Latest Odisha News

BREAKING NEWS

Browsing Category

ଫିଚର

୨୪ ଘଂଟାରେ ୧୨୩୯ଜଣ ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ହୋଇଛି: ବାଗ୍‌ଚୀ

ଭୁବନେଶ୍ୱର: ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟର ୧୧୫ ଥିବା ବେଳେ ମଙ୍ଗଳବାର ୧୨୬କୁ ଛୁଇଁଛି । ସେହିଭଳି ଭାରତରେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି । ଜଣେ କରୋନା ରୋଗୀ ଆଉ ୩ ଜଣଙ୍କୁ ସଂକ୍ରମିତ କରିପାରେ ।…

ସିଏଏ ମାମଲା:ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ନାଗରିକତା ସଂଶୋଧନ ଆଇନ ମାମଲାରେ ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର। ସରକାର କୋର୍ଟଙ୍କୁ କହିଛନ୍ତି, ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି। ଏହା ସଂସଦର ସାର୍ବଭୌମ୍ୟ କ୍ଷମତା ବୋଲି…

ପାକିସ୍ତାନରେ କରୋନା ଟେଷ୍ଟିଂରେ ତ୍ରୁଟି ଯୋଗୁଁ ଦ୍ୱିଗୁଣିତ ହେଲା ରୋଗୀଙ୍କ ସଂଖ୍ୟା

କରାଚୀ: ପାକିସ୍ତାନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢ଼ି ୧୯୪ରେ ପହଞ୍ଚିଛି । ବଲୁଚିସ୍ତାନ ପ୍ରାନ୍ତ ଅତିକ୍ରମ କରି ଇଟାଲୀରୁ ଫେରିଥିବା ଯାତ୍ରୀଙ୍କ କରୋନାଭାଇରସ ପରୀକ୍ଷାରେ ତ୍ରୁଟି ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ଜଣେ ଅଧିକାରୀ କହିଛନ୍ତି । ପ୍ରାନ୍ତୀୟ ସିନ୍ଧ ସରକାରର…

କୋଭିଡ-୧୯ ସତର୍କତା: ଜାରି ହେଲା ସାମାଜିକ ଦୂରତା ଗାଇଡଲାଇନ

ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ…

ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ଭାବେ ସାମିଲ ହେଲା ଓଡ଼ିଶାର କୋଣାର୍କ ମନ୍ଦିର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ସୂଚନା ଦେଇ କହିଛନ୍ତି, ଯେ ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ମଧ୍ୟରେ କୋଣାର୍କ ମନ୍ଦିର ଅନ୍ତର୍ଭୁକ୍ତ ହେବା ପରେ ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ସଂଖ୍ୟା ୧୯ ରେ…

ବଲିଉଡରେ ଏଣ୍ଟ୍ରି କଲେ କ୍ରିଷ୍ଣା ରେଡ୍ଡି

ଭୁବନେଶ୍ୱର: ବଲିଉଡରେ ପାଦ ଥାପିଛନ୍ତି ପ୍ରିନ୍ସ ଡ୍ୟାନସ୍ ଗ୍ରୁପର କ୍ରିଷ୍ଣା ରେଡ୍ଡି । ସଂଜୀବ ଜୈସୱାଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବଗାୱତ’ରେ କ୍ରିଷ୍ଣା ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ସମ୍ବିଧାନ ପ୍ରଣେତା ଡ. ବି. ଆର୍‌. ଆମ୍ବେଦକରଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ…

କରୋନାଭାଇରସ: କ୍ୱାରେଣ୍ଟାଇନରେ ରହିଲେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଥିରୁବନନ୍ତପୁରମରେ ଡାକ୍ତରଙ୍କ ସହ ଏକ ବୈଠକ ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ପରେ ସେହି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ରାଜ୍ୟ…

ଏପ୍ରିଲ୍ ୨୦୨୩ ସୁଦ୍ଧା ନୂଆ ଏନସିଇଆରଟି ସିଲାବସ୍‌, ପାଠ୍ୟପୁସ୍ତକ ଉପଲବ୍ଧ ହେବ: ନିର୍ଦ୍ଦେଶକ ହୃଷିକେଶ ସେନାପତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ୨୦୨୩ ସୁଦ୍ଧା ନୂତନ ଜାତୀୟ ପାଠ୍ୟକ୍ରମ (ଏନସିଏଫ) ସମୂର୍ଣ୍ଣ କରିବା ନେଇ ଯୋଜନା  କରିବାକୁ ଚେଷ୍ଟା କରୁଥିବା ଜଣାପଡୁଛି । ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇ କହିଛନ୍ତି…

ବିଦେଶରୁ ଫେରି କୋଭିଡ-୧୯ ପୋର୍ଟାଲରେ ରେଜିଷ୍ଟ୍ରେସନ କଲେ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର: ବିଦେଶରୁ ଫେରିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ କ୍ରିଷ୍ଣା । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ସେ କୋଭିଡ-୧୯ ୱେବସାଇଟରେ ରେଜିଷ୍ଟ୍ରେସନ କରିଛନ୍ତି । ତାଙ୍କଠାରେ କୋରନା ଭୂତାଣୁର କୌସଣି ଲକ୍ଷଣ ନ ଥିଲେ ମଧ୍ୟ ସେ ପଂଜୀକରଣ…

କରୋନା ସତର୍କତା: ବିଦେଶ ଯାତ୍ରା ପରେ କୋଭିଡ-୧୯ ପୋର୍ଟାଲରେ ନାମ ପଞ୍ଜିକୃତ କଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର: ସାରାଦେଶରେ କରୋନାଭାଇରସର ଭୟ ଜାରି ରହିଥିବା ବେଳେ ପୁରୀ ଦିବ୍ୟାସିଂହ ଦେବ ଗଜପତି ମହାରାଜା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ୧୫ ରେ ଆମେରିକାରୁ ଫେରିବା ପରେ ସେ ନିଜେ ଆଇସୋଲେସନ ପାଇଁ ଓଡିଶା ସରକାରଙ୍କ କୋଭିଡ-୧୯ ପୋର୍ଟାଲ…