Latest Odisha News

BREAKING NEWS

Browsing Category

ଫିଚର

ସିଲ ହେଲା ଝାରସୁଗୁଡା-ଛତିଶଗଡ଼ ସୀମା

ଝାରସୁଗୁଡା: ସିଲ ହେଲା ଓଡ଼ିଶା-ଛତିଶଗଡ଼ ସୀମା । ଆସନ୍ତା ଏପ୍ରିଲ ୧୪ ଯାଏଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓଡ଼ିଶା-ଛତିଶଗଡ଼ ସୀମାକୁ ଦୁଇଟି ସ୍ଥାନରେ ସିଲ୍ କରିଛି। ଗୋଟିଏ ହେଉଛି ଜାତୀୟ ରାଜପଥ-୪୯ରେ କନକତୋରା ଗାଁରେ ଥିବା ସୀମା ଓ ଅନ୍ୟଟି ହେଉଛି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା…

ଜାତୀୟ ରାଜପଥରୁ ଟୋଲ୍ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତ ଜାତୀୟ ରାଜପଥରେ ଟୋଲ୍ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ…

କୋଭିଡ଼ ୧୯: ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ଚାଲିଥିବା ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ଭାରତର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ଭାରତରେ…

କୋଭିଡ-୧୯: ୪୫ ଦିନ ପାଇଁ ସ୍ଥାନାନ୍ତରିତ ହେଲା ୟୁନିଟ-୧ ହାଟ

ଭୁବନେଶ୍ୱର: କରୋନା ପାଇଁ ସ୍ଥାନାନ୍ତରିତ ହେଲା ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟ। ହାଟରେ ଗହଳି ହେଉଥିବାରୁ ବିଏମସିର ପଦକ୍ଷେପ । ସାମାଜିକ ଦୂରତା ରକ୍ଷା କରିବା ଲାଗି ଆଗାମୀ ୪୫ ଦିନ ପାଇଁ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟକୁ ସ୍ଥାନାନ୍ତରିତ କରାଯାଇଛି । ହାଟର ପରିବା ବ୍ୟବସାୟୀ…

ଆମେରିକାରେ ସ୍ଥିତି ଗମ୍ଭୀର: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ୱାଶିଂଟନ: କରୋନାକୁ ନେଇ ସାରା ବିଶ୍ୱରେ ହାହାକାର । ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ଏହି ମାରାତ୍ମକ ଭୂତାଣୁ । କରୋନା ଆଁରୁ ମଧ୍ୟ ବଞ୍ଚି ପାରିନାହିଁ ଶକ୍ତିଶାଳୀ ଆମେରିକା। ଧୀରେଧିରେ ଆମେରିକାରେ ସ୍ଥିତି ଗମ୍ଭିର ହେବାରର ଲାଗିଛି । ଏଠାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୩-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା୨୬ ରିଖ ଗୁରୁବାର  ମୀନ ୧୩ଦିନ   ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି  ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର-: ତୁଳା ଓ କୁମ୍ଭ ରାଶିର  ଘାତ ଚନ୍ଦ୍ର-: ମେଷ ରାଶିର ଆଜି: …

କୋଭିଡ-୧୯: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ରେ ସ୍ଥଗିତ

ଭୁବନେଶ୍ୱର: ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା । ଓଡ଼ିଶାରେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୨ ରେ ସ୍ଥଗିତ ରହିଛି । ମଙ୍ଗଳବାର ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ୪ଟି ନମୁନାର…

କୋଭିଡ-୧୯: ଭାରତରେ ୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି। ଗତକାଲି କରୋନା ପ୍ରଭାବରେ ଅହମ୍ମଦାବାଦରେ ୨ ଜଣଙ୍କର ପ୍ରାଣ ଯାଇଥିଲା । ତେବେ ଏହି…

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) । AIIMS is going to start a tele-consultation facility. Our follow-up patients can consult doctors through…