Latest Odisha News

BREAKING NEWS

Browsing Category

ଫିଚର

ବିକାଶ ଶିଡ଼ିରେ ଚାଷୀ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୫୫ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଥିଲେ, ଖାଦ୍ୟ ଦ୍ରବ୍ୟ ଆମଦାନୀ କରିବା ପ୍ରତ୍ୟେକ…

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତିକୁ ପୁଅ, ପିଉସୀଙ୍କ ସ୍ୱାଗତ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର‌୍ୟ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ୩୮୪/୮

ରାଜକୋଟ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ୮ ଉଇକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଛି । ଅର୍ପିତ ବାସୁଦେବ ଆକର୍ଷଣୀୟ ଶତକ (୧୦୬) ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୬୬) ରନ ବଳରେ ସୌରାଷ୍ଟ୍ର ଭଲ ସ୍କୋର କରିବାରେ…

ଭୋଜି କରି ଫେରୁଥିବା ବେଳେ ଗଛରେ ପିଟି ହୋଇ ୩ ମୃତ

ଢେ଼ଙ୍କାନାଳ: ହୋଲି ଖେଳ ପରେ ଭୋଜି ସାରି ଫେରୁଥିବା ବେଳେ ଅଘଟଣ । ଢେ଼ଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ୩ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ରାମେଶ୍ୱରପୁର ଅଂଚଳର ଶୁଭ୍ର ଶାଶ୍ୱତ ରାଉତରାୟ, କାଇମାଟି ଅଂଚଳର…

ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବ !

ଜୟପୁର: ରାଜନୈତିକ ମହଲରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ରିପୋର୍ଟ ମୁତାବକ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପୂର୍ବରୁ ବନ୍ଧୁ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହା ଜାଣିବା ପରେ ସୋନିଆ ଗାନ୍ଧୀ ରାଜସ୍ଥାନରେ ସରକାର…

୫୩ ବର୍ଷ ପରେ ମଧ୍ୟପ୍ରଦେଶରେ ସିନ୍ଧିଆ ପରିବାର ଇତିହାସର ପୁନରାବୃତି କରାଇଲେ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ…

‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ର ଟିଜର, ଡିଫରେଂଟ ଲୁକ୍‌ରେ ରଜନୀକାନ୍ତ

ମୁମ୍ବାଇ: ଏଥର ଆଡଭେଂଚରସ୍ ଶୋ’ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ନଜର ଆସିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ନିକଟରେ ଏହାର ଟିଜର ରିଲିଜ ହୋଇଛି । ଏହି ଟିଜରକୁ ଶୋ’ର ହୋଷ୍ଟ ବେୟାର ଗ୍ରିଲ୍ସ ନିଜ ଟ୍ୱିଟ୍‌ରରେ ସେୟାର କରିଛନ୍ତି । Superstar @Rajinikanth’s relentless positivity…

ହୋଲି ଅବସରରେ ସୁସ୍ମିତା ଦାସଙ୍କ ମ୍ୟୁଜିକ ଆଲବମ୍ ରିଲିଜ

ଭୁବନେଶ୍ୱର: ବିଭିନ୍ନ ପର୍ବପର୍ବାଣି ଓ ସ୍ୱତନ୍ତ୍ର ଅବସରରେ ଆକର୍ଷଣୀୟ ମ୍ୟୁଜିକ ଭିଡିଓ ରିଲିଜ କରିବାର ଧାରା ଆରମ୍ଭ କରିଥିବା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ପକ୍ଷରୁ ଚଳିତ ବର୍ଷ ହୋଲି ପାଇଁ ଏକ ସ୍ୱତନ୍ତ୍ର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ବିଶିଷ୍ଟ ଗୀତିକାର ଓ ସାହିତ୍ୟିକ ଦେବଦାସ…

ହୋଲିକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ୧୨ ଆହତ

ଆଠଗଡ: ଆଜି ସବୁଠି ହୋଲିର ଆସର ଜମିଥିବାବେଳେ ରାଜ୍ୟର କେତେକ ଅଂଚଳ ଅଘଟଣ ଘଟିଛି । ଆଠଗଡରେ ମଧ୍ୟ ହୋଲିକୁ ନେଇ ତୁମୁଳକାଣ୍ଡ ହୋଇଛି । ସେଥିରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଛି । ହୋଲି ଖେଳ ବେଳେ ଗାଡି ସାଇଡ…

ବିଶ୍ୱଚାମ୍ପିୟନ ମେରୀ କମଙ୍କୁ ମିଳିଲା ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ମହିଳା ବକ୍ସିଂ ବିଭାଗରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ମେରୀ କମଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଭାରତୀୟ ବକ୍ସର ଉଭୟ ପୁରୁଷ ଓ ମହିଳା ବିଭାଗରେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି । Asia/Oceania Boxing…