାଙ୍କ ସହ ବନ୍ଧୁତାରେ…

ତୃଣମୂଳ ସ୍ତରରେ ଯୋଜନା ପହଁଚାଇବେ ‘ବାବୁ’, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ରର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆଣିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ ସରକାରୀ କର୍ମଚାରୀଙ୍କୁ ପ୍ରଚାର ପାଇଁ ବ୍ୟବହାର…

ଭୁବନେଶ୍ୱର ଦୁର୍ଗାପୂଜା ମଣ୍ଡପରେ ଲୁଟ୍ ପରେ ପୋଲିସର ଛାନଭିନ୍, ୨୬ ସନ୍ଦିଗ୍ଧ ଅଟକ

ଭୁବନେଶ୍ୱର: ରାଜଧାନୀରେ ଦୁର୍ଗାପୂଜା ବେଳେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ। ରବିବାର ଗୋଟିଏ ଦିନରେ ୫୦ରୁ ଅଧିକ ଲୁଟ୍ ଖବର ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା। ଆଉ ଏହି କ୍ରମରେ ପୋଲିସ ଏବେ ୨୬ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଏମାନେ ପ୍ରାୟତଃ…

ଆରପାରିରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିଶନ ସିଂ ବେଦୀ

ନୂଆଦିଲ୍ଲୀ: ବିଶ୍ୱକପ ଚାଲିଥିବାବେଳଳେ ଆସିଲା ବଡ ଝଟକା । ଭାରତର ବିଶିଷ୍ଟ କ୍ରିକେଟର ବିଶନ ସିଂ ବେଦୀଙ୍କର ପରଲୋକ  ହୋଇଯାଇଛି । ପୂର୍ବତନ ଭାରତୀୟ ଦଳ ଅଧିନାୟକ ବେଦୀଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ  ହୋଇଥିଲା ।  ଦୀର୍ଘ ଦିନ ଧରି ସେ  ରୋଗରେ ପଡିବା ପରେ ସୋମବାର ତାଙ୍କର ନିଧନ…

ପୂର୍ବତନ ବାୟୁସେନା ଅଧିକାରୀଙ୍କଠୁ ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଜଣେ ପୂର୍ବତନ ବାୟୁସେନା ଅଧିକାରୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସାଇବର କ୍ରାଇମ୍ ଆଣ୍ଡ୍ ଇକୋନୋମିକ ଅଫେନ୍ସସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପୋଖରିଆପଡା ଅଞ୍ଚଳର ସନ୍ତୋଷ…

ବାଲେଶ୍ବର ମେଡିକାଲ କଲେଜରେ ନକଲି ଡାକ୍ତର ଅଟକ

ବାଲେଶ୍ୱର: ସୋମବାର ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ସନ୍ଦିଗ୍ଧ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି। ମେଡିକାଲର କିଛି କର୍ମଚାରୀ ଇମ୍ପୋଷ୍ଟରଙ୍କୁ ରୋଗୀଙ୍କୁ ଔଷଧ ଲେଖୁଥିବା ଦେଖି ସନ୍ଦେହ କରିବା ପରେ ଏହି ନକଲି ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।…