Latest Odisha News

BREAKING NEWS

Browsing Category

ଫିଚର

ଆରମ୍ଭ ହେଲା ପୁରୀକୁ ଭିକାରୀ ମୁକ୍ତ କରିବା ପ୍ରକ୍ରିୟା

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକାରୀଙ୍କ କାଉନସେଲିଂ ପରେ ସେମାନଙ୍କୁ ‘ନୀଳାଦ୍ରି ନିଳୟ’ ପଠାଯିବ । ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ମଙ୍ଗଳବାର ଦିନ ବ୍ରହ୍ମପୁର ରୋଡ ଓ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ଉ କରାଯାଇଛି ।…

କାୟା ମେଲାଉଛି କରୋନା ଭାଇରସ; ୨୪ ଘଣ୍ଟାରେ ଚୀନରେ ୧୨୫ ଆକ୍ରାନ୍ତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୯,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱସ୍ଥ୍ୟ କମିଶନର ସୂଚନାନୁଯାୟୀ କରୋନା ଭାଇରସ୍…

ଆଧାର ସହ ପାନ୍ ଲିଙ୍କ ନକଲେ ଏବେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଥିବା ବେଳେ ଏବେ ସରକାରଙ୍କ ପକ୍ଷରୁ ନୂଆ ନିଷ୍ପତ୍ତି ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କର…

କରୋନା: ଏୟାର ଇଣ୍ଡିଆର ୧୦ କ୍ରୁ ମେମ୍ବରଙ୍କ ଉପରେ କଡା ନଜର

ମୁମ୍ବାଇ: କରୋନା ଭାଇରସ ପ୍ରକୋପକୁ ଦେଖି ଏୟାର ଇଣ୍ଡିଆର ୧୦ଜଣ କ୍ରୁ ମେମ୍ବରଙ୍କ ଉପରେ କଡା ନଜର ରଖିବାର ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨୫ ତାରିଖରେ ଭିଏନାରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଏଆଇ ୧୫୪ ବିମାନର ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ କୋଭିଡ-୧୯ ସଂକ୍ରମଣର…

ଆଜିଠୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩-୩-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା୩  ରିଖ ମଙ୍ଗଳବାର  କୁମ୍ଭ ୨୦ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି   ରୋହିଣୀ ନକ୍ଷତ୍ର ଦିନ ୧୧-୧୮ମିନିଟ୍ ପର୍ଯ୍ୟନ୍ତ ତାପରେ ମୃଗଶିରା ନକ୍ଷତ୍ର  ବୃଷ ଚନ୍ଦ୍ର ଭୋଗ…

ଭାରତୀୟ ପୁରୁଷ ହକି ଟିମକୁ ସର୍ବୋଚ୍ଚ ରାଙ୍କିଙ୍ଗ୍

ଲୌସାନେ:ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ଭାରତର ସର୍ବୋଚ୍ଚ ରାଙ୍କିଙ୍ଗ୍ । ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ୟ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି । ଅଲିମ୍ପିକ୍ ଚାମ୍ପିୟନ୍…

ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ବୋଲି କହିଛନ୍ତି । ରବିବାର ଏ ନେଇ ବହୁତ ଚିନ୍ତା କରିଛି ବୋଲି ସେ କହିଛନ୍ତି । ଫେସବୁକ୍, ଟୁଇଟର, ଇନଷ୍ଟ୍ରାଙ୍ଗାମ ଓ ୟୁଟୁ୍ୟବରେ ମୋଦିଙ୍କ ଅନେକ ପ୍ରଶଂସକ ଅଛନ୍ତି । ସେ କାହିଁକି ଏହି…

ପରବର୍ତ୍ତୀ କୋର୍ଟ ଆଦେଶକୁ ଅପେକ୍ଷା, ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇଦେବାକୁ ହୋଇଥିଲା ତାରିଖ ଧାର୍ଯ୍ୟ । ମାତ୍ର ଏହି ମୃତ୍ୟୁ ଦଣ୍ଡ ଆସନ୍ତାକାଲି ଦିଆଯାଇପାରିବ ନାହିଁ, ଆସନ୍ତା ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ । ଏହି ମାମଲାରେ…