Latest Odisha News
Browsing Category

ଫିଚର

ଓଡ଼ିଶା ହାଇକୋର୍ଟକୁ ବଦଳି ହେଲେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ: ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଗୁରୁବାର ତାଙ୍କର ବଦଳି ସମ୍ପର୍କରେ ସୂଚନା ଦେଇଛି। "ଭାରତୀୟ ସମ୍ବିଧାନର ଧାରା ୨୨୨ର ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି,…

ପାରାଦୀପରେ ହେବ ନୂଆ ଏୟାରପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ "ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା" ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏହି ବୈଠକରେ ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା…

ମେ ୫ରେ ସବୁ ଜିଲ୍ଲାରେ ହେବ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆଗାମୀ ମେ ୫ରେ ସବୁ ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥିସହିତ ସମସ୍ୟାର ସମାଧାନ ନେଇ ମଧ୍ୟ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସୂଚନା ଅନୁଯାୟୀ, ଏହି ଶୁଣାଣି କାର୍ଯ୍ୟକ୍ରମ ପାଇଁ…

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବା ନେଇ ମିଛ ଭାଇରାଲ; ସ୍ପଷ୍ଟ କଲା ବୋର୍ଡ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ମେ ୨ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇବା ନେଇ ଯେଉଁ ଖବର ସବୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟରେ ଭାଇରାଲ ହେଉଛି ସେ ସବୁ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ସିବିଏସଇ ଅଧିକାରୀ ଦାବି କରିଛନ୍ତି। ଫଳାଫଳ ବାହାରିବାର…

ପୁରୀ ଜଗନ୍ନାଥ ଧାମ, ଦୀଘା ନୁହେଁ; ବିଜ୍ଞାପନରେ ଭୁଲ୍ ଦେଖାଉଛି ପଶ୍ଚିମବଙ୍ଗ

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଛି।ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା। କିନ୍ତୁ ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତ ମାନେ ଏହାର ତୀବ୍ର ବିରୋଧ…

ମଣିପୁରରୁ ଓଡ଼ିଶା; ୯୩ ଘଣ୍ଟାରେ ୩୮୦୦ କିମି. ନନଷ୍ଟପ୍ ଉଡାଣ କଲା ଅମୁର ଫାଲକନ୍ ଚିଉଲୁଆନ୍ ୨

ମୁମ୍ବାଇ: ୨୦୨୪ ନଭେମ୍ବରରେ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ରେଡିଓ-ଟ୍ୟାଗ୍ ହୋଇଥିବା ପୁରୁଷ ବାଜପକ୍ଷୀ ଅମୁର ଫାଲକନ୍ ଚିଉଲୁଆନ୍ ୨ ଅବିଶ୍ରାନ୍ତ ଉଡାଣ ପରେ ଓଡ଼ିଶାରେ ପହଞ୍ଚିଛି। ସେ ଛତିଶଗଡ଼ରେ ରାତିରେ ବିଶ୍ରାମ ନେବା ପରେ ପଶ୍ଚିମ ଓଡ଼ିଶାରେ ପହଞ୍ଚିଥିବା ଜଣାପଡିଛି। ଦକ୍ଷିଣ…

ଆତଙ୍କବାଦୀ ହାଫିଜ୍ ସଇଦକୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁରେ…

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାମରେ ପାକିସ୍ତାନକୁ ଧମକ ଦିଆଯାଇଛି। ଯଦି ତୁମେ ହତ୍ୟା କର ତେବେ ଆମେ ମଧ୍ୟ ତୁମ ଦେଶରେ ପଶି ତୁମକୁ ହତ୍ୟା କରିବୁ। ବିଷ୍ନୋଇ ଗୋଷ୍ଠୀ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଛି, ଯେଉଁଥିରେ…

କ୍ରିପ୍ଟୋ ନିବେଶ ନାଁରେ ଠକେଇ; ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡାଦେଶ

କଟକ: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ଓପିଆଇଡି ଅଦାଲତ।…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ତ୍ରୁଟି; ଆନ୍ଥ୍ରୋପୋଲୋଜି ପେପର ୧ ଓ ୨ ର ହେବ ପୁନଃ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସେସ୍ ମେନ(ଲିଖିତ) ପରୀକ୍ଷା-୨୦୨୩ର  ଆନ୍ଥ୍ରୋପୋଲୋଜି ପେପର ୧ ଏବଂ ୨ ର ପୁନଃ ପରୀକ୍ଷା ମେ ୧୪ରେ ହେବା ନେଇ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ…

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପତ୍ନୀଙ୍କୁ ସହାୟତା; ୧୦ ଲକ୍ଷ ଟଙ୍କା ସହ ଚାକିରି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବରଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଦୁହିଁଙ୍କ ସ୍ବାମୀ ପି.ସି.ଆର୍ ଭ୍ୟାନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର…