Latest Odisha News

BREAKING NEWS

Browsing Category

ଫିଚର

ବାଙ୍କୀ ଡବଲ୍ ମର୍ଡ଼ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାଙ୍କୀ ଖଜୁରୀପଦା ନୁଆଗାଁ ଡବଲ୍ ମର୍ଡ଼ର ଘଟଣାରେ ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଗବାନ ପ୍ରଧାନ ଗିରଫ ହେବାପରେ ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧିପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ,…

କୋଭିଡ଼-୧୯: କ୍ୱାରେନଣ୍ଟାଇନ କେନ୍ଦ୍ର ପାଇଁ ଓୟୋ ରୁମ୍ ପ୍ରଦାନ କରିବାକୁ ପ୍ରସ୍ତୁତ ରିତେଶ ଅଗ୍ରୱାଲ

ଭୁବନେଶ୍ୱର: ଭାରତର ସର୍ବବୃହତ ହୋଟେଲ ଚେନ ଓୟୋ ରୁମ୍ସ । ଯଦି ଆବଶ୍ୟକ ହୁଏ ତେବେ ଓୟୋ ରୁମ୍ସକୁ କରୋନାଭାଇରସ୍ କ୍ୱାରେନଣ୍ଟାଇନ କେନ୍ଦ୍ର ଭାବରେ ଯୋଗାଇବାକୁ ପ୍ରସ୍ତୁତ ଥିବା କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି । ଏକ ଟ୍ୱିଟର ପରାମର୍ଶରେ ରିତେଶ ଉତ୍ତର ଦେଇ କହିଛନ୍ତି ଯେ…

ଘୁର୍ଣ୍ଣିବଳୟ ଯୋଗୁଁ ଆଜିଠୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉପକୂଳ ତଥା ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୁଧବାର ଠାରୁ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ପାଞ୍ଚ ଦିନିଆ ୟେଲୋ ୱାର୍ନିଙ୍ଗ ଜାରି କରିଛି। ଜାତୀୟ ପାଣିପାଗ ଏଜେନ୍ସି ବୁଲେଟିନ୍…

ଆସନ୍ତୁ ଜାଣିବା ଚକ୍ରତୀର୍ଥରେ ଥିବା ମହାଲକ୍ଷ୍ମୀଙ୍କ ବାପଘର ବିଷୟରେ

ଶ୍ରୀକ୍ଷେତ୍ର ପୁରୀ...ଏଠାରେ ପ୍ରତ୍ୟେକ ସ୍ଥାନର ଗୁରୁତ୍ୱ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏହାର ମହିମାକୁ ବଢ଼ାଇ ଦେଇଛି । ଏଥିରୁ କିପରି ମହାଲକ୍ଷ୍ମୀ ବାଦ୍ ପଡିବେ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର କେଉଁ ସ୍ଥାନକୁ ମହାଲକ୍ଷ୍ମୀଙ୍କ ବାପଘର ଭାବେ କଳ୍ପନା କରାଯାଇଛି । ଚକ୍ରତୀର୍ଥ…

କୋଭିଡ଼-୧୯ ଆଲର୍ଟ: ଆଜିଠାରୁ ସ୍ଥଗିତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗ ବୁଧବାର ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡିଶାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ପରିବହନ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର…

କରୋନା ମୁକାବିଲା ଲାଗି ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଛାଡ଼ି ଆସିଲେ ଓଡ଼ିଶାର ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ପରି ମରଣାନ୍ତକ ମହାମାରୀର ମୁକାବିଲା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ଲଢେଇ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରୋନା…

ନନ୍ଦନକାନନରେ ୬ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନରେ ୬ ନୂଆ ଅତିଥି । ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଙ୍ଗଳବାର ରାତିରେ ଚାରିଟି ପୁରୁଷ ଏସିଆଟିକ୍ ସିଂହ ଏବଂ ଦୁଇଟି ସିଆଳ ଅଣାଯାଇଛି। କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଦ୍ୱାରା ଅନୁମୋଦିତ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଛତିଶଗଡର…

କରୋନା ସଂକ୍ରମଣ ରୋକିବା ପାଇଁ ଆହାର କେନ୍ଦ୍ର ଖୋଲିବା ସମୟସୀମା ବଢ଼ିଲା   

ଭୁବନେଶ୍ୱର: ଜନଗହଳି ହେଉଥିବା ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଅଧିକ ସମ୍ଭାବନା ରହିଥିବାରୁ ରାଜ୍ୟର ଆହାର କେନ୍ଦ୍ର ଗୁଡିକର ଖୋଳିବା ସମୟସୀମା ବୃଦ୍ଧି କରାଯାଇଛି । ଆହାର କେନ୍ଦ୍ର ଗୁଡିକରେ ଖାଦ୍ୟ ମିଳିବା ସମୟରେ ଭିଡ଼ କମ କରିବା ପାଇଁ ଏଗୁଡିକ ଏବେ ଦିନ ୧୦ ଟାରୁ ଅପରାହ୍ନ ୪ ଟା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୩-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ ତା ୧୮ ରିଖ  ବୁଧବାର  ମୀନ  ୫ ଦିନ ଚୈତ୍ର   ମାସ କୃଷ୍ଣ ପକ୍ଷ   ଦଶମୀ ତିଥି  ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-:  କର୍କଟ  ରାଶିର ଘାତ ଚନ୍ଦ୍ର:-  ତୁଳା, କୁମ୍ଭ ରାଶି  ପୁରୁଷ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ଭାଇରସ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଗିରଫ

କେନ୍ଦ୍ରାପଡ଼ା: କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିରଖିଛି | ଏଥିରେ ଦୈନିକ ସାରା ବିଶ୍ୱରେ ବହୁ ଲୋକ ଆକ୍ରାନ୍ତ ହୋଇଚାଲୁଥିବାବେଳେ ଭାରତ ବି ଏଥିରୁ ବାଦ ପଡିନି | ଆମ ରାଜ୍ୟରେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବେଳେ…