Latest Odisha News

BREAKING NEWS

Browsing Category

ଫିଚର

କରୋନା ସତର୍କତା: ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା

ଭୁବନେଶ୍ୱର: ଲୋକସେବା ଭବନ କର୍ମଚାରୀ ଉପରେ ଲାଗିଛି କରୋନା କଟକଣା । ସଧାରଣ ଲୋକଙ୍କୁ ଲୋକସେବା ଭବନ ମନା ହୋଇଛି । ଏନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଲୋକସେବା ଭବନକୁ କେବଳ କର୍ମଚାରୀମାନେ ହିଁ ଯାଇପାରିବେ । କେବଳ ସେତିକି ନୁହେଁ ଭିଜିଟର ପାସ୍ ମଧ୍ୟ ବାତିଲ କରାଯାଇଛି ।…

କରୋନା ଗାଇଡ଼ଲାଇନ ସହ ଚାଲିଛି ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ

ଭୁବନେଶ୍ୱର: କରୋନା ଗାଇଡ ଲାଇନ ସହ ଗୁରୁବାର ଦିନ ଓଡିଶାର ୬୧ ଟି କେନ୍ଦ୍ରରେ ଚାଲିଛିମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ । ଏହି ସମୟରେ କରୋନାଭାଇରସ୍ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯାଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି…

କରୋନା ସତର୍କତା: ସରକାରୀ କର୍ମଚାରୀଙ୍କୁ ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଉପରେ ଲାଗିଲା କରୋନା କଟକଣା । ଥଣ୍ଡା, କାଶ, ଜ୍ୱର ହେଉଥିଲେ ମିଳିବ ୧୪ ଦିନର ଛୁୂଟି । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । କୌଣସି ସରକାରୀ କର୍ମଚାରୀଙ୍କୁ ଯଦି ଥଣ୍ଡା, କିମ୍ବା କାଶ, ଜ୍ୱର ହୁଏ ସେମାନେ ୧୪…

କରୋନାଭାଇରସ: ମାର୍ଚ୍ଚ ୩୧ ଯାଏଁ ମୁମ୍ବାଇରେ ଡବାବାଲା ସର୍ଭିସ ବନ୍ଦ

ମୁମ୍ବାଇ: କରୋନାଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଛନ୍ତି । ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହ ମଧ୍ୟ ବନ୍ଦ କରାଯାଇଛି । ଦେଶରେ କରୋନାଭାଇରସ ଦ୍ୱାରା ୧୬୬ଜଣ ସଂକ୍ରମିତ ହୋଇଥିବା…

୨ କୋଟି ୭୦ ଲକ୍ଷର ଧଳାଜହର ଜବତ, ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ବଡ ସଫଳତା । ବାଲେଶ୍ୱର ନୀଳଗିରିରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍‌ଟିଏଫ୍ । ଏଥିସହ ଏହି ଧଳାଜହରର କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଗତକାଲି…

ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଆର କେ ଶର୍ମା ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଗୃହ ବିଭାଗର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ଏବଂ ଇଣ୍ଟେଲିଜେନ୍ସର ଅତିରିକ୍ତ ଡିଜି ଓ ଅତିରିକ୍ତ ନିର୍ଦ୍ଦେଶକ ରାଧା କ୍ରିଷନ ଶର୍ମା ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର…

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିରୁ ହେଲେ ସାଂସଦ । ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ପକରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…

ଶ୍ରୀମନ୍ଦିରରେ କରୋନା କଟକଣା: କାଲିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଲାଗିଲା କରୋନା କଟକଣା । କାଲିଠୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ଭଳି ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ ଦେଉଳରେ ତିନି ଠାକୁରଙ୍କ ସେବା କରିବେ । କରୋନା ଭୂତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପବନ କୁମାର ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଗୁରୁବାର ଦିନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରାପ୍ତ ସୂଚନାନୁଯାୟୀ ଘଟଣା ସମୟରେ ସେ ନାବାଳକ ଥିବା ଦର୍ଶାଇ ଫାଶୀର ଗୋଟିଏ ଦିନ ପୂର୍ବରୁ ପବନ…

ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଗଚ୍ଛିତ ଥିବା ଟଙ୍କା ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ ଆସିଛି। ଏନେଇ ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି । ଉକ୍ତ…