Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସକୁ ବଡ ଝଟକା; ଦଳରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ/ ଭୋପାଳ: କଂଗ୍ରେସକୁ ବଡ ଝଟକା । ମଧ୍ୟ ପ୍ରଦେଶର ରାଜ ପରିବାରରୁ ଆସୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା…

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ । ଜାଣନ୍ତୁ, ହୋଲିକୁ ନେଇ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

୫ଟି ସଚିବଙ୍କ କଟକ ଗସ୍ତ; ଖାନନଗରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ଅତିଶୀଘ୍ର କଟକ ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ଓ ଆଧୁନିକୀକରଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ କଟକ ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…

କେରଳ ପରେ ପୁଣେକୁ ବ୍ୟାପିଲା କରୋନା ଭାଇରସ, ୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ମଙ୍ଗଳବାର ଦିନ ପୁଣେରେ ଆଉ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ୨ ଜଣ ନିକଟ ଅତୀତରେ ୟୁନାଇଟେଡ୍ ଷ୍ଟେଟରୁ ଫେରିଥିଲେ । ଏହି…

କରୋନା ଭାଇରସ: ଇରାନରୁ ଫେରିଲେ ୫୮ ଭାରତୀୟ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଏବେ ଇରାନ ଓ ଇଟାଲୀରେ ହାହାକାର ସୃଷ୍ଟି କରିଛି । ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୨୩୭ରେ ପହଞ୍ଚିଛି । ଏହା ମଧ୍ୟରେ ଇରାନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର କରାଯାଇଛି । ୫୮ଜଣଙ୍କ ପ୍ରଥମ ବ୍ୟାଚ…

ହୋଲି ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପର୍ବ ପାଳିତ ହେଉଛି ।…

ଦୋଳପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥଙ୍କ ସୁନାବେଶ; ଜାଣନ୍ତୁ, ମହାପ୍ରଭୁ ପିନ୍ଧିଲେ କେଉଁସବୁ ସ୍ୱର୍ଣ୍ଣାଳଙ୍କାର !

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବର୍ଷକ ମଧ୍ୟରେ ଅନୁଷ୍ଠିତ ଅନେକ ବେଶ ମଧ୍ୟରୁ ଶ୍ରୀଜୀଉମାଙ୍କର ସୁନାବେଶ ବା ରାଜବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବେଶରେ ଠାକୁରମାନେ ବହୁ ପ୍ରକାର ସ୍ୱର୍ଣ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି। ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ୫ଥର…

ବେଦାନ୍ତ ଲାଞ୍ଜିଗଡ଼ରେ ମହିଳା ଦିବସ ପାଳିତ; ୬ଟି ଗ୍ରାମ ପଞ୍ଚାୟତର ୨୫୦୦ ମହିଳାଙ୍କ ଅଂଶଗ୍ରହଣ

ଲାଞ୍ଚିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ୬ଟି ପଞ୍ଚାୟତର ପ୍ରାୟ ୨୫୦୦ ମହିଳା ଯୋଗଦାନ କରିଥିଲେ । ଏହି ମହିଳା ଦିବସରେ କମ୍ୟୁନିଟି ମହିଳା ମାନଙ୍କୁ…