Latest Odisha News

BREAKING NEWS

Browsing Category

ଫିଚର

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଓଡିଶାରେ ପୁଣି ଜଣେ ଗିରଫ

ଭବାନୀପାଟଣା: ସୋସିଆଲ ମିଡିଆରେ କରୋନାଭାଇରସକୁ ନେଇ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ପୋଲିସର ସୂଚନାନୁଯାୟୀ, ନିକଟରେ ବେଙ୍ଗାଲୁରୁରୁ ଫେରି…

କରୋନା ଭୟ: ଟ୍ଵିନ ସିଟିରେ ବନ୍ଦ ହେଲା କୋଚିଂ ସେଣ୍ଟର, ମଲ୍ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର: କରୋନାଭାଇରସର ବଢୁଥିବା ଭୟାଭହାତକୁ ଦୃଷ୍ଟିରେ ରଖି ଟ୍ଵିନ ସିଟି ପୋଲିସ ଭୁବନେଶ୍ୱର ଏବଂ କଟକ ସହରର ଅଧିବାସୀଙ୍କ ପାଇଁ ଉପଦେଷ୍ଟା ତାଲିକା ଜାରି କରିଛି। By way of clarification: All coaching/tuition centres are covered under the closure order…

କରୋନା ଭାଇରସ: ୨୪ ଘଣ୍ଟାରେ ୪୧୭ ମୃତ, ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

ପ୍ୟାରିସ: ସାରା ଦୁନିଆରେ କରୋନା ଭାଇରସର ମାମଲା ବଢ଼ି ୧,୫୧,୭୬୦ରେ ପହଞ୍ଚିସାରିଛି । ଯେଉଁଥିରେ ୧୩୭ଟି ଦେଶରେ ୫୭୬୪ଜଣଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରୋନା ଭାଇରସର ୧୧,୦୩୭ ନୂଆ ମାମଲା ସାମନାକୁ ଆସିଛି । ଯେବେକି ୨୪…

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୩୪ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ୨୩୪ ଜଣ ଭାରତୀୟ ରବିବାର ସକାଳେ ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଚନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୩୪ ଜଣ…

ଆନ୍ତର୍ଜାତୀୟ ଫ୍ୟାଶନ ଶୋ’ରେ ଅଂଶ ଗ୍ରହଣ କଲେ ଓଡିଶାର ଆଦିବାସୀ ଝିଅ

ଭୁବନେଶ୍ୱର: ଓଡିଶାର ଆଦିବାସୀ ଝିଅ ରେହା ରେଶମ ବରୀ ଏକ ପ୍ରସିଦ୍ଧ ଆନ୍ତର୍ଜାତୀୟ ଫ୍ୟାଶନ ଶୋ'ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ପାରିଛନ୍ତି । ରେହା ଆଦିବାସୀ ହୋ' ସମ୍ପ୍ରଦାୟର ଅଟନ୍ତି । ଏହା ପ୍ରଥମ ଥର ନୁହେଁ ଯେ ରେହା ତାଙ୍କ ସମ୍ପ୍ରଦାୟକୁ ଗର୍ବିତ କରିଛନ୍ତି। ଏହାପୂର୍ବରୁ, ୨୦୧୬…

ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପୁଣି ଏକ ଅଭିନବ ପ୍ରୟାସ । ପିଲାଙ୍କୁ ଖାଲି ଶ୍ରେଣୀଗୃହରେ ନୁହେଁ ବରଂ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଖାଲି ପାଠପଢ଼ା ନୁହେଁ ବରଂ ପରୀକ୍ଷାରେ ଯେପରି…

ବଦଳିବ ସରକାରୀ ସ୍କୁଲର ନକ୍ସା: ପ୍ରଥମରୁ ପଞ୍ଚମ ଯାଏଁ ପ୍ରତି ଶ୍ରେଣୀରେ ରହିବେ ୫୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲର ହେବ ନକ୍ସା ପରିବର୍ତ୍ତନ । ଏଥିପାଇଁ ଆକ୍ସନମୋଡ଼କୁ ଆସିଯାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଶ୍ରେଣୀରେ ପିଲାଙ୍କ ଲାଗି ଗୁଣାତ୍ମକ ଶିକ୍ଷାଦାନ ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସମଗ୍ର ଶିକ୍ଷା ଯୋଜନାରେ…

କରୋନାଭାଇରସରେ ଆକ୍ରାନ୍ତ ହେଲେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମାଦ୍ରିଦ: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା (କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି ଭାଇରସ ସଂକ୍ରମଣରେ ସ୍ପେନରେ ପ୍ରାୟ ୧୮୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।…

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ…

ଭୁବନେଶ୍ୱରରେ ଇଆଇପିଏ ପକ୍ଷରୁ ଷ୍ଟାମ୍ପ ଓ କଏନ ମେଳା

ଭୁବନେଶ୍ୱର: ଷ୍ଟାମ୍ପ ଓ କଏନ ସଂଗ୍ରାହକଙ୍କୁ ନେଇ ଭୁବନେଶ୍ୱରରେ ପୂର୍ବ ଭାରତ ଫିଲାଟେଲିଷ୍ଟ୍‌ସ୍ ଆସୋସିଏସନ (ଇଆଇପିଏ) ପକ୍ଷରୁ ଏକ ବିରଳ ଷ୍ଟାମ୍ପ ଓ କଏନ୍ ମେଳା ଆୟୋଜିତ ହୋଇଛି । ଭୁବନେଶ୍ୱର ରେଳଷ୍ଟେସନ୍ ସନ୍ନିକଟ କେଶରୀ ହୋଟେଲ୍‌ରେ ମାର୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ…