Latest Odisha News

BREAKING NEWS

Browsing Category

ଫିଚର

ଦ୍ୱିତୀୟ ସନ୍ତାନ ପରେ ଅଭିନୟ ଛାଡିପାରନ୍ତି ଅନୁଷ୍କା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ତଥା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଦ୍ୱିତୀୟ ସନ୍ତାନର ମାଆ ହେବା ପରେ ସେ ଅଭିନୟ ଛାଡିବା ନେଇ ଅନୁମାନ କରାଯାଉଛି । ସିମି ଗେରୱେଲାଙ୍କ ସହ ଅନୁଷ୍କାଙ୍କ ଏକ ପୁରୁଣା…

ଝାଡଖଣ୍ଡର ରଘୁବର ଦାସଙ୍କୁ ରାଜ୍ୟପାଳ କରାଇ ନିଶ୍ବାସ ମାରିଲା କେନ୍ଦ୍ର ବିଜେପି?

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବୁଧବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି। କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପିର ସୁପାରିଶ କ୍ରମେ ରାଷ୍ଟ୍ରପତି ରଘୁବରଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଝାଡଖଣ୍ଡ…

ତିନି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଅପରାଧୀଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ତିନି ଜଣ ଆନ୍ତଃ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାର୍ମସ ବା ଅପରାଧୀଙ୍କୁ ଗିରଫ କରିଛି ଓଡ଼ିଶା ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍)। ଏମାନେ ଅନ୍ୟ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଉଥିଲେ ଏବଂ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର କମିସନ…

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୩୧୧ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ମହିଳା ପ୍ରିମିୟର ଲିଗ ୨୦୨୪: ୫ ଟିମ ୬୦ ଖେଳାଳିଙ୍କୁ ଦଳରେ ରଖିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ମହିଳା ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୫ଟି ଟିମ ୨୧ ବିଦେଶୀ ଖେଳାଳିଙ୍କ ସମେତ ୬୦ଜଣଙ୍କୁ ଦଳରେ ବଜାୟ ରଖିଛନ୍ତି । ୨୯ ଖେଳାଳିଙ୍କୁ ଓଭରାଲ ରିଲିଜ କରାଯାଇଛି । ଆସନ୍ତୁ ନଜର ପକାଇବା କେଉଁ ଟିମ କାହାକୁ…

ପ୍ରତି ୭୬-୭୯ ବର୍ଷରେ ଥରେ ଆସେ ହେଲି ଧୂମକେତୁ, ଆକାଶରେ ହେବ ଉଲକା ବର୍ଷା !

ନୂଆଦିଲ୍ଲୀ: ଫେରିବ କି ହେଲି ଧୂମକେତୁ ? ଆକାଶରେ ହେବ କି ଉଲକା ବର୍ଷା ? ଯଦି ସତରେ ହେଲି ଧୂମକେତୁ ଫେରେ ତେବେ ରବିବାର କିମ୍ବା ସୋମବାର ସକାଳେ ଆକାଶରେ ହେବ ଉଲକା ବର୍ଷା। ପ୍ରତି ୭୬ ରୁ ୭୯ ବର୍ଷରେ ଥରେ ଆସେ ଏହି ହେଲି ଧୂମକେତୁ। ଏପରି ହେଲେ, ହେଲି ଧୂମକେତୁ ପରି ସମଗ୍ର ଆକାଶ ଆଲୋକିତ…

କଅଁଳ ମନ ହେଲେ ମୁଣ୍ଡ ଉପରେ ପାହାଡର ବୋଝ; ତଥାପି ହସି ହସି ରୋଗୀଣା ବାପାଙ୍କ ସେବା କରୁଛି କୁନି ପୁଅ

ବରଗଡ:କଅଁଳ ମନ  । ହେଲେ ମୁଣ୍ଡ ଉପରେ ପାହାଡ ପରି ବୋଝ । ତଥାପି ତା ମନରେ ଦୁଃଖ ନାହିଁ । ଏ ବୋଝ ମୁଣ୍ଡେଇ ଭାଙ୍ଗି ପଡିନି । ତା ପାଇଁ ମା’ର ପଣତ ନାହିଁ ଝାଳ ପୋଛି ଦେବାକୁ । ବାପାର ଆଶ୍ରୟ ତଳେ ଜିଇଁଥିଲା ଯେ ଭାଗ୍ୟ ସହି ପାରିଲାନି । ରାେଗଶଯ୍ୟାରେ ବାପା ଏବେ କୁନି ପୁଅର ଆଶ୍ରାରେ । ସେ…

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…

ଭଦ୍ରକ ବରପଦାରେ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ବସ୍ ,୧୮ରୁ ଉର୍ଦ୍ଧ୍ବ ଗୁରୁତର

ଭଦ୍ରକ : ଭଦ୍ରକ ବରପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  ।  ବସ୍ ଏବଂ ଆମ୍ବୁଲାନ୍ସ ମୁହାଁମୁହି ଧକ୍କା ହୋଇଛି  । ଆମ୍ବୁଲାନ୍ସକୁ ଧକ୍କା ଦେଇ ବସଟି ଓଲଟି ପଡିଛି  ।ଫଳରେ ଏଥିରେ ୧୮ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ମୂତାବକ କ୍ରିଷ୍ଣା ନାମକ ଏକ ଘରୋଇ ବସ୍…

ଶ୍ରମିକରୁ ମୁଖ୍ୟମନ୍ତ୍ରୀ ଆଉ ଏବେ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦ ଦେଇଛି ବିଜେପି- ରଘୁବର ଦାସ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଶ୍ରମିକଙ୍କୁ ସାମ୍ବିଧାନିକ ପଦ ରାଜ୍ୟପାଳ ଦାୟିତ୍ୱ ଦେଇଛି ବିଜେପି । ଏହା ମୋ ପାଇଁ ଏକ ନୂଆ ଅନୁଭବ  । ଓଡ଼ିଶାର ରାଜ୍ୟପାଳ ଭାବେ ନାଁ ଘୋଷଣା କରାଯିବା ପରେ ନିଜ ପ୍ରତିକ୍ରିୟା ରଖି ଏପରି କହଛନ୍ତି ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ରଘୁବର  ଦାସ । ସେ…