Latest Odisha News

BREAKING NEWS

Browsing Category

ଫିଚର

ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିରର ପାଣ୍ଠି: ମନ୍ଦିର ପ୍ରଶାସନ

ପୁରୀ: ୟେସ ବ୍ୟାଙ୍କ ପକ୍ଷରୁ ଶ୍ରୀ ମନ୍ଦିରର ଏସବିଆଇ ଆକାଉଣ୍ଟକୁ ସୁଧ ସହିତ କର୍ପସ ପାଣ୍ଠି ଫେରସ୍ତ କରାଯିବାର ଗୋଟିଏ ଦିନ ପରେ ମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଶୁକ୍ରବାର ଦିନ କହିଛନ୍ତି ଯେ ମନ୍ଦିର ପାଣ୍ଠି ଏବଂ ମନ୍ଦିରର ମୂଳ ପାଣ୍ଠିକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଆମେରିକାରେ ଗୋଟିଏ ଦିନରେ ୧୫୦ ମୃତ

ୱାଶିଂଟନ: ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଅନୁସାରେ ଗୁରୁବାର ଦିନ ଆମେରିକାରେ ୧୦,୪୯୧ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୪ ବଢ଼ିଛି ଏବଂ ମୃତ୍ୟୁ ସଂଖ୍ୟା ୫୩ରୁ ୧୫୦କୁ ବୃଦ୍ଧି ପାଇଛି ।…

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ୪ଟି ସହରକୁ…

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦…

ପଖାଳ ପ୍ରତି ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଥିଲା ବିଶେଷ ଆକର୍ଷଣ…

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ପାରମ୍ପାରିକ ଖାଦ୍ୟ ପଖାଳ । ପ୍ରତ୍ୟେକଟି ଓଡ଼ିଆର ପ୍ରିୟ ଖାଦ୍ୟ। ଓଡ଼ିଆଙ୍କ ପ୍ରାଣ ଏହି ପଖାଳର ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଜଣେ ପ୍ରଶଂସକ ଥିଲେ । ୧୯୩୫ ମସିହାରେ ପୁରୀରୁ ଏକ ହରିଜନ ପାଦଯାତ୍ରା କରିବା ପାଇଁ ଓଡିଶା ଗସ୍ତ ସମୟରେ ଗାନ୍ଧୀ ପଖାଳ…

ଆସ୍ଥାଭୋଟର କିଛି ଘଣ୍ଟା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଇସ୍ତଫା

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି ସେ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ…

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଲା

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ ପାଲଟିଥିବା କରୋନାଭାଇରସ ଜଟିଳ ସ୍ଥିତି ସୃଷ୍ଟି କରୁଛି । ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାରକୁ ଟପିଛି । ଜୋନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁଯାୟୀ, ସାରା ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୫୦୦ରେ ପହଞ୍ଚିଛି ।…

ଧୀରେଧୀରେ ପ୍ରତ୍ୟାବର୍ତ୍ତନ କରୁଛି ବିଲୁପ୍ତ ପ୍ରାୟ ଘରଚଟିଆ …!

ଭୁବନେଶ୍ୱର: ଘରଚଟିଆକୁ ମନୁଷ୍ୟର ଏକ ଉତ୍ତମ ବନ୍ଧୁ ଭାବେ ବିବେଚନା କରାଯାଏ । ଗାଁ ହେଉ ଅବା ସହର ସେ ସବୁବେଳେ ମନୁଷ୍ୟ ସାଥିରେ ରହିବାକୁ ଭଲପାଏ । ବିଶେଷ କରି ଏମାନେ ଗାଁରେ ଅଧିକ ଦେଖାଯାଆନ୍ତି । ଚାଳ ଘରର କାନ୍ଥରେ ଏମାନେ କୁଟାକାଠିର ବସାଟିଏ ତିଆରି କରି ରହିଥାନ୍ତି । ସକାଳୁ ସକାଳୁ…

ଆସନ୍ତୁ ଜାଣିବା କିପରି ଭାବେ ସ୍ୱାସ୍ଥ୍ୟକର୍ମୀ, କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଯାଉଛିି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତ କଫ୍ୟୁର ଘୋଷଣା କରିଛନ୍ତି । ଏହା ମଧ୍ୟରେ ସନ୍ଧ୍ୟା ୫ଟା ବେଳେ ନିଜ ଘର ବାଲକୋନୀ କିମ୍ବା ଛାତ ଉପରେ କରୋନା ଆକ୍ରାନ୍ତ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ…

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୧୪ଟି ଗ୍ରାମରେ ଅନୁଷ୍ଠିତ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: କରୋନା ଭୂତାଣୁ ସଂକ୍ରମଣ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଏହାର ମୁକାବିଲା ନେଇ ଲାଞ୍ଜିଗଡ଼ରେ ବେଦାନ୍ତ ପ୍ରକଳ୍ପ ଜନ ସଚେତନତା ଅଭିଯାନ ଜାରି ରଖିଛି, ଯାହାଦ୍ୱାରା ଅଞ୍ଚଳବାସୀ ଏନେଇ ସଚେତନ ହୋଇପାରିବେ ଏବଂ ମହାମାରୀ କବଳରୁ ସୁରକ୍ଷିତ ରହିପାରିବେ । ବିଶ୍ୱ…