Latest Odisha News

BREAKING NEWS

Browsing Category

ଫିଚର

ବଢୁଛି ତାତି: ଅନୁଗୁଳରେ ୪୦° ଛୁଇଁଲା ପାରଦ

ଭୁବନେଶ୍ୱର: ବଢୁଛି ତାତି । ଦେଖୁଦେଖୁ ରାଜ୍ୟରେ ତାପମାତ୍ରା ବଢିବା ଆରମ୍ଭକଲାଣି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଆଗକୁ ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର…

ଆମେରିକାରେ ଅଣାୟତ୍ତ କରୋନା: ଏପ୍ରିଲ ୩୦ ଯାଏଁ ଘୁଞ୍ଚିଲା ସାମାଜିକ ଦୂରତା ଗାଇଡଲାଇନ

ୱାସିଂଟନ: ବଢୁଥିବା କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସାମାଜିକ ଦୂରତା ଗାଇଡଲାଇନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛନ୍ତି। ହ୍ଵାଇଟ ହାଉସରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଟ୍ରମ୍ପ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ…

କରୋନା ମହାମାରୀ: ବିଶ୍ୱରେ ୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୩୪ ହଜାର ୮୩୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୩ ଲକ୍ଷ ଟପି ସାରିଛି । ଗତ ୨୪ ଘଣ୍ଟା…

ଭାରତରେ ଗମ୍ଭିର ହେଉଛି ସ୍ଥିତି: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୦୨୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ…

କରୋନା ଯୁଦ୍ଧରେ ଓଡ଼ିଶାର ମଙ୍ଗ ଧରିଥିବା ସୁବ୍ରୋତ ବାଗଚିଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଏହାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସମେତ ସମସ୍ତ ରାଜ୍ୟର ସରକାର ଅଣ୍ଟା ଭିଡିଛନ୍ତି । ତେବେ ଏହି କରୋନା ଯୁଦ୍ଧରେ ଓଡ଼ିଶା ମଙ୍ଗ ଧରିଛନ୍ତି ସୁବ୍ରୋତ ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସାଜିଥିବା ଏହି…

କରୋନା ସହ ଲଢେଇ: ବିଭିନ୍ନ ଷ୍ଟେସନରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବ ରେଳବାଇ

ଭୁବନେଶ୍ୱର: ସାରା ଭାରତରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ ହୋଇଛି । ଯେଉଁ ଷ୍ଟେସନରେ ଦିନ ମଜୁରିଆ ଗୁଜୁରାଣ ମେଣ୍ଟାଉଥିଲେ ସେଠାରେ ହଜାର ହଜାର ସଂଖ୍ୟାରେ ମଜୁରିଆ ସେମାନଙ୍କ ଜୀବୀକା ହରାଇଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟ ସହଯୋଗର…

ଲକ୍‌ଡାଉନ ସମୟରେ ପୋଲିସ କର୍ମଚାରୀଙ୍କୁ ମିଳିବ ସାପ୍ତାହିକ ଛୁଟି

ଭୁବନେଶ୍ୱର: ଲକ୍ ଡାଉନ ସମୟରେ ରାଜ୍ୟରେ ପୋଲିସ କର୍ମଚାରୀଙ୍କ ଦାୟିତ୍ୱ ଦୁଇଗୁଣ ବଢିଯାଇଛି । ରାସ୍ତାରେ ଲୋକେ ଯେପରି ଭିଡ ନ ଜମାଇବେ, ଦୋକାନ ବଜାରରେ ଭିଡ ନ ଜମାଇବେ ସେଥିପାଇଁ ବିଭିନ୍ନ ସ୍ଥାନରେ ଡ୍ୟୁଟିରେ ରହୁଛନ୍ତି ପୋଲିସ କର୍ମଚାରୀ । ତେବେ ସେମାନଙ୍କ ଉପରେ କାମର ଚାପ ରହୁଥିବାରୁ…

କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବେ କୋଭିଡ୍‌-୧୯ ରୋଗୀ

କଟକ: କଟକର ଅଶ୍ୱିନୀ ହସ୍ପିଟାଲରେ କୋଭିଡ୍‌-୧୯ ଚିକିତ୍ସା ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ରୋଗୀ ମାନଙ୍କ ଲାଗି ଖୁବଶିଘ୍ର ଉପଲବ୍ଧ ହେବ । ଏହି ରୋଗର ସଂକ୍ରମଣ ଲାଗି ଉପଯୁକ୍ତ ଚିକିତ୍ସା ରୋଗୀ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା ଚାଲିଛି । ଇତିମଧ୍ୟରେ…

ଓଡିଶାରେ ନିଖୋଜ ୨୮୫୬ ବିଦେଶ ଫେରନ୍ତାଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଗତ ୧୪ ଦିନ ଭିତରେ ବିଦେଶରୁ ଓଡିଶାକୁ ଆସିଥିବା ୨୮୫୬ ବ୍ୟକ୍ତିଙ୍କ ଏ ଯାଏଁ କୌଣସି ସୂଚନା ମିଳୁ ନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଏହି ବ୍ୟକ୍ତିମାନଙ୍କୁ ଜିଲ୍ଲା ନୀରିକ୍ଷଣ ଦଳଗୁଡିକ ଦ୍ୱାରା…

ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା: ଜାଣନ୍ତୁ, ଆଜି ରାତିରେ କେଉଁସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା !

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ ରବିବାର ରାତିରେ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ରାତି ୮ଟା ୩୦ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର…