Latest Odisha News

BREAKING NEWS

Browsing Category

ଫିଚର

ହୋଲି ଖେଳ ହେଲା କାଳ, ଚାଲିଗଲା ୩ ଜୀବନ

ଗୁଣୁପୁର: ହୋଲି ଖେଳ ହେଲା କାଳ । ପାଣିରେ ବୁଡି ପ୍ରାଣ ହରାଇଲେ ୩ ଜଣ । ଗୁଣୁପୁର ପଦ୍ମପୁର ଥାନା ବଡନାଳ ଡ୍ୟାମରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ୨ ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିଲା ।…

ଆଜି କରୋନା ଭାଇରସର ୯ ନୂଆ ମାମଲା ଚିହ୍ନଟ, ଭାରତରେ ଆକ୍ରାନ୍ତ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଭାରତରେ ୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ପହଞ୍ଚିଛି । ଆଜି ସକାଳେ ପୁଣି ଭାରତୀୟ ବାୟୁସେନା…

କରୋନା ଭୟ: ହୋଲି ପାଳନ କଲେ ନାହିଁ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଚଳିତ ବର୍ଷ ତାଙ୍କର ପ୍ରିୟ ହୋଲି ପର୍ବ ପାଳନ କରିନାହାନ୍ତି। ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଶଂସକମାନଙ୍କୁ ହୋଲିରେ ଅଭିନନ୍ଦନ ଜଣାଇବା ପାଇଁ ସେ ମଙ୍ଗଳବାର ଦିନ ତାଙ୍କର ଏକ ପୁରୁଣା ଫଟୋ ସେୟାର…

ଧୋକା ଦେଇଛନ୍ତି ସିନ୍ଧିଆ: ଅଧୀର ରଂଜନ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି । ସିନ୍ଧିଆଙ୍କ ଇସ୍ତଫା ନେଇ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଂଜନ୍ ଚୌଧୁରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳ ତାଙ୍କୁ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି: ବେଣୁଗୋପାଳ

ଭୋପାଲ: ମଧ୍ୟପ୍ରଦେଶର ଟାଣୁଆ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଥିବା…

୫ ଦିବସୀୟ କାର୍ଯ୍ୟ ବ୍ୟବସ୍ଥା ଉପରେ ଅଙ୍କୁଶ ଲଗାଇଲେ ସିକିମ ସରକାର

ସିକିମ: କର୍ମଚାରୀଙ୍କ ପ୍ରଦର୍ଶନ ଉପରେ ନାଖୁସ ହୋଇ ସିକିମ ସରକାର ସପ୍ତାହକୁ ୫ ଦିନ କାମ କରିବାର ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି । ଏବଂ ମାସର ଦ୍ୱିତୀୟ ଓ ଶେଷ ଶନିବାରକୁ କେବଳ ଛୁଟି ଘୋଷଣା କରିଛନ୍ତି । ସରକାରୀ ବିଜ୍ଞପ୍ତି କ୍ରମେ, ଏପ୍ରିଲ ୧ରୁ ଏହି ବ୍ୟବସ୍ଥା ଲାଗୁ କରାଯିବ । ଗତବର୍ଷ…

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ହେଲେ ଏହି ବ୍ୟକ୍ତି…

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପାଖରେ ଆଉ ନାହିଁ ଏସିଆର ସର୍ବବୃହତ ଧନୀର ଟାଇଟଲ । ଅମ୍ବାନୀଙ୍କ ଠାରୁ ଏହି ଟାଇଟଲ ଛଡାଇ ନେଇଛନ୍ତି ଚାଇନାର ଶିଳ୍ପପତି ତଥା ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ୍ର…

ହୋଲିରେ ଗୋଷ୍ଠୀ ସଂଘର୍ଷ, ଲୋକଙ୍କ ମାଡରେ ପୋଲିସର ଛତ୍ରଭଙ୍ଗ

ବାଲେଶ୍ୱର: ହୋଲିରେ ବାଲେଶ୍ୱରେ ଅଘଟଣ । ଲୋକଙ୍କ ମାଡରେ ପୋଲିର ଛତ୍ରଭଙ୍ଗ । ଖନ୍ତପଡା ଥାନା ଅଧିନ ଗୋପାଳପୁର ଛକ ନିକଟ ମଦ ଦୋକାନ ପାଖରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ସଂଘର୍ଷର ସମାଧନ କରୁଥିବା ଜଣେ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେବାରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି…

ଆଜି ଏହି ୧୫ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ୧୫ଟି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର ଯେଉଁ ୧୫ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହି…

୧୦୦ ରୁ ଉର୍ଦ୍ଧ୍ବ ଦେଶରେ କାୟା ବିସ୍ତାର କଲାଣି କରୋନା ଭାଇରସ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ମାରାତ୍ମକ କରୋନାଭାଇରସ୍ ରୋଗ ୧୦୦ ରୁ ଉର୍ଦ୍ଧ୍ବ ଅଧିକ ଦେଶରେ ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭାଇରସ ପ୍ରଭାବରେ ୩୫୦୦ ରୁ ଅଧିକ ଜୀବନ ମଧ୍ୟ ଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ,ଏହି ଜୀବାଣୁ ୧୦୦…