Latest Odisha News

BREAKING NEWS

Browsing Category

ଫିଚର

ବିଶିଷ୍ଟ କଥାଶିଳ୍ପୀ ବିଣାପାଣି ମହାନ୍ତି ପାଇବେ ‘ଅତିବଡ଼ୀ ସମ୍ମାନ’

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ପ୍ରଖ୍ୟାତ କଥାଶିଳ୍ପୀ ବିଣାପାଣି ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ମାନଜନକ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଚଳିତବର୍ଷ ଶ୍ରୀମତୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି । ଓଡ଼ିଆ…

ଗୋଟିଏ ଘରୁ ମିିଳିଲା ୧୫୦ ସାପ!

କୋଲରାଡା: ଆମେରିକାର କୋଲୋରଡା ଅଂଚଳରେ ଜଣଙ୍କ ଘରୁ ଗୋଟିଏ କିମ୍ବା ୨ଟି ନୁହେଁ ମିଳିଛି ଏକକାଳୀନ ୧୫୦ ସାପ । ତାହା ପୁଣି ୩୦ ପ୍ରଜାତିର । ଶେନନ ମ୍ୟାକଫେଡେନ ଓ ରୟାସ ରବିନ୍ସ ଏଲିଜାବେଥ ଟାଉନରେ ଗୋଟିଏ ଘର କିଣିଥିଲେ । ତେବେ ଘର ଚାରିପଟେ ସେମାନେ ବାରମ୍ବାର ସାପ ଦେଖୁଥିଲେ । ଶେଷରେ ପେଷ୍ଟ…

ବକ୍ସର ସୁମିତଙ୍କ ବାସନ୍ଦ ଦଣ୍ଡାଦେଶ ଉଠିଲା

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ସୁମିତ ସାଙ୍ଗୱାନଙ୍କ ଉପରୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି(ନାଡା)୧ ବର୍ଷର ପ୍ରତିବନ୍ଧ ଉଠାଇ ଦେଇଛି । ସୁମିତ ଅଜାଣତରେ ନିଷିଦ୍ଧ ଡ୍ରଗ୍ସ ସେବନ କରିଛନ୍ତି ବୋଲି ନାଡା ରିପୋର୍ଟରେ ଉଲ୍ଲେଖ କରିଛି । ଡୋପ ଟେଷ୍ଟରେ ଧରାପଡିବା ପରେ ତାଙ୍କୁ ବର୍ଷେ ବାସନ୍ଦ…

ଦିଲ୍ଲୀ ହିଂସା ପଛରେ ବାଂଲାଦେଶୀ ନାଗରିକ !

ନୂଆଦିଲ୍ଲୀ:ଦିଲ୍ଲୀର ଉତର-ପୂର୍ବାଂଚଳରେ କାହିଁକି ଏ ଭଳି ହିଂସା କାଣ୍ଡ ଘଟିଲା ସେଥିନେଇ ପୋଲିସ ତଦନ୍ତ ଜୋର ସୋରରେ ଚଲାଇଛି । ଏହା ମଧ୍ୟରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶଙ୍କ ଏଥିରେ ହାତ ଥିବା ସନେ୍ଦହ କରିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ । ହିଂସା ହୋଇଥିବା ଅଂଚଳଗୁଡିକରେ…

ଦୁବାଇରେ ଟାୱେଲ ପିନ୍ଧି ବୁଲିଲେ ହ୍ରିତିକ୍

ଦୁବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଦୁବାଇରେ ଟାୱେଲ ପିନ୍ଧି ବୁଲି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଫଟୋ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହୋଇଛି । ସେ ଫଟୋ ତଳେ ଲେଖିଛନ୍ତି ଏହି ଷ୍ଟାଇଲ ରଣବୀର ସିଂଙ୍କଠାରୁ ପ୍ରେରିତ । ସବୁଠାରୁ ମଜା କଥା ଟାୱେଲ…

ପୁରୀ ସହରକୁ ଭିକାରୀ ମୁକ୍ତ କରିବା ପାଇଁ ‘ନୀଳାଦ୍ରି ନିଳୟ’ ଯୋଜନା

ପୁରୀ: ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏକ ଯୋଜନା ଆରମ୍ଭ କରିବେ । ଯାହାର ନାଁ ହେଉଛି ‘ନୀଳାଦ୍ରି ନିଳୟ ଯୋଜନା’ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି ।…

ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ ଯୋଗୁ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ ହୋଇଯାଇଛି । ଏହାର ଆୟୋଜକ ମାଲେସିଆ ସୋମବାର ଏହି ଘୋଷଣା କରିଛି । ସେପ୍ଟେମ୍ବରରେ ଏହା ପୁନଃ ଆୟୋଜିତ ହେବ । ସେହିପରି କତାର ମଟୋର ଗ୍ରାଁପ୍ରି ମଧ୍ୟ ରଦ୍ଧ କରାଯାଇଛି । କରୋନା ଭାଇରସ ଆତଙ୍କ ଯୋଗୁ…

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

ନୟାଗଡ଼ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ସମ୍ପୃକ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ବିଜାପୁର (ଛତିଶଗଡ): ନୟାଗଡ଼ରେ ୨୦୦୮ ମସିହାରେ ହୋଇଥିବା ଚର୍ଚ୍ଚିତ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜଣେ ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୂର୍ବରୁ ସୋନୁ ନାମରେ ପରିଚିତ ମାଓବାଦୀ, ଯିଏକି ଶାମୁ ଓରଫ ସୋମୁ ଛଦ୍ମନାମରେ ପରିଚିତ ଥିଲେ ଏସପିଙ୍କ ନିକଟରେ…

ହନୁମାନ ପ୍ରତିମା ସ୍ଥାପିତ ହେଲା: ୨୦ ବର୍ଷ ପରେ ଅନ୍ନ ଗ୍ରହଣ କଲେ ବିଜୟବର୍ଗୀୟ

ଇନେ୍ଦାର: ବିଜେପି ନେତା କୈଳାଶ ବିଜୟବର୍ଗିୀୟ ଦୀର୍ଘ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି । ୨୦୦୦ରେ ସେ ଇନେ୍ଦାରର ମେୟର ଥିବା ବେଳେ ଏହାର ଉନ୍ନତି ପଛରେ ପିତୃଦୋଷ ରହିଛି ବୋଲି ଜଣେ ମହର୍ଷି କହିଥିଲେ । ସେହି ଦିନ ଠାରୁ ସେ ସଂକଳ୍ପ କରିଥିଲେ ପିତୃ ପର୍ବତରେ ବିଶ୍ୱର ସବୁଠାରୁ ଉଚ୍ଚତମ…