Latest Odisha News

BREAKING NEWS

Browsing Category

ଫିଚର

କୋଭିଡ-୧୯ ମୁକାବିଲାରେ ଏମଏସଏମଇ ବୈଷୟିକ କେନ୍ଦ୍ରର ଯୋଗଦାନ

ଭୁବନେଶ୍ୱର: ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ ୧୮ଟି ବୈଷୟିକ କେନ୍ଦ୍ର ମଧ୍ୟ ଏଥିରେ ଯୋଗଦାନ କରିଛନ୍ତି । ମେଡିକାଲ ପୋଷାକ ଓ ମାସ୍କ ସିଲେଇ ପାଇଁ ବ୍ୟବହୃତ ମେସିନ ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଜୋତା…

ଅସହାୟ ଆମେରିକା: ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ…

କୋଭିଡ-୧୯: ମୃତ୍ୟୁ ତୁଳନାରେ ଦେଶରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ସାରା ବିଶ୍ୱରେ ହାହାକାର। କରୋନା ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭୦ ହଜାର ଛୁଇଁଲାଣି ଭାରତରେ ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୮୩ ଜଣଙ୍କ ପ୍ରାଣ ଗଲାଣି । ତେବେ ଖାଲି ସଂକ୍ରମିତ ନୁହେଁ ବରଂ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ…

କରୋନା ଅପଡେଟ୍‌; ବିକ୍ରି ହେବ କି ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ?

ଗୁଜରାଟ: ୩୦ ହଜାର କୋଟି ଟଙ୍କାରେ ବିକ୍ରି ହେବ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି । ତେବେ ଏ କଥା ଆମେ କହୁନୁ ବରଂ ଗ୍ଲୋବାଲ୍ ଅନ୍‌ଲାଇନ୍ ମାର୍କଟ୍ OLX ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । FIR lodged against unknown person in Gujarat for putting out online…

ଟାଣ ହେବ ଖରା;ଜାରି ରହିବ ଗ୍ରୀଷ୍ମପ୍ରବାହ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ମାତ୍ର ରବିବାର ଦିନ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପାଗ କୋହଲା ଥିଲା। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରୁ ତେଲଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରଫଲାଇପ ଦକ୍ଷିଣ ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ…

ଓଡ଼ିଶାରେ ୩୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର: ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୩୯ ରେ ପହଁଚି ସାରିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩ ଦିନ ମଧ୍ୟରେ କେବଳ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଗୁଣ ବଢିଛି । ଓଡ଼ିଶାର କେଉଁ ସହରରେ କେତେ ରହିଛି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନାଭାଇରସ୍ ସହ କ’ଣ ଥିଲା ସଦ୍ଦାମ୍ ହୁସୈନ୍‌ଙ୍କ ସଂପର୍କ ?

ଭୁବନେଶ୍ୱର: ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନାଭାଇରସ୍ । ଏପରି ସମୟରେ ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ୍ ହୁସୈନ୍‌ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଏକାଧିକ ଟୁଇଟ୍ ଓ ଫେସ୍‌ବୁକ୍ ପୋଷ୍ଟ ଦାବି କରିଛି ୧୯୯୦ରେ ଏକ କ୍ୟାବିନେଟ୍ ମିଟିଂରେ କୁଆଡେ ସଦ୍ଦାମ୍ ହୁସୈନ୍…

କରୋନା କବଳରେ ବିଶ୍ୱ: ୧୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୬୯ ହଜାର

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୨ ଲକ୍ଷ ୭୧ ହଜାର ୧୧୫ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଭାରତରେ ସାଢ଼େ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୫୭୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୬-୪-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୬ ରିଖ ସୋମବାର  ମୀନ ୨୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି  ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର    ଘାତ ବାର-:  ମିଥୁନ  ରାଶିର    ଘାତଚନ୍ଦ୍ର-: କର୍କଟ ଓ ମକର ରାଶି…